Browsing Category
Feature
ଚୀନରେ ଚାଲିଛି ଅସଲି ‘ ସ୍କ୍ୱିଡ୍ ଗେମ୍’
ସାଉଥ୍ କୋରିଆନ୍ ସିରିଜ୍ ‘ ସ୍କ୍ୱିଡ୍ ଗେମ’ ଏବେ ସମଗ୍ର ଦୁନିଆରେ ଲୋକପ୍ରିୟ ସିରିଜ୍ ପାଲଟିଛି । ନେଟ୍ଫ୍ଲିକ୍ସରେ ରିଲିଜ୍ ସ୍କ୍ୱିଡ୍ ଗେମ୍ ଗତ କିଛି ଦିନ ଧରି ଟ୍ରେଣ୍ଡ୍ରେ ରହିଛି । ତେବେ ଏହି ସିରିଜ୍ରେ ୬ଟି…
ପଶୁଙ୍କ ଶରୀରରେ ସୂକ୍ଷ୍ମ ପ୍ଲାଷ୍ଟିକ୍ କଣିକା
ଆଜିକାଲି ପ୍ଲାଷ୍ଟିକ୍ ସମସ୍ତଙ୍କ ପାଇଁ ଏକ ଗୁରୁତର ସମସ୍ୟା ଭାବେ ଉଭା ହୋଇଛି । ପ୍ଲାଷ୍ଟିକ୍କୁ ନେଇ ସବୁଦିନ କିଛି ନା କିଛି ତଥ୍ୟ ସାମନାକୁ ଆସୁଛି । ସେହିଭଳି ଏକ ତଥ୍ୟ ବର୍ତ୍ତମାନ ଜଣାପଡିଛି, ଯାହା ବେଶ୍ ଗୁରୁତର ।…
ସାଧାରଣ ଜୀବନକୁ ଫେରିଲେ ମୋଗଲୀ
ଆଫ୍ରିକା: ଆଫ୍ରିକୀୟ ଦେଶ ରୱାଣ୍ଡାର ଜଞ୍ଜିମନ ଏଲି ନାମକ ଜଣେ ଯୁବକଙ୍କ କାହାଣୀ ଏବେ ସାରା ବିଶ୍ୱରେ ଚର୍ଚ୍ଚାରେ ରହିଛି । ଜଞ୍ଜିମନ ରିୟଲ ଲାଇଫ୍ ମୋଗଲୀ ନାମରେ ପରିଚିତ । ପିଲାଟିବେଳୁ ସେ ମନୁଷ୍ୟଙ୍କ ପାଖରେ ରହିବା ବଦଳରେ…
ଷ୍ଟିଲ୍ ଛୁରୀଠାରୁ ଧାରୁଆ କାଠ ଛୁରୀ
ଆମେରିକା: ଲୁହା ଛୁରୀ, ପିତ୍ତଳ ଛୁରୀ ଓ ଷ୍ଟିଲ୍ ଛୁରୀର ଧାରୁଆ ଧାର ବିଷୟରେ ଜାଣିଥିବେ । ହେଲେ ଧାରୁଆ କାଠ ଛୁରୀ ବିଷୟରେ କେବେ ଶୁଣିଛନ୍ତି । ବୈଜ୍ଞାନିକମାନେ କାଠରୁ ଏକ ଧାରୁଆ ଛୁରୀ ତିଆରି କରିଛନ୍ତି, ଯାହା ଷ୍ଟିଲ୍…
ବିଶ୍ୱର ଛୋଟ ୟୁଟୁ୍ୟବର୍
ଆମେରିକା: ଏକ ବର୍ଷର ଶିଶୁ ସାଧାରଣତଃ ଶୋଇବା, ଖାଇବା ଓ ଖେଳିବା ଛଡା ଅନ୍ୟ କିଛି କାର୍ଯ୍ୟ କରିନଥାଏ । ହେଲେ ବର୍ତ୍ତମାନ ସମୟ ବଦଳିବାରେ ଲାଗିଛି । ଆଜିର ଶିଶୁମାନେ ଢେର ଆଗକୁ ଯାଉଛନ୍ତି । ଆଜିକାଲି ଏକ ବର୍ଷରେ ଶିଶୁମାନେ…
ବିଶ୍ୱର ଲମ୍ବା ମହିଳା ବଡି ବିଲ୍ଡର
ନେଦରଲାଣ୍ଡର : ନେଦରଲାଣ୍ଡର ଜଣେ ଆଥଲେଟ୍ ଦୁନିଆର ସବୁଠୁ ଲମ୍ବା ମହିଳା ବଡି ବିଲ୍ଡର ହେବାର ରେକର୍ଡ ନିଜ ନାମରେ କରିଛନ୍ତି । ମହିଳାଙ୍କ ନାମ ହେଉଛି ମାରିଆ ଭେଟେଲ । ତାଙ୍କର ଉଚ୍ଚତା ୫ ଫୁଟ ଏବଂ ୧୧.୯୨ ଇଞ୍ଚ । ମାରିଆଙ୍କ…
୭୦ ବର୍ଷରେ ମାତୃତ୍ୱ
ଗୁଜରାଟ: ମାତୃତ୍ୱ ଜଣେ ନାରୀର ଜୀବନରେ ବେଶ୍ ଆନନ୍ଦ ଭରିଦେଇଥାଏ । ସମସ୍ତ ନାରୀଙ୍କର ଇଚ୍ଛା ଥାଏ ମା ହେବାକୁ, ହେଲେ କେତେକଙ୍କ କ୍ଷେତ୍ରରେ କୌଣସି କାରଣରୁ ଏହା ସମ୍ଭବ ହୋଇପାରିନଥାଏ । ଏହି ଦୁଃଖ ସେମାନଙ୍କୁ ଖୁବ୍ ବ୍ୟଥିତ…
ଫଳବର୍ଜ୍ୟରୁ ବ୍ୟାଣ୍ଡେଜ୍
ସିଙ୍ଗାପୁର: ସିଙ୍ଗାପୁରର ବୈଜ୍ଞାନିକମାନେ ଫଳ ବର୍ଜ୍ୟରୁ ଆଣ୍ଟିବ୍ୟାକେଫରିଆଲ୍ ବ୍ୟାଣ୍ଡେଜ୍ ପ୍ରସ୍ତୁତ କରିଛନ୍ତି । ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ, ଏହା ଫଳର ଅପଚୟକୁ ରୋକିବ ଏବଂ ଶୀଘ୍ର କ୍ଷତ ଭଲ କରିବାରେ ସାହାଯ୍ୟ…
କର୍ଣ୍ଣାଟକର ଭାସମାନ ଚର୍ଚ୍ଚ
କର୍ଣ୍ଣାଟକ: ଭାରତରେ ଏଭଳି ଅନେକ ସ୍ଥାନ ଅଛି ଯାହାର ରହସ୍ୟ ବୈଜ୍ଞାନିକମାନେ ମଧ୍ୟ ଉନ୍ମୋଚନ କରିପାରିନାହାନ୍ତି । ଏହି ରହସ୍ୟମୟୀ ସ୍ଥାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ । ଏହାର ରହସ୍ୟକୁ ନେଇ ମଧ୍ୟ ଅନେକ ଲୋକକଥା ପ୍ରଚଳିତ…
ମିଳିଲା ୯୦୦ ବର୍ଷ ପୁରୁଣା ଧର୍ମଯୁଦ୍ଧର ଖଣ୍ଡା
ଇସ୍ରାଏଲ: ଅକ୍ଟୋବର ୨୦: ଇସ୍ରାଏଲର ସମୁଦ୍ର ଭିତରୁ ଏକ ୯୦୦ ବର୍ଷ ପୁରୁଣା ଖଣ୍ଡା ମିଳିଛି । ଏହି ଖଣ୍ଡାଟିକୁ ଇସ୍ରାଏଲର ଜଣେ ବୁଡ଼ାଳି ଆବିଷ୍କାର କରିଛନ୍ତି । ଏକ ରିପୋର୍ଟରେ କୁହାଯାଇଛି ଯେ, ଏହି ଐତିହାସିକ ଖଣ୍ଡା…