ଯୀଶୁ

ଯୀଶୁ ଖୀଷ୍ଟ ହେଉଛନ୍ତି ଖ୍ରୀଷ୍ଟ ଧର୍ମର ପ୍ରବର୍ତକ ଓ ମୂଳ ବ୍ୟକ୍ତିତ୍ୱ । ଖ୍ରୀଷ୍ଟ ଧର୍ମ।ବଲମ୍ବିଙ୍କ ଅନୁସ।ରେ ଯୀଶୁ ହେଉଛନ୍ତି ପରମେଶ୍ୱରଙ୍କ ପୁତ୍ର । ଯୀଶୁଙ୍କ ଜୀବନ ଏବଂ ଉପଦେଶ ବ।ଇବେଲର ନୁତନ ନିୟମରେ ବର୍ଣ୍ଣନ। କର।ଯ।ଇଛି। ଯୀଶୁ ଖ୍ରୀଷ୍ଟ ଅର୍ଥ ହେଉଛି ଲୋକମ।ନଙ୍କର ତ୍ର।ଣକର୍ତ୍ତ। । ଏହି ନାମର ଅର୍ଥ କେବଳ ଖ୍ରୀଷ୍ଟିଆନ ଧର୍ମରେ ନୁହେଁ ଇସଲ।ମରେ ମଧ୍ୟ ତ।ଙ୍କୁ ଗୁରୁତ୍ୱପୂର୍ଣ୍ଣ ଭବିଷ୍ୟଦ୍ବକ୍ତ। କୁହ।ଯ।ଏ।

ଯୀଶୁ

ତେବେ ଲୋକ କଥାରେ ରହିଛି ମରିୟମଙ୍କ କନ୍ୟା ମା ମେରୀ ହେଉଛନ୍ତି ଯୀଶୁଙ୍କ ଜନ୍ମଦାତ୍ରୀ। ମରିୟମ ଜଣେ କ।ର୍ପେରର ଯୋସେଫଙ୍କୁ ବିବ।ହ କରିଥିଲେ । ତ।ଙ୍କୁ ଜଣେ ଦୂତ କହିଥିଲେ ଯେ ତାଙ୍କ କନ୍ୟା ଇଶ୍ୱରଙ୍କ ପୁତ୍ରଙ୍କୁ ଜନ୍ମ ଦେବ। ପ।ଇଁ ମନୋନୀତ ହୋଇଥିଲେ । ତା ପରେ ଧରା ପୃଷ୍ଠକୁ ଅବତରିତ ହୋଇଥିଲେ ପ୍ରଭୁ ଯୀଶୁ। ତା ପରେ ତାଙ୍କ ଜନ୍ମ ବୃତ୍ତାନ୍ତ ଅନେକ କଷ୍ଟ ଦାୟକ ଥିଲା। ସେ ଏକ ମେ„ାଶାଳରେ ଜନ୍ମ ଗ୍ରହଣ କରିଥିଲେ। ପିଲା ବେଳରୁ ହିଁ ସେ ଅନେକ ଅଲୌକିକ ଶକ୍ତିର ଅଧିକାରୀ ଥିଲେ। ସେ କହୁଥିଲେ, ଯେ କେହି ତ।ଙ୍କଠ।ରେ ବିଶ୍ୱ।ସ କରେ ସେ ଅନନ୍ତ ଜୀବନ ପ୍ର।ପ୍ତ ହେବ। ମୁଁ ପଥ, ସତ୍ୟ ଓ ଜୀବନ । ମୋ ଦେଇ ନ ଗଲେ କେହି ପିତ।ଙ୍କ ନିକଟକୁ ଯ।ଇ ପ।ରେ ନ।ହିଁ। ତେବେ ଯୀଶୁଙ୍କ ଏହି କଥାକୁ ନେଇ ଅନେକ ବ୍ୟକ୍ତି ତାଙ୍କୁ ବିଶ୍ୱାସ କରୁଥିବା ବେଳେ କିଛି ଲୋକ ତାଙ୍କୁ ଘୃଣା ମଧ୍ୟ କରୁଥିଲେ।

ଯୀଶୁ

ପୌରାଣିକ ବିଶ୍ୱାସ ରହିଛି ଯେ ଭଗବାନ ଯୀଶୁ ଧରାପୃଷ୍ଠରୁ ପାପ ଓ କଳୁଶକୁ ଦୂର କରିବା ପାଇଁ ପୃଥୀବିର ଲୋକ ମାନଙ୍କୁ ସଠିକ ମାର୍ଗ ଦେଖାଇବା ପାଇଁ ପରମ ପିତାଙ୍କ ଦୂତ ଭାବରେ ଅବତରିତ ହୋଇଥିଲେ। ତାଙ୍କର ଜନ୍ମ ବେଳରୁ ହିଁ ସେ ବହୁ ଅଲୌକିକ ଶକ୍ତିର ଅଧିକାରୀ ଥିଲେ। ତେଣୁ ସେ ଛୋଟ ବେଳରୁ ହିଁ ଲୋକଙ୍କୁ ଉଚିତ ପରାମର୍ଶ ଦେଉଥିବା ବେଳେ କିଛି ହିଂସା ପରାୟଣ ବ୍ୟକ୍ତି ତାଙ୍କୁ ଘୃଣା ମଧ୍ୟ କରୁଥିଲେ। ଜନ୍ମ ପରି ତାଙ୍କ ମୃତ୍ୟୁ ମଧ୍ୟ ବହୁ ପିଡା ମଧ୍ୟରେ ସମାପ୍ତ ହୋଇଥିଲା। ଏବଂ ପରିଶେଷରେ ତାଙ୍କୁ ଶାଲବିଦ୍ଧ କରି ହତ୍ୟା କରାଯାଇଥିଲା। ଏବଂ ମୃତ୍ୟୁ ସମୟରେ ମଧ୍ୟ ସେ ତାଙ୍କ ହତ୍ୟାକାରୀଙ୍କୁ ଦୋଷ ନ ଦେଇ ଇଶ୍ୱର ସେମାନେ ଅବୋଧ। ସେମାନଙ୍କୁ କ୍ଷମା କରିବା ପାଇଁ ଇଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଥିଲେ।

<img  data-src="http://samayalive.in/wp-content/uploads/2021/12/birth-of-jesus-300x225.jpg" alt="ଯୀଶୁ " width="300" height="225" class="alignnone size-medium wp-image-15133" />

ଏପରି ଜଣେ ମହାନ ବ୍ୟକ୍ତିତ୍ୱ ଥିଲେ ଯୀଶୁଖ୍ରୀଷ୍ଟ। ତାଙ୍କର ଅନେକ ଅନୁଗାମୀ ମଧ୍ୟ ଥିଲେ। ତେବେ ତାଙ୍କର ମୃତ୍ୟୁ ପରେ ସାଧାରଣ ଲୋକ ମାନେ ଯୀଶୁଙ୍କ ମହାନତାର ପ୍ରମାଣ ପାଇଥିଲେ। ଏବଂ ଧିରେଧିରେ ତାଙ୍କ ଦ୍ୱାରା ପ୍ରଦର୍ଶିତ ରାସ୍ତାକୁ ଆପଣେଇବାକୁ ଚାହିଁଲେ। ତାଙ୍କ ମୃତ୍ୟୁର ଅନେକ ବର୍ଷ ପରେ ତାଙ୍କ ଜନ୍ମଦିନକୁ ଲୋକେ ବଡଦିନ ବା ଖ୍ରୀଷ୍ଟମାସ ଭାବେ ପାଳନ କରିବାକୁ ଲାଗିଲେ। ତେବେ ବର୍ତ୍ତମାନ ବହୁ ଖ୍ରୀଷ୍ଟିୟାନ ବ୍ୟକ୍ତି ଏହି ଦିନକୁ ଅନେକ ଆନନ୍ଦ ଉଲ୍ଲାସର ସହକାରେ ପାଳନ କରିଥାନ୍ତି। ଆଜିବି ଯୀଶୁଙ୍କ ଦେହାନ୍ତର ଅନେକ ବର୍ଷ ବିତିଯାଇଥିଲେ ମଧ୍ୟ ଖ୍ରୀଷ୍ଟ ଧର୍ମାବଲମ୍ବୀ ଲୋକମାନେ ଏହି ଦିନକୁ ବେଶ୍‌ ଆନନ୍ଦ ଉତ୍ସାହର ସହ ପାଳନ କରିଥାନ୍ତି। ଖ୍ରୀଷ୍ଟମାସର ନାମ ଆସିଲେ ଚର୍ଚ୍ଚ ମାନଙ୍କରେ ଅନେକ ରଙ୍ଗ ବେରଙ୍ଗର ଆଲୋକମାଳା ଦେଖିବାକୁ ମିଳେ। ଏହିଦିନ ଲୋକେ କେକ୍‌ କାଟି, ଖ୍ରୀଷ୍ଟମାସ ଟ୍ରୀକୁ ସଜାଇ ନିଜ ବନ୍ଧୁ ବର୍ଗଙ୍କୁ ଉପହାର ଦେଇ ସେଲିବ୍ରେଟ କରିଥାନ୍ତି।

<img  data-src="http://samayalive.in/wp-content/uploads/2021/12/birth-of-jesus-300x225.jpg" alt="ଯୀଶୁ " width="300" height="225" class="alignnone size-medium wp-image-15133" />

Govt

Comments are closed.