Browsing Category

ଦେଶ- ବିଦେଶ

ଭାରତରେ କରୋନା ସଂକ୍ରମିତ ଙ୍କ ସଂଖ୍ୟା ୪ ଲକ୍ଷ ଟପିଲା; ୨୪ ଘଂଟାରେ ଚିହ୍ନଟ ହେଲେ ୧୫,୪୧୩ କରୋନା ସଂକ୍ରମିତ

ଭୁବନେଶ୍ୱର: ଜୁନ ୨୧: ଗତ ୨୪ ଘଣ୍ଟା ମଧ୍ୟରେ, ଦେଶରେ ୧୫,୪୧୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହେଇଛନ୍ତି I ଏଥିସହ ଭାରତରେ, ମୋଟ କରୋନା ରୋଗୀଙ୍କ ସଂଖ୍ୟା ୪,୧୦,୪୬୨ କୁ ବୃଦ୍ଧି ପାଇଛି I ସେହିପରି, ଗୋଟିଏ ଦିନରେ ୩୦୬ କରୋନା…

ସର୍ବଦଳୀୟ ବୈଠକ; ମୁକାବିଲା ଲାଗି ସେନା ତୟାର

ଭୁବନେଶ୍ୱର : ଜୁନ ୧୯:ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିଛି । ସୀମାରେ ଯେକୌଣସି ସ୍ଥିତିର ମୁକାବିଲା କରିବା ପାଇଁ ସେନା…

ଜମ୍ମୁ କାଶ୍ମୀର ଟଳିଲେ ୮ ଆତଙ୍କୀ

ନୂଆଦିଲ୍ଲୀ: ଜୁନ ୧୯:ଟଳିଲେ ୮ ଆତଙ୍କବାଦୀ । ଜମ୍ମୁ-କାଶ୍ମୀର ପାମ୍ଫୋର ଏବଂ ସୋଫିଆନରେ ଶୁକ୍ରବାର ସକାଳୁ ଭାରତୀୟ ସୁରକ୍ଷାବଳ ଏବଂ ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟ ଘଟିଥିଲା । ଏଥିରେ ୮ ଆତଙ୍କୀ ନିହତ ହୋଇଥିବା ସୂଚନା…

ବନ୍ଧକ ୧୦ଯବାନଙ୍କୁ ମୁକ୍ତ କଲା ଚୀନ୍‌

ନୂଆଦିଲ୍ଲୀ: ଜୁନ ୧୯: ଲଦାଖ ସୀମାରେ ଥିବା ଗାଲୱାନ ଉପତ୍ୟକାରେ ସୋମବାର ସଂଘର୍ଷ ସମୟରେ ଚୀନ୍‌ ସେନା ବନ୍ଧକ ରଖିଥିବା ୧୦ଭାରତୀୟ ଯବାନଙ୍କୁ ମୁକ୍ତ କରିଛି । ସେମାନଙ୍କ ମଧ୍ୟରେ ଦୁଇ ଜଣ ମେଜର ମଧ୍ୟ ଥିବା ଜଣାପଡିଛି । ତିନି…

ଇସ୍ପାତ, କୋଇଲା, ଶକ୍ତି ତଥା ଆନୁଷଙ୍ଗିକ ଉର୍ଜା କ୍ଷେତ୍ରରେ ସବୁଠୁ ଅଧିକ ଲାଭବାନ ହେବ ଓଡିଶା – ଧର୍ମେନ୍ଦ୍ର ପ୍ରଧାନ

ଦିଲ୍ଲୀ: ଜୁନ ୧୯:ଆତ୍ମନିର୍ଭର ଭାରତ ଦୂରଦୃଷ୍ଟି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବାଣିଜ୍ୟିକ ଖଣି ପାଇଁ 41ଟି କୋଇଲା ଖଣି ନିଲାମ କରିବା ପ୍ରକ୍ରିୟାର ଶୁଭାରମ୍ଭ କରିଛନ୍ତି । ଏହି ଐତିହାସିକ…

ଗରିବ କଲ୍ୟାଣ ରୋଜଗାର ଅଭିଯାନ ପାଇଁ ଖର୍ଚ୍ଚ ହେବ 50 ହଜାର କୋଟି

ଦିଲ୍ଲୀ: ଜୁନ ୧୯:ଗ୍ରାମାଞ୍ଚଳକୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କୁ ସଶକ୍ତ କରିବା ସହ ସେମାନଙ୍କୁ ଜୀବିକା ସୁଯୋଗ ଯୋଗାଇବା ପାଇଁ ଭାରତ ସରକାର ଗରିବ କଲ୍ୟାଣ ରୋଜଗାର ଅଭିଯାନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା…

ଦେଶରେ ଗୋଟିଏ ଦିନରେ ୧୩,୫୮୬ ଜଣ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଜୁନ ୧୯: ଦେଶରେ ଗୋଟିଏ ଦିନରେ ୧୩,୫୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ଏହାକୁ ମିଶାଇ, ଭାରତରେ ମୋଟ କରୋନା ସଂକ୍ରମିତ ଙ୍କ ସଂଖ୍ୟା ୩,୮୦,୫୩୨ କୁ ବୁଦ୍ଧି ପାଇଛି I ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ…

ସହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି: ୨ ଦିନ ପାଇଁ ରାଜନୈତିକ କାର୍ଯ୍ୟକ୍ରମ ବନ୍ଦ ରଖିବ ବିଜେପି

ଭୁବନେଶ୍ୱର : ଜୁନ ୧୮:ଭାରତ ସୀମା ଗଲୱାନ୍‌ ଘାଟୀରେ ଭାରତ-ଚୀନ ମଧ୍ୟରେ ହୋଇଥିବା ରକ୍ତାକ୍ତ ସଂଘର୍ଷରେ ସହୀଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଉଦ୍ଦେଶ୍ୟରେ ଆସନ୍ତା ୨ ଦିନ ଯାଏଁ ସମସ୍ତ ରାଜନୈତିକ କାର୍ଯ୍ୟକ୍ରମ ବନ୍ଦ…

ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ କରୋନା

ଭୁବନେଶ୍ୱର : ଜୁନ ୧୭: ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଓ ଆମ୍‌ ଆଦମୀ ପାର୍ଟି (ଆପ୍‌) ବିଧାୟକ ଅତିସୀଙ୍କ ଠାରେ କୋଭିଡ ପଜେଟିଭ୍‌ ଚିହ୍ନଟ ହୋଇଛି । ଏମାନଙ୍କର ଯେଉଁ ସ୍ୱାବ୍‌୍‌ ନମୁନା ପରୀକ୍ଷା ପାଇଁ ଯାଇଥିଲା…

ମୁଖ୍ୟମନ୍ତ୍ରୀମାନଙ୍କ ସହ ଅନଲକ 1.0 ପରବର୍ତ୍ତୀ ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର : ଜୁନ ୧୬:ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଭିଡିଓ କନଫରେନ୍ସିଂ ଜରିଆରେ ଅନଲକ 1.0 ପରେ ଦେଖାଦେଇଥିବା ସ୍ଥିତି ଏବଂ କୋଭିଡ-19 ମହାମାରୀ ମୁକାବିଲା ପାଇଁ…