Browsing Category

ଜୀବନଚର୍ଯ୍ୟା

ଫିସ୍‌ ଟିକା ମସଲା

ସାମଗ୍ରୀ ୨୫୦ ଗ୍ରାମ ମାଛ, ଏକ ଚାମଚ ଧନିଆ ପାଉଡର, ଏକ କପ୍‌ ଦହି, ଏକ ଚାମଚ ଅଦା ରସୁଣ ପେଷ୍ଟ, ଏକ ଚାମଚ ଲଙ୍କାଗୁଣ୍ଡ, ଏକ ଚାମଚ ଗରମ ମସଲା, ଅଧା ଚାମଚ ସୋରିଷ ଗୁଣ୍ଡ ପ୍ରଣାଳୀ : ଗୋଟିଏ ଜାଗାରେ ଦହି, ଅଧା ରସୁଣ…

ଦୀପାବଳି ଟ୍ରେଣ୍ଡିଂ ଆଉଟ୍‌ଫିଟ୍‌

ଆଲୋକର ପର୍ବ ଦୀପାବଳିରେ କେବଳ ଘରକୁ ସଜାନ୍ତୁ ନାହିଁ ଆପଣ ମଧ୍ୟ ନିଜେ ସଜେଇ ହୁଅନ୍ତୁ । ଏହି ଫେଷ୍ଟିଭ୍‌ ସିଜିନ୍‌ରେ ଆକର୍ଷଣୀୟ ଲୁକ୍‌ ପାଇବାକୁ ଚାହୁଁଥିଲେ ପାରମ୍ପରିକ ପୋଷାକକୁ ଭିନ୍ନ ଷ୍ଟାଇଲରେ ପିନ୍ଧନ୍ତୁ । ଏଥିନିକ୍‌…

ମନଜାଣି ଦିଅନ୍ତୁ ଦୀପାବଳି ଉପହାର

ଦୀପାବଳି ଆସିଲେ ଆରମ୍ଭ ହୋଇଥାଏ ଉପହାର ଦେବାର ପ୍ରଥା । ସମସ୍ତେ ନିଜନିଜର ପ୍ରିୟଜନଙ୍କ ପାଇଁ କିଛି ମନ ପସନ୍ଦର ଉପହାର କିଣିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଥାଆନ୍ତି । ତେବେ ଏହି ସମୟରେ କଣ ଉପହାର ଦେବେ ସେନେଇ କେତେଜଣ…

ପାର୍ବଣରେ ପ୍ରସ୍ତୁତ କରନ୍ତୁ ଚକୋଲେଟ୍‌ ଗୁଜୁରାତି ପେଡା

ସାମଗ୍ରୀ - ୩୦୦ ଗ୍ରାମ ମ୍ୟାରି ବିସ୍କୁଟ୍‌, ୧୫୦ ଗ୍ରାମ କଣ୍ଡେନ୍ସଡ୍‌ ମିá, ୧୫୦ ଗ୍ରାମ ଚକୋଲେଟ୍‌ ଫ୍ଲେଭର ସିରପ, ଏକ ଚାମଚ ଗୁଜୁରାତି ଗୁଣ୍ଡ, ୫୦ଗ୍ରାମ କୋରା ନଡିଆ, ୧୦ ଗ୍ରାମ କଟା ପିସ୍ତାଚିଓ ବା ପେସ୍ତାବାଦାମ ।…

‘ଧନ୍‌ତେରସ’ର ମହତ୍ୱ

ପ୍ରତି ହିନ୍ଦୁ ପରିବାରରେ ସକାଳ ଓ ସଂଧ୍ୟାରେ ଦୀପ ଲଗାଯାଏ । ଏହା ଭଗବାନଙ୍କ ଠାରେ ଆତ୍ମ ସମର୍ପଣର ପ୍ରତୀକ । ସଳିତାକୁ ଆତ୍ମାର ପ୍ରତୀକଭାବେ ବର୍ଣ୍ଣନା କରାଯାଇଛି । ତେଣୁ ପରମାତ୍ମାଙ୍କ ସହ ମିଳନ ପାଇଁ ଆମକୁ ଏ ମଳିନତା…

ପର୍ବପର୍ବାଣୀରେ ରୁହନ୍ତୁ ସ୍ୱାସ୍ଥ୍ୟକର

ପର୍ବପର୍ବାଣୀ ଆସିଲେ ଭଲଭଲ ଖାଦ୍ୟ ଖାଇବାର ଇଚ୍ଛା ବଢିଯାଇଥାଏ । ତେବେ ଏହି ସମୟରେ କେତେ ଜଣ ନିଜ ସ୍ୱାସ୍ଥ୍ୟ କାରଣରୁ ଭଲ ଖାଇବାକୁ ପଛାଇଥାଆନ୍ତି । ହେଲେ ତାଙ୍କ ପାଇଁ ନିଜକୁ ରୋକିବା କଷ୍ଟକର ହୋଇପଡେ । ତେବେ ଏଭଳି କିଛି…

ଦୀପାବଳିରେ ବନାନ୍ତୁ ହରିୟାଣାର ପାରମ୍ପରିକ ମିଠା ‘ଡୋଡା ବରଫି’

ସାମଗ୍ରୀ : ୨କପ୍‌ ପନିର୍‌, ୨କପ୍‌ ଖୁଆ , ଅଧା କପ୍‌ କ୍ଷୀର, ଦେଢ କପ ଚିନି, ଅଧାକପ୍‌ ମିá ପାଉଡର, ଅଧା ଚାମଚ ବେକିଙ୍ଗ ପାଉଡର, ଦୁଇ ଚାମଚ ଘିଅ, ଦୁଇ ଚାମଚ କୋକୋ ପାଉଡର, ଏକ ଚାମଚ ପେସ୍ତା, ଏକ ଚାମଚ କାଜୁ । ପ୍ରଣାଳୀ…

କୋହ୍ଲାପୁରୀ ଚପଲ ଫ୍ୟାଶନ

ଟ୍ରାଡିସନାଲ ହେଉ କିମ୍ବା େୱଷ୍ଟର୍ନ ଆଉଟଫିଟ୍‌, ସବୁକୁ ଭଲ ମାନିଥାଏ କୋହ୍ଲାପୁରୀ ଚପଲ । ବଲିଉଡ୍‌ ଅଭିନେତ୍ରୀ ମଧ୍ୟ କେବେ କେବେ କୋହ୍ଲାପୁରୀ ଚପଲ ପିନ୍ଧିଥିବା ସ୍ପଟ୍‌ କରାଯାଉଛି । ଏହି ଚପଲ ସର୍ବଦା ଟ୍ରେଣ୍ଡ୍‌ରେ…

ଆଳୁ ଗାଜର ସାଲାଡ୍‌

ସାମଗ୍ରୀ : ୨ଟି ଆଳୁ, ଗୋଟିଏ ଗାଜର, ୫ରୁ ୬ ଚେରି ଟମାଟର୍‌, ଏକ ଚାମଚ କ୍ରିମ୍‌, ଅଧା ଚାମଚ ଲଙ୍କା ଗୁଣ୍ଡ, ଅଳ୍ପ କିଛି ଅରିଗାନୋ, ପ୍ରଣାଳୀ : ପ୍ରଥମେ ଆଳୁକୁ ଚୋପା ସହିତ ସିଝାଇ ନିଅନ୍ତୁ । ପ୍ୟାନ୍‌ରେ ତେଲ ଗରମ କରି…

କେଶକୁ ଦିଅନ୍ତୁ ନୂଆ ଲୁକ୍‌

ବର୍ତ୍ତମାନ ପାର୍ବଣ ସମୟରେ ସମସ୍ତେ ସୁନ୍ଦର ଦେଖାଯିବାକୁ ପ୍ରୟାସ କରୁଛନ୍ତି । ଜଣେ ମହିଳାର ସୌନ୍ଦର୍ଯ୍ୟରେ କେଶର ଭୂମିକା ଢେର ବେଶି । ତେବେ ଏହି ପାର୍ବଣରେ ଯଦି କେଶକୁ ଏକ ନୂଆ ଲୁକ ଦେବାକୁ ଚାହୁଁଛନ୍ତି, ତେବେ ଆପଣାନ୍ତୁ…