୪୬ ଲକ୍ଷ ଟଙ୍କାର ୨୩୪ଟି ସ୍ମାର୍ଟଫୋନ୍ ଆନ୍ଧ୍ର ବସ୍ ଅଗ୍ନିକାଣ୍ଡକୁ ଅଧିକ ଭୟଙ୍କର କରିଦେଲା
ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶରେ କର୍ଣ୍ଣୁଲ ବସ୍ ଅଗ୍ନିକାଣ୍ଡ ଘଟଣାର ତଦନ୍ତ ଜାରି ରହିଥିବା ବେଳେ, ଏକ ନୂତନ ଘଟଣା ସାମ୍ନାକୁ ଆସିଛି। ଶୁକ୍ରବାର ସକାଳେ ଦୁର୍ଘଟଣା ଘଟିଥିବା ସମୟରେ ବିସ୍ଫୋରଣ ହୋଇଥିବା ବସ୍ ଭିତରେ ୨୩୪ଟି…