୩୦ ବର୍ଷ ମଧ୍ୟରେ ସମୁଦ୍ରରେ ଲୀନ ହେବ ମୁମ୍ବାଇ !

ସମୟ ଲାଇଭ୍‍,୩୧/୧୦ : ସମୁଦ୍ର ଜଳସ୍ତର ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାର ପ୍ରଭାବରେ ପୂର୍ବରୁ କରାଯାଉଥିବା ଅନୁମାନର ୩ଗୁଣ ଅଧିକ ଜଳସ୍ତର ସ୍ଥଳଭାଗକୁ ମାଡ଼ିଆସିବ। ତେଣୁ ୨୦୫୦ ମସିହା ଅର୍ଥାତ୍‍ ଆଗାମୀ ୩୦ ବର୍ଷ ମଧ୍ୟରେ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ ସମୁଦ୍ରରେ ଲୀନ ହେବ ବୋଲି ଆଶଙ୍କା ପ୍ରକାଶ ପାଇବାରେ ଲାଗିଛି।

Govt

Comments are closed.