ଉଚ୍ଚ ରକ୍ତଚାପ

0

ସମୟ ଲାଇଭ୍‍,୩୧/୧୦ : ଆଜିକାଲି ସମୟରେ ଉଚ୍ଚରକ୍ତଚାପ ସବୁ ବର୍ଗର ବ୍ୟକ୍ତିଙ୍କ ଠାରେ ପ୍ରକାଶ ପାଇବାରେ ଲାଗିଛି। ଏହା ଏକ ବଡ଼ ସମସ୍ୟା ରୂପେ ପରିଗଣିତ ମଧ୍ୟ ହେଉଛି। ତେବେ ଜାଣନ୍ତୁ କ’ଣ ଏହି ଉଚ୍ଚ ରକ୍ତଚାପ ଓ ଏହାର ଉପଚାର …..
– ଅତି ସରଳ ଭାବେ କହିଲେ ଅତ୍ୟଧିକ ମାନସିକ ଚିନ୍ତା କାରଣରୁ ଉଚ୍ଚରକ୍ତଚାପ ରୋଗ ହୋଇଥାଏ।
– ଅତ୍ୟଧିକ ଝାଳ ବୋହିବା, ଅସ୍ତବ୍ୟସ୍ତ ଲାଗିବା ଉଚ୍ଚ ରକ୍ତଚାପର ପ୍ରମୁଖ କାରଣ ଅଟେ।
– ତେବେ ଏହି ସମସ୍ୟାରୁ ବର୍ତ୍ତିବାକୁ ହେଲେ ଡ଼ାକ୍ତରଙ୍କ ସହ ପରାମର୍ଶ କରି ଔଷଧ ସେବନ କରିବା ଉଚିତ୍‍।

– ସେହିପରି ନିୟମିତ ପ୍ରାଣାୟମ, ଯୋଗାସନ, ପ୍ରାତଃ ଭ୍ରମଣ ଦ୍ୱାରା ଉଚ୍ଚ ରକ୍ତଚାପରୁ ରକ୍ଷା ପାଇ ପାରିବେ।
– ଏହାସହ ଖାଦ୍ୟପେୟ ଦିଗରେ ମଧ୍ୟ ସତର୍କ ରହିବାକୁ ହେବ। ତେଲମସଲାଯୁକ୍ତ ଖାଦ୍ୟ ପରିବର୍ତ୍ତେ ସବୁଜ ପନିପରିବା ସିଝା ଖାଦ୍ୟରେ ସାମିଲ କରିବା ଦ୍ୱାରା ଉଚ୍ଚ ରକ୍ତଚାପ ପରି ସମସ୍ୟା ହୋଇ ନଥାଏ।

Leave A Reply

Your email address will not be published.