Browsing Category
ମନୋରଞ୍ଜନ
ବଲିଉଡ୍ରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଁ ରସିକା ମନୋନୀତ
ଦିଲ୍ଲୀ: ଅଗଷ୍ଟ ୭: ମେଲବର୍ଣ୍ଣଠାରେ ଅନୁଷ୍ଠିତ ହେବାକୁ ଥିବା ଭାରତୀୟ ଚଳଚ୍ଚିତ୍ର ଉତ୍ସବରେ ଶ୍ରେଷ୍ଠ ଅଭିନେତ୍ରୀ ପାଇଁ ଅଭିନେତ୍ରୀ ରସିକା ଦୁଗଲ ମନୋନୀତ ହୋଇଛନ୍ତି । ଦୁଇଟି େୱବ ସିରିଜ ‘ମିର୍ଜାପୁର’ ଓ ‘ଲୁଟ୍କେସ’ରେ…
ଅମିତାଭଙ୍କ ଘର ଓ ତିନୋଟି ରେଲେୱ ଷ୍ଟେସନ ବମ୍ରେ ଉଡ଼ାଇବାକୁ ଧମକ
ଦିଲ୍ଲୀ: ଅଗଷ୍ଟ ୭: ବଲିଉଡର ବିଗ୍ବି ଅମିତାଭ ବଚ୍ଚନଙ୍କ ଘର ଓ ତିନୋଟି ରେଲେୱ ଷ୍ଟେସନକୁ ବମ୍ରେ ଉଡ଼ାଇ ଦେବାକୁ ଧମକ ମୁମ୍ବାଇ ପୋଲିସକୁ ମଳିଛି । ଏଥିରେ ବଚ୍ଚନଙ୍କ ପୁରା ପରିବାର ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ସେଠାରେ…
ବିଗ୍ବସ୍କୁ ଆସିବେ ଅକ୍ଷରା
ଦିଲ୍ଲୀ: ଅଗଷ୍ଟ ୬: ପୁଣିଥରେ ପରଦାକୁ ଆସିବ ବିଗ୍ବସ୍ । ଚଳିତଥର ବିଗ୍ବସ୍କୁ ଓଟିଟିରେ ରିଲିଜ୍ କରିବାକୁ ଆୟୋଜକ ଯୋଜନା କରିଛନ୍ତି । ଟିଭିର କିଛି ସମୟ ପୂର୍ବରୁ ଓଟିଟି ପ୍ଲାଟଫର୍ମରେ ପ୍ରସାରଣ କରାଯିବ । ତେବେ ଏଥରର…
ନିଜର ପ୍ରଥମ ଚିତ୍ର ବିକ୍ରି କଲେ ସୋନାକ୍ଷୀ
ଦିଲ୍ଲୀ : ଅଗଷ୍ଟ ୬: ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ବର୍ତ୍ତମାନ ଅଭିନୟ ଅପେକ୍ଷା ଚିତ୍ରକଳା ପ୍ରତି ବେଶୀ ଆକର୍ଷିକ ହେଉଛନ୍ତି । ସେ ନିକଟରେ ନିଜର ଏକ ପ୍ରସ୍ତୁତ ଚିତ୍ର ବିକ୍ରି କରିଛନ୍ତି । ଆକ୍ରାଲିକ୍ ରଙ୍ଗରେ ପ୍ରସ୍ତୁତ…
ମେଲବର୍ଣ୍ଣଠାରେ ହେବ ଇଣ୍ଟିଆନ୍ ଫିଲ୍ମ ଫେଷ୍ଟିଭାଲ୍
ଭୁବନେଶ୍ୱର: ଅଗଷ୍ଟ ୫: ମେଲବର୍ଣ୍ଣଠାରେ ଭାରତୀୟ ଚଳଚ୍ଚିତ୍ର ଉତ୍ସବ (ଆଇଏଫ୍ଏଫ୍ଏମ୍) ୨୦୨୧ ପାଳନ ହେବ । ଉତ୍ସବରେ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ଅଭିନେତ୍ରୀ ବିଦ୍ୟାବଲାନ୍ଙ୍କ ଅଭିନିତ ଫିଲ୍ମ ‘ସେରନୀ’, ଅନୁରାଗ ବାସୁଙ୍କ…
ହନି ସିଂହଙ୍କ ଉପରେ ଘରୋଇ ହିଂସା ଅଭିଯୋଗ ଆଣିଲେ ପତ୍ନୀ
ଦିଲ୍ଲୀ: ଅଗଷ୍ଟ୪: ବଲିଉଡ ଲୋକପ୍ରିୟ ଗାୟକ ତଥା ରାପର୍ ୟୋ ୟୋ ହନି ସିଂହଙ୍କ ଉପରେ ଘରୋଇ ହିଂସା ଅଭିଯୋଗ ଆଣିଛନ୍ତି ପତ୍ନୀ ଶାଲିନୀ ତଲୱାର । ଶାଲିନୀଙ୍କ ପକ୍ଷରୁ ଓକିଲ ସନ୍ଦୀପ କପୁର, ଅପୂର୍ବା ପାଣ୍ଡେ ଏବଂ ଜି ଜି କଶ୍ୟପ…
ସ୍ୱତନ୍ତ୍ର ଅଲମ୍ପିକ୍ସ ଭାରତର ବ୍ରାଣ୍ଡ ଆମ୍ବାସଡର ହେଲେ ସୋନୁ
ଦିଲ୍ଲୀ: ଅଗଷ୍ଟ ୨: ବଲିଉଡ୍ ତଥା ଟଲିଉଡ୍ ଅଭିନେତା ସୋନୁ ସୂଦ୍ଙ୍କୁ ସ୍ୱତନ୍ତ୍ର ଅଲମ୍ପିକ୍ସ ଭାରତର ବ୍ରାଣ୍ଡ ଆମ୍ବାସଡର କରାଯାଇଛି । ଏହି ଅବସରେ ଅଭିନେତା ସୋନୁ ଏକ ଭର୍ଚୁଆଲ୍ ଇଭେଣ୍ଟ ମାଧ୍ୟମରେ ୫୦୦ ଆଥ୍ଲେଟ୍ସଙ୍କ…
ଯୋଦ୍ଧା ରାଜକୁମାରୀ ଭୂମିକାରେ ଦ୍ରଷ୍ଟି ଧାମି
ଦିଲ୍ଲୀ: ଜୁଲାଇ ୩୦: ଏକ ଥା ରାଜା ଏକ ଥା ରାନୀ, ମଧୁବାଲା ଆଦି ଟେଲିଭିଜନ୍ ଧାରାବାହିକରେ ନିଜ ଚମତ୍କାର ଅଭିନୟରେ ଦର୍ଶକଙ୍କ ମନ ଜିଣିଥିବା ଅଭିନେତ୍ରୀ ଦ୍ରଷ୍ଟି ଧାମି ପ୍ରଥମ ଥର ପାଇଁ ଫିଲ୍ମରେ ଦେଖାଦେବେ । ଫିଲ୍ମର ନାମ-…
ରାଜ କୁନ୍ଦ୍ରାଙ୍କ ଫିଲ୍ମରେ ଓଡ଼ିଆ ଅଭିନେତା
ଭୁବନେଶ୍ୱର: ଜୁଲାଇ ୨୭: ଅଶ୍ଳୀଳ ଫିଲ୍ମ ପ୍ରସ୍ତୁତ କରିବା ଅଭିଯୋଗରେ ରାଜ କୁନ୍ଦ୍ରା ଗିରଫ ହେବାପରେ, ଏହି କେସ୍ରେ ଏବେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । କୁନ୍ଦ୍ରାଙ୍କ ପ୍ରଡସକ୍ସନ ହାଉସ୍ ଏବଂ ଫିଲ୍ମରେ କାମ କରୁଥିବା…
ଅଭିନୟ କରିବେ ଗୁରୁ ରନ୍ଧାବର
ଭୁବନେଶ୍ୱର : ଜୁଲାଇ ୨୬: ନାଚ୍ ମେରୀ ରାନୀ, ବେବି ଗାର୍ଲ, ଲାହୋର, ପଟୋଲା ଆଦି ଲୋକପ୍ରିୟ ଗୀତ ଗାଇ ସଙ୍ଗୀତପ୍ରେମୀଙ୍କ ମନ ଜିଣିଥିବା ପଞ୍ଜାବୀ ଗାୟକ ଗୁରୁ ରନ୍ଧାବର ଏବେ ଅଭିନୟ କରିବା ପାଇଁ ମନ ବଳାଇଛନ୍ତି । ସେ ପ୍ରଥମଥର…