Browsing Category
ମନୋରଞ୍ଜନ
୨୦୦ କୋଟି କ୍ଲବ୍ରେ ‘ତାନାଜୀ’
ମୁମ୍ବାଇ: ଅଜୟ ଦେବଗନ୍ଙ୍କ ଚର୍ଚ୍ଚିତ ଫିଲ୍ମ 'ତାନାଜୀ: ଦ ଅନ୍ସଙ୍ଗ ୱାରିୟର୍' ବକ୍ସ ଅଫିସ୍ରେ ଲଗାତାର୍ ଧମାକାଦାର୍ ପ୍ରଦର୍ଶନ କରି ୨୦୦ କୋଟି କ୍ଲବରେ ସାମିଲ୍ ହୋଇଛି। । ରିଲିଜ୍ ହେବାର ୧୫ ଦିନରେ ୨୦୦ କୋଟି…
ହିରାନୀଙ୍କ ଫିଲ୍ମରେ ନଜର ଆସିବେ ଶାହରୁଖ-କରୀନା
ସମୟ ଲାଇଭ୍,୨୧/୧: ଦର୍ଶକଙ୍କ ପସନ୍ଦର ଅଭିନେତା ଅଭିନେତ୍ରୀଙ୍କ ମଧ୍ୟରେ ପ୍ରଥମେ କିଙ୍ଗ ଖାନ୍ ଶାହରୁଖ ଖାନ୍ ଓ ଅଭିନେତ୍ରୀ କରୀନାଙ୍କ ନାମ ଆସିଥାଏ। ୨୦୧୮ରେ ଶେଷଥର ପାଇଁ ଉଭୟଙ୍କୁ ଏକାଠି ଦେଖିବାକୁ ପାଇଥିଲେ ଦର୍ଶକ।…
୨୦୨୦ରେ ଇଏ ହେବ ଚର୍ଚ୍ଚିତ ବିବାହ
ସମୟ ଲାଇଭ,୨୦/୧: ବର୍ଷ ୨୦୨୦ ଆରମ୍ଭ ହେବା ସହ ଆରମ୍ଭ ହୋଇଯାଇଛି ବିବାହର ଋତୁା ତେବେ ଏହି ବର୍ଷ ହାତକୁ ଦି ହାତ ହେବାକୁ ଯାଉଛନ୍ତି ଓଲିଉଡ଼ ସହ ଜଡ଼ିତ ଅନେକ ଚର୍ଚ୍ଚିତ ଚେହେରା।
ବରିଷ୍ଠ ଅଭିନେତା ମିହିର ଦାସଙ୍କ ପୁଅ…
୪୬ ବର୍ଷରେ ହ୍ରିତିକ୍
ସମୟ ଲାଇଭ୍,୧୦/୧: ବଲିଉଡ଼ର ଆଗଧାଡ଼ିର ନାୟକ ହ୍ରିତିକ୍ ରୋଶନ୍ ୪୬ ବର୍ଷ ବୟସରେ ପାଦ ଦେଇଛନ୍ତି। ଏ ଅବସରରେ ସିନେଜଗତରୁ ଆରମ୍ଭ କରି ଫ୍ୟାନମାନଙ୍କ ଠାରୁ ଶୁଭେଚ୍ଛାରେ ସୁଅ ଛୁଟିବାରେ ଲାଗିଛି। ତେବେ ନିଜର ଡ଼୍ୟାନ୍ସ ଓ…
ଫ୍ରାଇଡେ ଫିଲ୍ମ : ଦେବଗନଙ୍କ ‘ତାନାଜୀ’ Vrs ପାଦୁକୋନଙ୍କ ‘ଛପାକ’
ମୁମ୍ବାଇ: ଶୁକ୍ରବାର ରିଲିଜ ହେବାକୁ ଯାଉଛି ବଲିଉଡର ୨ଟି ବଡ଼ ଫିଲ୍ମ । ୨ଟି ଯାକ ଫିଲ୍ମ ସତ୍ୟ ଘଟଣା ଉପରେ ଆଧାରିତ ହୋଇଥିବାରୁ ଆସନ୍ତାକାଲିର ଫିଲ୍ମ ଫ୍ରାଇଡେ ପାଇଁ ଦର୍ଶକ ବେଶ ଉତ୍ସାହିତ ଅଛନ୍ତି । ଗୋଟିଏ ଦୀପିକା…
ଜେଏନୟୁ କ୍ୟାମ୍ପସରେ ପ୍ରିୟଙ୍କା: ସୋସିଆଲ ମିଡିଆରେ ଚର୍ଚ୍ଚା
ଦିଲ୍ଲୀ,୮/୧: ଦିଲ୍ଲୀର ଜବାହାରଲାଲ ନେହରୁ ୟୁନିଭରର୍ସିଟିରେ ହିଂସା ପରେ ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ କ୍ୟାମ୍ପସରେ ପହଞ୍ଚି ହଇଚଇ ସୃଷ୍ଟି କରିଛନ୍ତି। ହିଂସା ବିରୋଧର ପ୍ରଦର୍ଶନକାରୀ ଛାତ୍ରଙ୍କୁ ଦୀପିକାଙ୍କ…
ବର୍ଥ ଡ଼େ ଗାର୍ଲ ବିଦ୍ୟାଙ୍କ ଡ଼ବଲ ଖୁସି
ସମୟ ଲାଇଭ୍,୧/୧: ବଲିଉଡ଼ ଅଭିନେତ୍ରୀ ବିଦ୍ୟାବାଲାନଙ୍କ ପାଇଁ ଡ଼ବଲ ଖୁସିର ଦିନ। ଗୋଟିଏ ପଟେ ଆଜି ନୂଆ ବର୍ଷର ଉତ୍ସବ ହୋଇଥିବାବେଳେ ସେ ଆଜି ତାଙ୍କର ଜନ୍ମ ଦିନ ଉତ୍ସବ ମଧ୍ୟ ପାଳନ କରୁଛନ୍ତି। ୧୯୭୯ରେ ଜାନୁଆରୀ ୧…
ସିମ୍ବା, ସିଂଘମ, ସୂର୍ଯ୍ୟବଂଶୀ ଏକାଠି
ସମୟ ଲାଇଭ୍,୩୦/୧୨: ଖିଲାଡ଼ି ଅକ୍ଷୟ କୁମାର ତାଙ୍କ ଫିଲ୍ମ ‘ଗୁଡ଼ ନ୍ୟୁଜ୍’ ପାଇଁ ଏବେ ବେଶ୍ ଚର୍ଚ୍ଚାରେ ଅଛନ୍ତି। ଏ ମଧ୍ୟରେ ସେ ତାଙ୍କର ଆଗାମୀ ଫିଲ୍ମ ସୂର୍ଯ୍ୟବଂଶୀର ରିଲିଜ୍ ତାରିଖ ଘୋଷଣା କରିଦେଇଛନ୍ତି। ନିଆରା…
ଜନ୍ମଦିନରେ ଭାଇଜାନଙ୍କୁ ଅର୍ପିତା ଦେବାକୁ ଚାହୁଁଛନ୍ତି ଏହି ଖାସ୍ ଗିଫ୍ଟ
ସମୟ ଲାଇଭ୍, ୨୭/୧୨: ୫୪ ବର୍ଷ ବୟସରେ ପାଦ ଦେଇଛନ୍ତି ଦବଙ୍ଗ ହିରୋ ସଲମାନ ଖାନ। ଭଉଣୀ ଅର୍ପିତା ଓ ଭଣଜା ଆହିଲଙ୍କ ସହ ମିଶି ଜନ୍ମଦିନ ପାଳନ କରିଛନ୍ତି ଭାଇଜାନ। ଏକ ଷ୍ଟ୍ରବେରୀ ସଜା ଏକ ୪ ଥାକିଆ କେକ୍ କାଟି ଜନ୍ମଦିନ…
୩୮ ବର୍ଷରେ ପାଦ ଦେଲେ ‘ମେଣ୍ଟାଲ ଟୋକା’
ସମୟ ଲାଇଭ୍,୨୪/୧୨: ଏକାଧାରାରେ ଅଭିନେତା, ଚଳଚ୍ଚିତ୍ର ପ୍ରଯୋଜକ, ରାଜନେତା ଅନୁଭବ ମହାନ୍ତି ୩୮ ବର୍ଷ ବୟସରେ ପାଦ ଦେଇଛନ୍ତି। ଓଡ଼ିଆ ଆଲବମ୍ ମାଧ୍ୟମରେ ଅଭିନୟ ଅଭିନୟ ଜଗତରେ ପାଦ ରଖିଥିବା ଅନୁଭବ ୧୯୮୧ ମସିହା, ଡ଼ିସେମ୍ବର…