ଚାଚା ନେହେରୁଙ୍କ ବିଷୟରେ ଜଣାଅଜଣା ଖବର

0

ସମୟ ଲାଇଭ୍‍,୧୪/୧୧: ଆଜି ଦେଶବ୍ୟାପୀ ଜବାହର ଲାଲ ନେହେରୁଙ୍କ ଜନ୍ମଦିବସ ପାଳନ କରାଯାଇଥିବାବେଳେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଶିଶୁଦିବସ ପାଳନ କରାଯାଉଛି। ଜାଣନ୍ତୁ ଦେଶର ଶିଶୁମାନଙ୍କ ପାଇଁ ଚାଚାଜୀ ଭାବେ ପରିଚିତି ତଥା ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ନେହେରୁଙ୍କ ବିଷୟରେ କିଛି ଜଣାଅଜଣା ତଥ୍ୟ…


ଜନ୍ମ – ୧୮୮୯ ମସିହା ନଭେମ୍ବର ୧୪ ତାରିଖ
ପୂରା ନାମ-ପଣ୍ଡିତ ଜବାହର ଲାଲ ନେହେରୁ

ବାପାଙ୍କ ନାମ – ମୋତୀଲାଲ ନେହେରୁ
ମାତାଙ୍କ ନାମ – ସ୍ୱରୁପାରାଣୀ


ପତ୍ନୀଙ୍କ ନାମ – କମଳା ନେହେରୁ
ଜନ୍ମ ସ୍ଥାନ – ଆହ୍ଲାବାଦ
ତିରୋଧାନ – ୨୭ ମେ, ୧୯୬୪
ତିରୋଧାନର ସ୍ଥାନ: ନୂଆଦିଲ୍ଲୀ
ଦେଶର ସ୍ୱାଧୀନତା ପ୍ରାପ୍ତିରେ ନେହେରୁଙ୍କ ଅବଦାନ
ଦେଶବାସୀଙ୍କୁ ମୁକ୍ତିର ସ୍ୱାଦ ଚଖାଇବା ପାଇଁ ସେ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ। ସେ ଜାତୀୟ କଂଗ୍ରେସର ସଦସ୍ୟ ଥିଲେ ଏବଂ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ।

Leave A Reply

Your email address will not be published.