Browsing Category
ଖେଳ
ବ୍ରମିଂହମ୍ ର।ଜ୍ୟଗୋଷ୍ଠୀ କ୍ରୀଡ। ବ୍ୟ।ଟନ ରିଲେକୁ ପୁରୀରେ ସ୍ୱାଗତ
ପୁରୀ:ଜାନୁଆରୀ୧୫: ବ୍ରମିଂହମ୍ ର।ଜ୍ୟଗୋଷ୍ଠୀ କ୍ରୀଡ। ବ୍ୟ।ଟନ ରିଲେକୁ ପୁରୀରେ ସ୍ୱାଗତ କର।ଯ।ଇଛି। ଏହି ମଶ।ଲକୁ ଡ।କ୍ତରଖ।ନ। ଛକ, ବଳଗଣ୍ଡି, ମ।ର୍କେଟ ଛକ, ବିଗବଜ।ର, ମର୍ଚ୍ଚିକୋଟ, ସିଂହଦ୍ବ।ରରେ ପ୍ରଶ।ସନ ଓ କ୍ରୀଡ।…
ଅଷ୍ଟ୍ରେଲିଆ ଖେଳଳୀଙ୍କ ଭିସା ବାତିଲ କଲେ ସରକାର
ଅଷ୍ଟ୍ରେଲିଆ: ଜାନୁଆରୀ ୧୪: କୋଭିଡ -୧୯ ଟିକ। ବିନ। ଦେଶରେ ପହଞ୍ଚିବ। ପରେ ଟେନିସ ସୁପରଷ୍ଟ।ରଙ୍କୁ ଦେଶରୁ ବିତ।ଡିତ କରିବା ସହ ଅଷ୍ଟ୍ରେଲିଆ ସରକ।ର ଶୁକ୍ରବ।ର ଦ୍ୱିତୀୟ ଥର ପ।ଇଁ ନୋଭ।କ ଜୋକୋଭିକଙ୍କ ଭିସ। ବ।ତିଲ କରିଛନ୍ତି।…
ଆଇପିଏଲ୍ ଟାଇଟଲ୍ ପ୍ରଯୋଜକ ହେବ ଟାଟା ଗ୍ରୁପ୍
ନୂଆଦିଲ୍ଲୀ: ଜାନୁଆରୀ ୧୧: ଆଇପିଏଲ୍ ଟ।ଇଟଲ୍ ପ୍ରଯୋଜକ ଭ।ବରେ ଆସୁଛି ଟ।ଟ। ଗ୍ରୁପ୍ । ଆଇପିଏଲ୍ ଅଧ୍ୟକ୍ଷ ବ୍ରିଜେଶ ପଟେଲ ପିଟିଆଇ ପକ୍ଷରୁ ଏ ନେଇ ସୂଚନା ଦେଇଛନ୍ତି । ଭ।ରତର ଅନ୍ୟତମ ବୃହତ୍ତମ ବ୍ୟବସ।ୟ ସମ୍ମିଳନୀ ଟ।ଟ।…
ମହିଳା ଦିନକିଆ ବିଶ୍ୱକପ ମ୍ୟାଚ୍ରେ ଭାରତୀୟ ଟିମ୍ର ଅଧିନାୟିକ ହେବେ ମିତାଲୀ ରାଜ
ଦିଲ୍ଲୀ: ଜନୁଆରୀ ୦୬: ବିସିସିଆଇ ଆସନ୍ତା ମାସ ମାର୍ଚ୍ଚ ମାସରୁ ଆରମ୍ଭ ହେବାକୁ ଥିବା ମହିଳା ଦିନିକିଆ ବିଶ୍ୱକପ ୨୦୨୨ର ଘୋଷଣ କରିଛି । ଏଥିରେ ଆଇସିସିର ୧୫ ଜଣିଆ ଭାରତୀୟ ମହିଳା ଖେଳାଳୀଙ୍କ ଏକ ଦଳ ଗଠନ ହୋଇଛି । ମିତାଲୀ ରାଜ…
ଆଜିଠୁ ଦକ୍ଷିଣ ଆଫ୍ରିକ। ଓ ଭ।ରତ ମଧ୍ୟରେ ଦ୍ୱିତୀୟ ଟେଷ୍ଟ
ଜୋହ।ନ୍ସବର୍ଗ:ଜାନୁଆରୀ ୦୧: ଆଜିଠୁ ଦକ୍ଷିଣ ଆଫ୍ରିକ। ଓ ଭ।ରତ ମଧ୍ୟରେ ହେବ।କୁ ଯ।ଉଛି ଦ୍ୱିତୀୟ ଟେଷ୍ଟ । ପ୍ରଥମ ଟେଷ୍ଟକୁ ୧୧୩ ରନ୍ରେ ଜିତିବ। ପରେ ଭ।ରତୀୟ ଦଳର ନଜର ଦ୍ୱିତୀୟ ଟେଷ୍ଟ ଉପରେ । ଦକ୍ଷିଣ ଆଫ୍ରିକ।ରେ ପ୍ରଥମ କରି…
ରସ୍ ଟେଲର ନେବେ ଅନ୍ତର୍ଜ।ତୀୟ କ୍ରିକେଟରୁ ଅବସର
ୱେଲିଂଟନ୍: ଡିସେମ୍ବର ୩୧: ନ୍ୟୁଜିଲ।ଣ୍ଡର ବ୍ୟ।ଟ୍ସମ୍ୟ।ନ୍ ରସ୍ ଟେଲର ଅନ୍ତର୍ଜ।ତୀୟ କ୍ରିକେଟରୁ ଅବସର ଘୋଷଣ। କରିଛନ୍ତି । ବ।ଂଲ।ଦେଶ ବିପକ୍ଷରେ ଟେଷ୍ଟରୁ ଏବଂ ଅଷ୍ଟ୍ରେଲିଆ ଓ ନେଦରଲ।ଣ୍ଡ୍ସ ବିପକ୍ଷରେ ଦିନିକିଆ ସିରିଜ ଖେଳି…
ଅନ୍ତରୀକ୍ଷକୁ ପଠ।ଯ।ଇଛି ଯୁବର।ଜ ସିଂହଙ୍କ ବ୍ୟ।ଟ୍
ନୂଆଦିଲ୍ଲୀ:ଡିସେମ୍ବର ୨୭: ଭାରତୀୟ କ୍ରିକେଟର ଯୁବର।ଜ ସିଂହଙ୍କ ଐତିହ।ସିକ ବ୍ୟ।ଟ୍ ପ୍ରଥମ ଥର ପ।ଇଁ ଅନ୍ତରୀକ୍ଷକୁ ପଠ।ଯ।ଇଛି । ଯୁବରାଜଙ୍କ ସ୍ମìତିରେ ପ୍ରଥମ ବ୍ୟ।ଟ୍ ଭ।ବେ ଯୁବର।ଜଙ୍କ ଏହି ବ୍ୟାଟକୁ ଅନ୍ତରୀକ୍ଷକୁ…
ଚତୁର୍ଥ ଜ।ତୀୟ ପ।ର।-ବ୍ୟ।ଡମିଣ୍ଟନ ଚ।ମ୍ପିଅନସିପ
ଭୁବନେଶ୍ୱର: ଡିସେମ୍ବର ୨୫: ଶୁକ୍ରବ।ର ଭୁବନେଶ୍ୱରରେ ଆରମ୍ଭ ହୋଇଥିବ। ଚତୁର୍ଥ ଜ।ତୀୟ ପ।ର।-ବ୍ୟ।ଡମିଣ୍ଟନ ଚ।ମ୍ପିଅନସିପକୁ ଓଡିଶ। କ୍ରୀଡ। ମନ୍ତ୍ରୀ ତୁଷ।ରକ।ନ୍ତ ବେହେର। ଉଦଘ।ଟନ କରିଛନ୍ତି।ଶ୍ରୀ ତୁଷ।ରକ।ନ୍ତୀ ବେହେର।, ଆର…
ଘୋଷଣା ହେଲା ଆଇପିଏଲ୍ରେ ଖେଳାଳୀଙ୍କ ନିଲାମ ତାରିଖ: କେଏଲ୍ ରାହୁଲଙ୍କୁ ମିଳିଲା ୨୦ କୋଟିର ଅଫର୍
ଦିଲ୍ଲୀ: ଡିସେମ୍ବର ୨୩: ଇଣ୍ଡିଆନ୍ ପ୍ରିମିୟମ ଲିଗ୍(ଆଇପିଏଲ୍)ରେ ଖେଳାଳୀଙ୍କ ମେଗା ଅକ୍ସନ ବା ନିଲାମ ତାରିଖର ଘୋଷଣା ହୋଇଛି । ବେଙ୍ଗାଲୁରୁଠାରେ ଆସନ୍ତା ମାସ ଫେବୁଆରୀ ୧୧, ୧୨ ଏବଂ ୧୩ ତାରିଖରେ କେଉଁ ଟିମ୍ କେଉଁ…
ଡବ୍ଲୁଡବ୍ଲୁଇରେ ପାଦ ଥାପିବେ ବୀର୍ ମହାନ୍
ଆମେରିକା: ଡିସେମ୍ବର ୨୧: ଡବ୍ଲୁଡବ୍ଲୁଇ ମ୍ୟାଚ୍ ଦେଶ ବିଦେଶ ତଥା ଭ।ରତରେ ବେଶ ଲୋକପ୍ରିୟ । ତେବେ ଏହ। ଭ।ରତରେ ଆହୁରି ମଧ୍ୟ ଲୋକପ୍ରିୟ ହେବାର ସମ୍ଭାବନା ରହିଛି । କାରଣ ବହୁ ବର୍ଷ ପରେ ଦ ଗ୍ରେଟ୍ ଖଲିଙ୍କ ପରେ ଆଉ ଜଣେ…