୨୪ ଘଣ୍ଟାରେ ଦେଶରେ ୨୬, ୦୪୧ କରୋନା ସଂକ୍ରମିତ ଓ ୨୭୬ ମୃତ

ଦିଲ୍ଲୀ: ସେପ୍‌ଟେମ୍ବର ୨୭ : ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୬, ୦୪୧ ରହିଛି । ଆଜିର ନୂଆ ଚିହ୍ନଟଙ୍କୁ ମିଶାଇ ଏବେ ଦେଶରେ ମୋଟ୍‌ ୩କୋଟି ୩୬ ଲକ୍ଷ ୭୮ ହଜାର ୭୮୬ ଜଣ କରୋନାରେ ସଂକ୍ରମିତ…

କେଶକୁ ଦିଅନ୍ତୁ ପ୍ରାକୃତିକ ସୁରକ୍ଷା

ବିୟୁଟି ଏକ୍ସପର୍ଟ୍ସଙ୍କ ମତରେ କେଶର କ୍ୱାଲିଟି ପାଇଁ କଣ୍ଡିସନର ବହୁତ ଜରୁରୀ । ତେଣୁ ସାମ୍ପ କରିବା ପରେ ସମସ୍ତେ କେଶରେ କଣ୍ଡିସନର୍‌ ଲଗାନ୍ତି । ହେଲେ ଏହି ଦାମିକିଆ କଣ୍ଡିସନର୍ର ପ୍ରଭାବ ମାତ୍ର ଅଳ୍ପ ସମୟ ପାଇଁ ରହିଥାଏ ।…

ଆର୍ଯ୍ୟା ସିରିଜ୍‌ ପାଇପାରେ ‘ଏମି ଆୱାର୍ଡ’

ମୁମ୍ବାଇ: ଅଭିନେତ୍ରୀ ସୁଷ୍ମିତା ସେନ୍‌ ଗତବର୍ଷ କ୍ରାଇମ ଡ୍ରାମା ସିରିଜ୍‌ ‘ଆର୍ଯ୍ୟା’ ଜରିଆରେ ଦୀର୍ଘ ୧୦ ବର୍ଷ ପରେ ପରଦାକୁ ଫେରିଥିଲେ । କେତେକ ଅଭିନେତ୍ରୀ ବହୁ ସମୟ ପରେ ଆକଫିଂ ଦୁନିଆକୁ ପ୍ରତ୍ୟାବର୍ତ୍ତନ କରୁଥିଲେ ମଧ୍ୟ…

ଛେଳି ପାଇବ ଜାତୀୟ ମାନ୍ୟତା, ରୋଗ ପ୍ରତିରୋଧକ ଶକ୍ତି ଅଧିକ

କୋରାପୁଟ : କୋରାପୁଟ ଜିଲ୍ଲାର ନାରାୟଣପାଟଣା ବ୍ଲକ ଏକ ଆଦିବାସୀ ବହୁଳ ଅଞ୍ଚଳ । ଏହି ବ୍ଲକରେ ଲୋକେ ସାଧାରଣତଃ ଛେଳି ଓ ଅନ୍ୟ ଗୃହପାଳିତ ପଶୁ ପାଳନ କରିଥାନ୍ତି । ତେବେ ନାରାୟଣପାଟଣା ଛେଳି ଏହି ସ୍ଥାନରେ ଏକ ସ୍‌୍ୱତନ୍ତ୍ର…

ଅନ୍ତରୀକ୍ଷରେ ୱାର୍କଆଉଟ୍‌

ଆଜିକାଲି ଇଣ୍ଟରନେଟ୍‌ରେ ଜଣେ ମହାକାଶଚାରୀଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ଇଣ୍ଟରନ୍ୟାସନାଲ ସ୍ପେସ୍‌ ଷ୍ଟେଶନରେ ୱାର୍କଆଉଟ୍‌ କରୁଥିବା ନଜର ଆସୁଛନ୍ତି । ଏହି ଅନ୍ତରୀକ୍ଷଯାତ୍ରୀଙ୍କ ନାମ ହେଉଛି-ଥୋମାସ୍‌…

ଲଘୁଚାପ ଆଣିପାରେ ବନ୍ୟା, ହୀରାକୁଦରେ ୧୨ ଗେଟ୍‌ ଖୋଲା

ଭୁବନେଶ୍ୱର,ସେପ୍‌ଟେମ୍ବର ୨୪ : ହୀରାକୁଦ ଜଳଭଣ୍ଡାରରେ ଏବେ ପାଣି ବଢ଼ିଲାଣି । ସର୍ବାଧିକ ୬୩୦ଫୁଟ ଜଳ ଧାରଣ କ୍ଷମତା ଥିବାବେଳେ ଏହାର ୯୮%ରୁ ଅଧିକ ଏବେ ଭରିଗଲାଣି । ଏବେ ୬୨୯.୩୩ ଫୁଟରେ ଜଳ ସ୍ତର ଥିବାବେଳେ ଘଣ୍ଟାକୁ ଘଣ୍ଟା…

ଛାତ୍ରଛାତ୍ରୀ, ତିଆରି କଲେ ଇ-ବାଇକ୍‌ ଓ ରିକ୍ସା

ରାୟଗଡ଼ା,ସେପ୍‌ଟେମ୍ବର ୨୪ : ଚାର୍ଜ କଲେ ଚାଲିବ ବାଇକ୍‌ ଓ ରିକ୍ସା । ତାହା ପୁଣି ବିଦ୍ୟୁତ ଓ ସୋଲାର ଚାର୍ଜ ହୋଇପାରିବ । ଏଥିପାଇଁ ବାୟୁମଣ୍ଡଳ ଦୂଷିତ ହେବାର ନାହିଁ । ରାୟଗଡା ଉତ୍କଳ ଗୌରବ ମଧୁସୂଦନ ବୈଷୟିକ ଅନୁଷ୍ଠାନର…

କାଳବେଶାଖୀ ସମ୍ଭାବନା : ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ସେପ୍‌ଟେମ୍ବର ୨୪ : ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ଜିଲ୍ଲାରେ କାଳବେଶାଖୀ ସମ୍ଭାବନା ରହିଛି । ଏଥିପାଇଁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । କାଳବୈଶାଖୀ…

ବେଡ୍‌ରୁମ୍‌କୁ ରଖନ୍ତୁ ଷ୍ଟାଇଲିସ୍‌

ସର୍ବଦା ସମସ୍ତେ ନିଜ ବେଡ୍‌ ରୁମ୍‌କୁ ସଫା ସହ କିଭଳି ବଡ ଦେଖାଯିବ ସେ ନେଇ ଚେଷ୍ଟା କରନ୍ତି । ତେବେ ଏଥିପାଇଁ କିଛିଟା ନିୟମ ଅଛି, ଯାହାକୁ ଅନୁକରଣ କଲେ ଆପଣଙ୍କ ବେଡ୍‌ରୁମ ବଡ ଲାଗିବା ସହିତ ଷ୍ଟାଇଲିସ୍‌ ମଧ୍ୟ ଦେଖାଯିବ ।…

ସେନାକୁ ଅଧିକ ଶକ୍ତିଶାଳୀ କରାଇବ ‘ଅର୍ଜୁନ ଏମ୍‌କେ-୧’ କମାଣ

ଦିଲ୍ଲୀ: ସେପ୍‌ଟେମ୍ବର ୨୪ : ଭାରତୀୟ ସେନାର ଯୁଦ୍ଧ କ୍ଷମତାକୁ ବୃଦ୍ଧି କରିବା ପାଇଁ କେନ୍ଦ୍ର ରକ୍ଷାମନ୍ତ୍ରାଳୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ପ୍ରାୟ ୭, ୫୨୩ କୋଟି ଟଙ୍କା ବ୍ୟୟରେ କେନ୍ଦ୍ର ୧୧୮ଟି ‘ଅର୍ଜୁନ…