ସାଧାରଣତଃ ଖାଇ ସାରିବା ପରେ ଆମକୁ ଅଳସୁଆ ଲାଗିଥାଏ । ତେଣୁ ଖାଇ ସାରିବା ପରେ ଅଳ୍ପ ସମୟ ଶୋଇବାକୁ ଇଚ୍ଛା ହୋଇଥାଏ । ତେବେ ଏହି ଶୋଇବାର ଆମ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଭଲ ପ୍ରଭାବ ରହିଛି । ଆସନ୍ତୁ ଜାଣିବା କ’ଣ ଏହି ପ୍ରଭାବ ।
ଷ୍ଟ୍ରେସ୍ କମ୍ ହୋଇଥାଏ- ଖାଇବା ପରେ ଶୋଇବା ଫଳରେ ଆମର ଷ୍ଟ୍ରେସ୍ କମ୍ ହୋଇଥାଏ । ଏହା ଆମ ମାନସିକ ସ୍ୱାସ୍ଥ୍ୟ ଉପରେ ଖୁବ ଭଲ ପ୍ରଭାବ ପକାଇଥାଏ । ଏହା ଆମର ମୁଡ୍କୁ ଠିକ୍ କରିବାରେ ବିଶେଷଭାବେ ସହାୟକ ହୋଇଥାଏ । ଏହାଦ୍ୱାରା ଚିଡଚିଡାପଣ ଦୂର ହୋଇଥାଏ ଏବଂ ମନ ଭଲ ରହିଥାଏ ।
ବ୍ରେନ୍ ହେଲ୍ଥ
ବ୍ରେନ୍ ହେଲ୍ଥ ପାଇଁ ଏହା ବିଶେଷଭାବେ ସହାୟକ ହୋଇଥାଏ । ଅଳ୍ପ ସମୟ ଶୋଇବା ଦ୍ୱାରା ବ୍ରେନ୍ର ଫଙ୍କସନ୍ ଏନ୍ହାନ୍ସ ହୋଇଥାଏ । ସ୍ମରଣ ଶକ୍ତି ବଢିବା ସହିତ ବିଭିନ୍ନ ସମସ୍ୟା ସମାଧାନ କରିବାରେ ମଧ୍ୟ ସହାୟକ ହୋଇଥାଏ ।

Comments are closed.