Browsing Category

ଖେଳ

ଅଲିମ୍ପିକ୍ସରେ ଖେଳିବେନି ଆର୍ଜେଣ୍ଟିନା ଫୁଟ୍ବଲ୍ ଦଳର ଅଧିନାୟକ ମେସି

ନୂଆଦିଲ୍ଲୀ: ଆର୍ଜେଣ୍ଟିନା ଫୁଟ୍ବଲ୍ ଦଳର ଅଧିନାୟକ ଲିଓନେଲ୍ ମେସି ଆସନ୍ତା ପ୍ୟାରିସ୍ ଅଲିମ୍ପିକ୍ସରେ ଖେଳିବେନି। ଏକ ପ୍ରତିଷ୍ଠିତ ୱେବ୍ପୋର୍ଟାଲ୍କୁ ସାକ୍ଷାତକାର ଦେବା ଅବସରରେ ମେସି ଏହା ସ୍ପଷ୍ଟ କରିବା ସହ ପରବର୍ତ୍ତୀ…

ନେଦରଲାଣ୍ଡ୍ସକୁ ହରାଇ ସୁପର-୮ ଲକ୍ଷ୍ୟରେ ବାଂଲାଦେଶ

କିଙ୍ଗଷ୍ଟନ୍: ନେଦରଲାଣ୍ଡ୍ସକୁ ୨୫ ରନ୍ରେ ପରାସ୍ତ କରି ବାଂଲାଦେଶ ଚଳିତ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍ର ସୁପର୍-୮ ଆଶା ଉଜ୍ଜୀବିତ ରଖିଛି। ସକିବ୍ ଅଲ୍ ହାସନଙ୍କ ଲଢ଼ୁଆ ଅର୍ଦ୍ଧଶତକ ବଳରେ ବାଂଲାଦେଶ ୧୫୯ ରନ୍ କରିଥିବା ବେପଳେ…

ବିଦାୟୀ ଅଲିମ୍ପିକ୍ସରେ ଆଲ୍କାରାଜଙ୍କୁ ସାଥୀ କରି ଡବଲ୍ସ ଖେଳିବେ ନାଡାଲ

ନୂଆଦିଲ୍ଲୀ: ୨୨ଥର ଗ୍ରାଣ୍ଡସ୍ଲାମ୍ ବିଜେତା ରାଫେଲ ନାଡାଲ ଆସନ୍ତା ପ୍ୟାରିସ୍ ଅଲିମ୍ପିକ୍ସରେ ଫ୍ରେଞ୍ଚ ଓପନ୍ ଚାମ୍ପିଅନ୍ କାର୍ଲୋସ ଆଲ୍କାରାଜଙ୍କୁ ସାଥୀ କରି ପୁରୁଷ ଡବଲ୍ସ ପ୍ରତିଯୋଗିତାରେ ପ୍ରତିଦ୍ବନ୍ଦ୍ବିତା କରିବେ।…

ବିଶ୍ବ ବ୍ୟାଡମିଣ୍ଟନର ଶୀର୍ଷ ମାନ୍ୟତା ହରାଇ ତୃତୀୟକୁ ଖସିଲେ ସାତ୍ତ୍ବିକ-ଚିରାଗ

ନୂଆଦିଲ୍ଲୀ: ଭାରତର ସବୁଠୁ ସଫଳ ବ୍ୟାଡମିଣ୍ଟନ୍ ପୁରୁଷ ଡବଲ୍ସ ଯୋଡ଼ି ସାତ୍ତ୍ବିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ବିଶ୍ବ ମାନ୍ୟତାର ଶୀର୍ଷ ସ୍ଥାନ ହରାଇଛନ୍ତି। ଗତ ସପ୍ତାହରେ ଇଣ୍ଡୋନେସିଆ ଓପନ୍ରୁ ଓହରିଯିବାରୁ ଏହି…

ଆମେରିକାକୁ ହରାଇ ବିଶ୍ବକପ୍ ସୁପର-୮ରେ ପ୍ରବେଶ କଲା ଭାରତ

ନ୍ୟୁୟର୍କ: ଆୟୋଜକ ଆମେରିକାକୁ ୭ ୱିକେଟ୍ରେ ହରାଇ ଭାରତ ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ହ୍ୟାଟ୍ରିକ୍ ବିଜୟ ପାଇବା ସହିତ ସୁପର-୮ରେ ସ୍ଥାନ ସୁରକ୍ଷିତ କରି ନେଇଛି। ଅନ୍ୟପକ୍ଷରେ ପ୍ରଥମ ଦୁଇଟି ମ୍ୟାଚ୍ ଜିତିଥିବା ଆମେରିକା…

ଫିଫା ବିଶ୍ବକପ୍ ଯୋଗ୍ୟତା ପର୍ଯ୍ୟାୟରେ କତରଠୁ ହାରିଲା ଭାରତ

ନୂଆଦିଲ୍ଲୀ: ସୁନୀଲ ଛେତ୍ରୀଙ୍କ ଅବସର ପରେ ଭାରତୀୟ ଫୁଟବଲ୍ ଦଳ ଖେଳିଥିବା ପ୍ରଥମ ମ୍ୟାଚ୍ରେ ପରାଜିତ ହୋଇଛି। ଦୋହାସ୍ଥିତ ଜାସିମ ବିନ୍ ହାମଦ ଷ୍ଟାଡିୟମ୍ରେ ଖେଳିଥିବା ଘରୋଇ କାତାର ବିପକ୍ଷ ଫିଫା ବିଶ୍ବକପ୍ ଯୋଗ୍ୟତା…

କାନାଡ଼ାକୁ ହରାଇ ପ୍ରଥମ ବିଜୟ ସ୍ବାଦ ପାଇଲା ପାକିସ୍ତାନ

ନ୍ୟୁୟର୍କ: ଚଳିତ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଆମେରିକା ଓ ଭାରତ ନିକଟରୁ ପରାସ୍ତ ହୋଇଥିବା ପାକିସ୍ତାନ ଶେଷରେ ଖାତା ଖୋଲିଛି। ଏହି ପୂର୍ବତନ ବିଜେତା ୭ ୱିକେଟ୍ରେ କାନାଡ଼ାକୁ ପରାସ୍ତ କରିଛି। ଦଳର ଦ୍ରୁତ ବୋଲରମାନେ…

ଆଜି ଟ୍ବେଣ୍ଟି-୨୦ ବିଶ୍ବକପରେ ଭାରତ-ଆମେରକା ମୁକାବିଲା

ନ୍ୟୁୟର୍କ: ଭାରତୀୟ କ୍ରିକେଟ୍ ଦଳ ଟ୍ବେଣ୍ଟି-୨୦ ବିଶ୍ବକପରେ ପ୍ରଥମ ଦୁଇ ମ୍ୟାଚ୍ ଜିତିସାରିବା ପରେ ବୁଧବାର ଆୟୋଜକ ଆମେରିକାକୁ ଭେଟିବ। ଏହି ମ୍ୟାଚ୍ରେ ପୂର୍ବ ମୁକାବିଲାର ବ୍ୟାଟିଂ ବିଫଳତାକୁ ଦୂର କରି ଭାରତ ସୁପର-୮ରେ…

ମ୍ୟୁନିକ୍ ଆଇଏସ୍ଏସ୍ଏଫ୍ ବିଶ୍ବକପରେ ବ୍ରୋଞ୍ଜ ଜିତିଲେ ସିଫ୍ଟ କୌର

ମ୍ୟୁନିକ୍: ଏସୀୟ ସ୍ବର୍ଣ୍ଣ ପଦକ ଚାମ୍ପିଅନ୍ ଭାରତୀୟ ବନ୍ଧୁକଚାଳିକା ସିଫ୍ଟ କୌରର ସାମ୍ରା ଏଠାରେ ଶେଷ ହୋଇଥିବା ଆଇଏସ୍ଏସ୍ଏଫ୍ ବିଶ୍ବକପ୍ରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ମହିଳା ରାଇଫଲ ୩-ପୋଜିସନ ଇଭେଣ୍ଟରେ ସେ ଚୀନ୍ର…

ଆମେରିକାଠୁ ହାରିଯିବା ପରେ ପାକିସ୍ତାନ ଖେଳାଳିଙ୍କୁ ସମାଲୋଚନା କଲେ ୱାସିମ୍ ଆକ୍ରମ

ଲାହୋର: ଚଳିତ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ନବାଗତ ଆମେରିକା ନିକଟରୁ ପୂର୍ବତନ ବିଜେତା ପାକିସ୍ତାନର ପରାଜୟ ପରେ ଏବେ ତୁମ୍ଭି ତୋଫାନ ଆରମ୍ଭ ହୋଇଯାଇଛି। ଦେଶର କିଂବଦନ୍ତି ଦ୍ରୁତ ବୋଲର ୱାସିମ୍ ଆକ୍ରମ ଦଳକୁ କଡ଼ା…