Browsing Category

ଜୀବନଚର୍ଯ୍ୟା

କେଶରେ କିପରି କରିବେ ଟାଟୁ, ଜାଣିବା ପାଇଁ ପଢ଼ନ୍ତୁ ସମ୍ପୂର୍ଣ୍ଣ ଖବର

ଝିଅମାନେ ଆକଷୟଣୀୟ ଦିଶିବା ପାଇଁ ଅନେକ ସୌନ୍ଦର୍ୟ୍ୟ ମନ୍ତ୍ର ଆପଣେଇଥା’ନ୍ତି। ଆଜିକାଲି ଝିଅଙ୍କ ମଧ୍ୟରେ କେଶରେ କରାଯାଉଥିବା ଟାଟୁ ପ୍ରତି ବିଶେଷ ଆଗ୍ରହ ପରିଲିଖିତ ହେଉଛି। ତେବେ ଏହି ଟାଟୁ ଲଗାଇବା ଓ ଛଡ଼ାଇବା ପ୍ରଣାଳୀ…

ପ୍ରଥମ ଦେଖାରେ ସାଥୀଙ୍କ ସହ କିପରି ହେବା ଉଚିତ୍‍ ଜାଣିବା ପାଇଁ ପଢ଼ନ୍ତୁ ସମ୍ପୂର୍ଣ୍ଣ ଖବର….

ଆପଣଙ୍କ ସଂସ୍ପର୍ଶରେ ଆସିଥିବା ଝିଅଙ୍କୁ ପସନ୍ଦ କରିବା ପରେ ତାଙ୍କ ସହ ଭାବ ବିନିମୟ କରିବାରେ କୌଣସି ଅସୁବିଧା ହୋଇ ନଥାଏ। କିନ୍ତୁ ଆପଣଙ୍କ ପାଇଁ ଘରଲୋକ ପସନ୍ଦ କରିଥିବା ଝିଅ ସହ କଥା ହେବାକୁ ଅସହଜ ମନେ କରନ୍ତି। ଯଦି ଆପଣ…

ପ୍ରଥମ ଡ଼େଟରେ କରନ୍ତୁ ନାହିଁ ଭୁଲ୍‍….

ଆପଣ ନିଜର ପ୍ରିୟଜନଙ୍କ ସହ ଡେଟ୍‍ ପାଇଁ ଯୋଜନା କରୁଛନ୍ତି କି? ତେବେ ପ୍ରଥମ ଥର ଡ଼େଟ୍‍ରେ ଗଲେ କେଉଁ ଦିଗ ପ୍ରତି ଧ୍ୟାନ ଦେବାକୁ ପଡ଼େ ଜାଣି ରଖନ୍ତୁ। ନ ହେଲେ ହୁଏତ ଆପଣଙ୍କ ସମ୍ପର୍କ ବିଗିଡ଼ି ଯାଇପାରେ। ପ୍ରଥମ ଡେଟ୍‍ ସମୟରେ…

ସାଥୀଙ୍କ ସହ ଉତ୍ତମ ବୁଝାମଣାର ସହଜ ଉପାୟ

ସମୟ ଲାଇଭ୍‍,୧୬/୧୧: ଅନେକ ସମୟରେ ଦେଖାଯାଏ ବୁଝାମଣା ଅଭାବରୁ ଆପଣଙ୍କ ସାଥୀଙ୍କ ସହ ଆପଣଙ୍କ ବିବାଦ ଦେଖାଦେଇଥାଏ। ଏହି ବିବାଦ କେବେ କେବେ ଏତେ ଜଟିଳ ହୋଇଯାଲ ଯେ ଏହାର ପ୍ରଭାବରେ ସମ୍ପର୍କ ଭାଙ୍ଗିବାର ସମ୍ଭାବନା ରହିଥାଏ।…

ଚାଚା ନେହେରୁଙ୍କ ବିଷୟରେ ଜଣାଅଜଣା ଖବର

ସମୟ ଲାଇଭ୍‍,୧୪/୧୧: ଆଜି ଦେଶବ୍ୟାପୀ ଜବାହର ଲାଲ ନେହେରୁଙ୍କ ଜନ୍ମଦିବସ ପାଳନ କରାଯାଇଥିବାବେଳେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଶିଶୁଦିବସ ପାଳନ କରାଯାଉଛି। ଜାଣନ୍ତୁ ଦେଶର ଶିଶୁମାନଙ୍କ ପାଇଁ ଚାଚାଜୀ ଭାବେ ପରିଚିତି ତଥା…

ବର୍ଷକୁ ୮ ଲକ୍ଷ ଜୀବନ ନେଉଛି ଅବସାଦ

ସମୟ ଲାଇଭ୍‍,୧୨/୧୧: ବର୍ଷକୁ ପ୍ରାୟ ୮ ଲକ୍ଷ ଲୋକ ଆତ୍ମହତ୍ୟା କରୁଥିବା ଏକ ରିପୋର୍ଟରୁ ଜଣାପଡ଼ିଛି। ତେବେ ମାନସିକ ବିଷାଦ ଓ ଅଭାବ ଅନଟନ ଆତ୍ମହତ୍ୟାର ପ୍ରମୁଖ କାରଣ ପାଲଟିଛି। ଆତ୍ମହତ୍ୟା ପନ୍ଥା ଆପଣାଉଥିବା ବିଷାଗ୍ରସ୍ତ…

ଟୁଥ୍‍ପେଷ୍ଟରେ ଦାନ୍ତ ଘଷିବା ସହ ଏହି ସବୁ କାମ କରିପାରିବେ

ସମୟ ଲାଇଭ,୧୧/୧୧: ଟୁଥ୍‍ପେଷ୍ଟ ରେ ଦାନ୍ତ ଘଷିବା କଥା ସମସ୍ତେ ଜାଣନ୍ତି। ତେବେ ଆପଣ ଜାଣନ୍ତି କି ଏହି ଟୁଥ୍‍ପେଷ୍ଟ ଆମ ଦାନ୍ତ ସଫା କରିବା ସହ ଅନ୍ୟ କାମରେ ମଧ୍ୟ ସାହାଯ୍ୟ କରିଥାଏ। ଦୈନନ୍ଦିନ ଜୀବନରେ ଆପଣ ବି ଟୁଥ୍‍ପେଷ୍ଟ…

ସୋସିଆଲ ମିଡ଼ିଆରେ ଏପରି କମେଣ୍ଟ ଦିଅନ୍ତି ୟୁଜର୍ସ

ସମୟ ଲାଇଭ୍‍,୧୦/୧୧: ସୋସିଆଲ୍‍ ମିଡ଼ିଆରେ ଯଦି କୌଣସି ଲୋକପ୍ରିୟ ପୋଷ୍ଟ କରାଯାଏ। ଏହା ଉପରେ ଅନେକ ମନ୍ତବ୍ୟ ଆସିଥାଏ। ସେଥିମଧ୍ୟରୁ କିଛି କମେଣ୍ଟଟେରରଙ୍କ ବିଷୟରେ ଜାଣନ୍ତୁ। ୧) ଏପରି କେତେଜଣ ବ୍ୟକ୍ତି ଥା’ନ୍ତି ଯେଉଁମାନେ…

ପିଲାଙ୍କର ଏପରି ନାମ ସୃଷ୍ଟି କରିପାରେ ସମସ୍ୟା

 ସମୟ ଲାଇଭ୍‍,୯/୧୧: ଘରେ ଶିଶୁଟିଏ ଜନ୍ମନେବା ମାତ୍ରେ ଆନନ୍ଦ ଉଲ୍ଳାସର ବାତାବରଣ ଖେଳିଯାଇଥାଏ। ଏହା ସଙ୍ଗେ ସଙ୍ଗେ ସଭିଏଁ ସ୍ନେହରେ ଏକ ନାମ ଦେଇ ସେଇ ନାମରେ ଡ଼ାକିବା ଆରମ୍ଭ କରିଦେଇଥା’ନ୍ତି। ତେବେ ଶିଶୁର ନାମଦେବା ସମୟରେ…

ତ୍ୱଚା ଚମକାଇବ ଅଙ୍ଗାର

ସମୟ ଲାଇଭ୍‍,୭/୧୧: ସକ୍ର୍ରିୟ ଅଙ୍ଗାର ବା ଆକ୍‍ଟିଭ୍‍ କାର୍ବନ ଓøଷଧର ମାନ୍ୟତା ପାଇଛି। ଚୁର୍ଣ୍ଣ ଓ ବଟିକା ରୂପରେ ଏହା ବଜାରରେ ମିଳୁଛି। ବିଭିିନ୍ନ ପ୍ରକାର ବିଷାକ୍ତ କସ୍‍ମେଟିକ ପ୍ରଭାବରୁ ମଣିଷକୁ ରକ୍ଷା କରିବାପାଇଁ…