Browsing Category
ଜୀବନଚର୍ଯ୍ୟା
ଲୋକକଥା ଓ କଖାରୁ
ଭୁବନେଶ୍ୱର: ସେପ୍ଟେମ୍ବର ୯ : କଖାରୁର ଅନେକ ନାମ ସହିତ ବିଭିନ୍ନ ଉପକାରୀ ଗୁଣ ମଧ୍ୟ ରହିଛି । ଏହାସହ ଏହାକୁ ନେଇ କେତେକ ସ୍ଥାନରେ ଅଜବ ପରମ୍ପରା ମଧ୍ୟ ରହିଛି । ସେହିଭଳି ଆର୍ୟୁବେଦରେ ଏହାକୁ ଔଷଧୀୟ ଫଳ ରୂପେ ମାନତ୍ୟା…
ଫ୍ଲୋରାଲ ଫ୍ୟାଶନ
ଯେକୌଣସି ଋତୁ ପାଇଁ ପ୍ଲୋରାଲ ଫ୍ୟାଶନ ବହୁତ ଭଲ ଲାଗିଥାଏ । ଏହାକୁ ପିନ୍ଧିଲେ ସୁନ୍ଦର ଦେଖାଯିବା ସହିତ କୁଲ୍ ଲୁକ୍ ମିଳିଥାଏ । ତେବେ ଆଜିକାଲି ଯୁବପିଢ଼ିଙ୍କୁ କୁଲ୍ ଲୁକ୍ ବହୁତ ଭଲ ଲାଗେ । ସାଧାରଣତଃ ଫ୍ଲୋରାଲ ଡ୍ରେସ୍…
ନୂଆ ଚାକିରିରେ ରୁହନ୍ତୁ ସ୍ମାର୍ଟ
ଭୁବନେଶ୍ୱର: ସେପ୍ଟେମ୍ବର ୬: ଚାକିରିକୁ ନେଇ ସମସ୍ତଙ୍କର ସର୍ବଦା ଚିନ୍ତା ରହିଥାଏ । ଏହା ଯଦି ନୂଆ ହେଇଥାଏ ତେବେ ଚିନ୍ତା ବଢିଯାଇଥାଏ । ନୂଆ ଚାକିରିରେ ଚିନ୍ତା ହେବା ସ୍ୱାଭାବିକ୍, ତେବେ ଏଥିରେ କିଛି କଥାକୁ ଧ୍ୟାନରେ…
ହେୟାର ଡ୍ରାୟର୍ର ବହୁମୁଖୀ ବ୍ୟବହାର
ଭୁବନେଶ୍ୱର: ସେପ୍ଟେମ୍ବର ୬: ଯଦି ବାହାରକୁ କୌଣସି ଆଡ଼େ ଯିବାକୁ ଅଛି, ଆଉ କେଶ ଓଦା ଅଛି, ତେବେ ଖୋଜାପଡ଼େ ହେୟାର ଡ୍ରାୟର । ମୁଖ୍ୟତଃ କେଶ ଶୁଖାଇବା ଲାଗି ବ୍ୟବହାର କରାଯାଏ ଡ୍ରାୟର । ହେୟାର ଡ୍ରାୟର କେବଳ କେଶ ଶୁଖାଇବା…
ପୁରୁଷଙ୍କ ପାଇଁ ବ୍ରେସଲେଟ୍
ଖାଲି ଯେ ମହିଳାଙ୍କୁ ଗହଣାର ସଉକ ରହିଛି ଏହା ନୁହେଁ । ପୁରୁଷଙ୍କର ମଧ୍ୟ କିଛି ହାଲୁକା ଫୁଲକା ଜୁଏଲାରୀ ରହିଛି, ଯାହା ସେମାନଙ୍କୁ ଫାଶନେବୁଲ୍ କରିଥାଏ । ତେବେ ପୁରୁଷଙ୍କ ଜୁଏଲାରୀରେ ଅନେକ ବାଛ ବିଚାର ରହିଥାଏ । କାରଣ…
ପୁରୁଣା ବାସନକୁ କରନ୍ତୁ ନୂଆ
ଭୁବନେଶ୍ୱର: ଅଗଷ୍ଟ ୨୮: ସାଧାରଣତ ବାସନକୁ କେତେ ଦିନ ବ୍ୟବହାର କରିବା ପରେ ଏହା କଳା ପଡିଯାଇଥାଏ । ଯାହା ଦେଖିବାକୁ ଅସୁନ୍ଦର ଲାଗିଥାଏ, କେତେକ ଲୋକ କଳା ବାସନରେ ଖାଇବାକୁ ପସନ୍ଦ କରିନଥାନ୍ତି । କିନ୍ତୁ ଏଭଳି କିଛି ଟିପ୍ସ…
ନାୟିକାଙ୍କ ‘ନୁ୍ୟଟ୍ରାଲ୍ ମେକ୍ଅପ୍’
ଆଜିକାଲି ଫ୍ୟାଶନ ମାର୍କେଟରେ ‘ନୁ୍ୟଟ୍ରାଲ ମେକ୍ଅପ୍’ର ଟ୍ରେଣ୍ଡ୍ ଚାଲିଛି । ନୁ୍ୟଟ୍ରାଲ୍ ମେକ୍ଅପ୍ ହେଉଛି, ଆଖିକୁ ବୋଲï ଲୁକ୍ କରିବା ସହିତ ନୁ୍ୟଡ୍ ଲି« (ହାଲକା ରଙ୍ଗର ଲିଫ୍ଷଫିକ୍) ଲଗାଇବା । ବଲିଉଡ୍…
କେଶ କଳା କରିବାକୁ, ଆପଣାନ୍ତୁ ଏହି ଘରୋଇ ଉପଚାର
ଭୁବନେଶ୍ୱର: ଅଗଷ୍ଟ ୨୧: ବିଭିନ୍ନ କାରଣରୁ ଆଜିକାଲି ଯୁବପିଢ଼ିଙ୍କ କ୍ଷେତ୍ରରେ କେଶ ଧଳା ହେବାର ସମସ୍ୟା ଦେଖାଯାଉଛି । କମ୍ ବୟସରୁ କେଶ ପାଚିବା ପଛରେ ବହୁତ କାରଣ ଥାଏ । ବିଶେଷ କରି ମାନସିକ ଅସ୍ଥିରତା ଓ ଅସ୍ୱାସ୍ଥକର…
କାଶ ହେଉଥିଲେ, ଦୂରାନ୍ତୁ ଏସବୁ ଖାଦ୍ୟ
ଭୁବନେଶ୍ୱର:ଅଗଷ୍ଟ ୨୦: ମୌସୁମୀରେ ଜୀବାଣୁ ଜନିତ ସଂକ୍ରମଣ ହେବାର ଆଶଙ୍କା ଅଧିକ ରହିଥାଏ । ବିଶେଷକରି ଥଣ୍ଡା, କାଶ, ମୁଣ୍ଡ ବିନ୍ଧା, ଶରୀର ଯନ୍ତ୍ରଣା ଆଦି ସମସ୍ୟା ଦେଖାଯାଇଥାଏ । ଏହି ସମୟରେ ଥଣ୍ଡା ଜ୍ୱର ସହ କାଶ ହେଲେ,…
ଧୂମପାନରୁ ପିଲାଙ୍କୁ ଦୂରେଇବାର ଉପାୟ
ଭୁବନେଶ୍ୱର: ଅଗଷ୍ଟ ୧୭: ଧୂମପାନ ଏକ ଖରାପ ଅଭ୍ୟାସ । ଏହା ସବୁ ବୟସର ବ୍ୟକ୍ତିଙ୍କ ପାଇଁ କ୍ଷତିକାରକ । ଏହା ପିଲାମାନଙ୍କ ପାଇଁ ତ ବିଶେଷ କ୍ଷତିକାରକ । କମ୍ ବୟସରୁ ଅନେକ ପିଲା ଏହାକୁ ଏକ ମସ୍ତି ଓ ମଜା ଭାବେ ଆରମ୍ଭ…