Browsing Category
ଦେଶ- ବିଦେଶ
ବିବାହ କରିବାକୁ ଭାରତ ଆସିଥିଲେ ମହିଳା, ହୋଟେଲରୁ ମିଳିଲା ଶବ
ସମୟ ଲାଇଭ୍,୧୬/୧୧: ରାଜଧାନୀ ଦିଲ୍ଲୀର ପହାଡ଼ ଗଞ୍ଜ ଅଞ୍ଚଳରୁ ଜଣେ ବିଦେଶୀ ମହିଳାଙ୍କ ଶବ ମିଳିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ୪୯ ବର୍ଷିୟ ଏହି ମହିଳାଙ୍କ ଶବ ପହାଡ଼ଗଞ୍ଜସ୍ଥିତ ତାସକନ୍ଦ ହୋଟେଲରୁ…
ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ଆଜି ଶେଷ କାର୍ଯ୍ୟଦିବସ
ସମୟ ଲାଇଭ,୧୫/୧୧:ଦେଶର ସର୍ବୋଚ୍ଚ ନ୍ୟାୟାଳର ୪୬ତମ ପ୍ରଧାନ ବିଚାରପତି ଜଷ୍ଟସ୍ ରଞ୍ଜନ ଗୋଗେଇଙ୍କ ଆଜି ହେଉଛି କାର୍ଯ୍ୟଦିବସର ଶେଷ ଦିନ। ସେଥିପାଇଁ ଜଷ୍ଟିସ ରଞ୍ଜନ ଗୋଗୋଇ ଶୁକ୍ରବାର ଦିନ ସର୍ବୋଚ୍ଚ ଅଦାଲତର ରୁମ ନମ୍ୱର…
୨୦୨୦ ରେ ମଙ୍ଗଳଗ୍ରହରେ ସୂକ୍ଷ୍ମ ଅବତରଣ କରିବ ଚନ୍ଦ୍ରାୟନ-୩ : ଇଶ୍ରୋ
ସମୟ ଲାଇଭ,୧୫/୧୧:ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇଶ୍ରୋ) ଚନ୍ଦ୍ରାୟନ-୨ ର ସଫଳ ଉତକ୍ଷେପଣ କରିବାର ମାତ୍ର କେତେ ମୁହୂର୍ତ୍ତ ପୂର୍ବରୁ ଚନ୍ଦ୍ରଯାନ ସହିତ ସମ୍ପର୍କ ଛିନ୍ନ ହୋଇଯାଇଥିଲା। ତେଣୁ ପୁନର୍ବାର କିପରି ଚନ୍ଦ୍ରରେ…
ନେହେରୁଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କଲେ ପ୍ରଧାନମନ୍ତ୍ରୀ
ସମୟ ଲାଇଭ,୧୪/୧୧: ଭାରତର ପ୍ରଥମ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ଆଜି ହେଉଛି ଜନ୍ମ ଜୟନ୍ତୀ। ତାଙ୍କ ଜନ୍ମଦିନଟିକୁ ଶିଶୁ ଦିବସ ରୂପେ ପାଳନ କରିବା ପାଇଁ ସେ ନିଜେ ହିଁ ପ୍ରସ୍ତାବ ଦେଇଥିଲେ। ବ୍ରାଜିଲ ଗସ୍ତରେ…
ରାଫେଲ ବିବାଦରେ କେନ୍ଦ୍ରସରକାରଙ୍କର ବିଜୟ
ସମୟ ଲାଇଭ,୧୪/୧୧:ବହୁଚର୍ଚ୍ଚିତ ରାଫେଲ ଘଟଣାକୁ ନେଇ ଆଜି ସୁପିମକୋର୍ଟ ଶୁଣାଇଛନ୍ତି ବଡ ନିଷ୍ପତ୍ତି। ୨୦୧୮ ମସିହାରେ ସୁପ୍ରିମକୋର୍ଟ ରାଫେଲ୍ ଯୁଦ୍ଧ ବିମାନ କିଣା ନେଇ ଦେଇଥିବା ରାୟର ପୁନର୍ବିଚାର ପାଇଁ ହୋଇଥିବା ଆବେଦନକୁ…
ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସାବରିମାଳା ମନ୍ଦିର ପୂଜକଙ୍କ ପ୍ରଶଂସା
ସମୟ ଲାଇଭ,୧୪/୧୧:ବହୁଚର୍ଚ୍ଚିତ ସାବରିମାଳା ମନ୍ଦିରରେ ମହିଳା ପ୍ରବେଶ କରିବା ଘଟଣାକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବା ରାୟକୁ ଆଜି ପୁନର୍ବିଚାର କରି ବୃହତ୍ତର ସାତଜଣିଆ ଖଣ୍ଡପୀଠକୁ ରେଫର୍ କରିଥିବା ନିଷ୍ପତ୍ତିକୁ…
ପ୍ରଦୂଷଣ ଘେରରେ ଦିଲ୍ଲୀବାସୀ
ସମୟ ଲାଇଭ୍,୧୪/୧୧: ଶୀତଋତୁ ଆରମ୍ଭରେ ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧି ଆଶଙ୍କାରେ କେନ୍ଦ୍ରସରକାରଙ୍କ ଦ୍ୱାରା ଆବଶ୍ୟକୀୟ ପଦକ୍ଷେପ ନିଆଯାଇଥିଲା। ତେବେ ଏହାର ଅଳ୍ପଦିନ ବ୍ୟବଧାନରେ ମାତ୍ରାଧିକ ପ୍ରଦୂଷଣ ସ୍ଥାନୀୟ…
ଦିଲ୍ଳୀ ବିଶ୍ୱର ସବୁଠୁ ଅଧିକ ପ୍ରଦୂଷିତ ସହର
ସମୟ ଲାଇଭ,୧୩/୧୧:ଭାରତର ରାଜଧାନୀ ଦ୍ୱିଲ୍ଲୀ ଏବେ ବିଶ୍ୱର ସବୁଠୁ ପ୍ରଦୂଷିତ ସହର। କିଛିଦିନ ତଳେ ଦ୍ୱଲ୍ଳୀର ବାୟୁମଣ୍ଡଳ ଏତେ ପ୍ରଦୂଷିତ ହୋଇଯାଇଥିଲା ଯେ ଲୋକମାନେ ନିଃଶ୍ୱାସ ପ୍ରଶ୍ୱାସ ନେବା ପାଇଁ କଷ୍ଟ ଅନୁଭବ କରିଥିଲେ। ଆଉ…
କେବିସିରେ ନଜର ଆସିବେ ସାସଂଦ ଡ଼ଃ ଅଚ୍ୟୁତ ସାମନ୍ତ
ସମୟ ଲାଇଭ,୧୩/୧୧: କଲର୍ସ ଚ୍ୟାନେଲରେ ପ୍ରସାରିତ ହେଉଥିବା ବହୁ ଲୋକପ୍ରୟ ରିୟାଲଟିି ‘ସୋ’ରେ ନଜର ଆସିଛିନ୍ତି କିଟ୍ ଓ କିସ ପ୍ରତିଷ୍ଠାତା ତଥା କନ୍ଧମାଳ ସାସଂଦ ଡ଼ଃ ଅଚ୍ୟୁତ ସାମନ୍ତ। ଏହି ଶୋ’ର ହଟସିଟ୍ ରେ ସ୍ଥାନ ପାଇଛନ୍ତି…
ସୁସ୍ଥ ହୋଇ ଘରକୁ ଫେରିଲେ ଲତା ମଙ୍ଗେକସକର
ସମୟଲାଇଭ,୧୧/୧୧:ସ୍ୱର ସାମ୍ରାଜ୍ଞି ଲତା ମଙ୍ଗେସକରଙ୍କର ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ…