Browsing Category
ମନୋରଞ୍ଜନ
ଦୁଇ ଭଉଣୀ ଏକାଠି କାମ କରିବେ
ଦିଲ୍ଲୀ: ଜୁଲାଇ ୨୪: ଅଭିନେତ୍ରୀ କରିସ୍ମା କପୁର ଓ କରୀନା କପୁର ଖାନ୍ଙ୍କ ପ୍ରଶଂସକଙ୍କ ପାଇଁ ଆସିଛି ଗୁଡ୍ ନୁ୍ୟଜ୍ । ଖୁବଶୀଘ୍ର ଉଭୟ ଭଉଣୀ ଫିଲ୍ମରେ ଏକାଠି ସ୍କ୍ରିନ୍ ସେୟାର କରିବାକୁ ଯାଉଛନ୍ତି । କେବଳ ସେତିକି ନୁହେଁ…
ବିଗ୍ବସ୍ ଓଟିଟି ରିଅଲିଟି ସୋ ହୋଷ୍ଟ୍ କରିବେ କରନ୍
ଦିଲ୍ଲୀ: ଜୁଲାଇ ୨୪: ହିନ୍ଦୀ ଟେଲିଭିଜନ୍ ଜଗତର ସବୁଠାରୁ ବଡ଼ ସୋ ବିଗ୍ବସ୍ ଏବେ ଓଟିଟି ପ୍ଲାଟ୍ଫର୍ମରେ ପ୍ରସାରିତ ହେବାକୁ ଯାଉଛି । ଏହାକୁ ନିର୍ଦ୍ଦେଶକ କରନ୍ ଜୋହର ହୋଷ୍ଟ୍ କରିବେ । ବିଗ୍ବସ୍ ଓଟିଟି ୬ ସପ୍ତାହ…
ନଦିଆକେ ପାର୍ ଅଭିନେତ୍ରୀଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ସୋନୁ
ଦିଲ୍ଲୀ: ଜୁଲାଇ ୨୩: ହସ୍ପିଟାଲ ଆସିୟୁରେ ଭର୍ତ୍ତିଥିବା ଅଭିନେତ୍ରୀ ସବିତା ବଜାଜ୍ଙ୍କୁ ସାହାଯ୍ୟ କରିଛନ୍ତି ଅଭିନେତା ସୋନୁ ସୁଦ୍ । ସବିତା ଭର୍ତ୍ତି ହୋଇଥିବା ହସ୍ପିଟାଲ୍କୁ ସୋନୁ ଅକ୍ସିଜେନ୍ ସିଲିଣ୍ଡର ପଠାଇଛନ୍ତି ।…
ମୋଷ୍ଟ୍ ହ୍ୟାଣ୍ଡସମ୍ ମ୍ୟାନ୍
ଦିଲ୍ଲୀ: ଜୁଲାଇ ୨୨: ସାଉଥ୍ ସୁପରଷ୍ଟାର ପ୍ରଭାସ କେବଳ ତାଙ୍କ ଆକଫି ପାଇଁ ନୁହେଁ ବରଂ ଗୁଡ୍ ଲୁକିଂ ପାଇଁ ମଧ୍ୟ ସେ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ଆକର୍ଷକ ଚେହେରାକୁ ଦୃଷ୍ଟିରେ ରଖି ପ୍ରଭାସ ଏସିଆର ସବୁଠୁ ସୁନ୍ଦର…
ତନ୍ଦୁର େୱବସିରିଜ ପରେ ନିଜକୁ ବଦଳାଇ ଥିଲେ
ଦିଲ୍ଲୀ: ଜୁଲାଇ ୨୨: ୱାନ୍ ନାଇଟ୍ ଷ୍ଟାଣ୍ଡ ଫିଲ୍ମରେ ନିଜ ଅଭିନୟର ନିପୂଣତା ଦେଖାଇ ଦର୍ଶକଙ୍କ ମନ ଜିଣିପାରିଥିବା ଅଭିନେତା ତନୁଜ ଭିର୍ୱାନୀ ନିଜ ଆଗାମୀ େୱବସିରିଜ ବିଷୟରେ ନିଆରା ଖବର ଦେଇଛନ୍ତି ।
ସେ କହିଛନ୍ତି,…
ଦୀପିକାଙ୍କ ଅଡିଓ ଫେଷ୍ଟିଭାଲ
ଦିଲ୍ଲୀ: ଜୁଲାଇ ୨୧: ଅଭିନେତ୍ରୀ ଦୀପିକା ପାଦୁକୋନ ନିଜ ସୋସିଆଲ ମିଡିଆ ପେଜ୍ରେ କେୟାର ପ୍ୟାକେଜ୍ ନାମକ ଏକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଲୋକପ୍ରିୟ ସୋସିଆଲ ନେଟୱାର୍କିଂ ଆପ୍ କ୍ଲବ୍ ହାଉସ୍ରେ ଏହା ଆୟୋଜିତ…
ବିଗ୍ ବିଙ୍କ କବିତା ପାଠ
ପରଦାରେ ବିଗ୍ ବିଙ୍କ କବିତା ଆବୃତ୍ତି
ଦୀର୍ଘ ୪୦ ବର୍ଷ ପରେ ବିଗ୍ ବି ଅମିତାଭ ବଚ୍ଚନଙ୍କୁ ପରଦାରେ କବିତା ପାଠ କରୁଥିବା ନଜର ଆସିବେ । ଏହାପୂର୍ବରୁ କଭି କଭି ଏବଂ ସିଲ୍ସିଲା ପରି ଫିଲ୍ମରେ ଅମିତାଭ ବଚ୍ଚନ ନିଜ ସ୍ୱରରେ…
ଅଭିନେତ୍ରୀ ଶିଳ୍ପାଙ୍କ ସ୍ୱାମୀ ଗିରଫ
ଦିଲ୍ଲୀ: ଜୁଲାଇ ୨୦: ସୋମବାର ରାତ୍ରିରେ ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚ ପୋଲିସ୍ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ଗିରଫ କରିଛନ୍ତି । ସେ ଅଶ୍ଳୀଳ ଫିଲ୍ମ ପ୍ରସ୍ତୁତ କରି, ସେସବୁକୁ କିଛି ଆପ୍…
ନୟନତାରାଙ୍କ ଡିଜିଟାଲ ଏଣ୍ଟ୍ରି
ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରୀର ପ୍ରସିଦ୍ଧ ନିର୍ଦ୍ଦେଶକ ଏସ୍ଏସ୍ ରାଜମୌଲୀଙ୍କ ବାହୁବଳି ସିରିଜ୍ ଭାରତୀୟ ସିନେମା ଇତିହାସରେ କ୍ରାନ୍ତିକାରୀ ବୋଲି ବିବେଚନା କରାଯାଉଛି, ଯାହାର ଯାଦୁ ଆଜି ବି ସିନେପ୍ରେମୀଙ୍କ ହୃଦୟରେ ରାଜ୍…
ନିର୍ଦ୍ଦେଶନା ଦେବେ ମନୀଷ
ଦେଶର ପ୍ରସିଦ୍ଧ ତଥା ଲୋକପ୍ରିୟ ଫ୍ୟାସନ ଡିଜାଇନର ମନୀଷ ମଲହୋତ୍ରା ଏବେ ଖୁବ୍ଶୀଘ୍ର ବଲିଉଡ୍ ଡେବୁ୍ୟ କରିବାକୁ ଯାଉଛନ୍ତି । ମନୀଷ ଅଭିନୟ ନୁହେଁ ବରଂ ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇବେ ବୋଲି ଜଣାପଡ଼ିଛି । ସେ ଏକ ମୁ୍ୟଜିକାଲ…