ମୋବାଇଲ ନେଲା ଶ୍ରମିକଙ୍କ ଜୀବନ

ସମୟଲାଇଭ,୧୧/୧୧: ଆପଣ ଦୈନନ୍ଦିନ ଜୀବନରେ ମୋବାଇଲ ବ୍ୟବହାର କରୁଥିବେ ତେବେ ଟିକିଏ ଅସାବଧାନତା କେତେ ଭୟଙ୍କର ହୋଇପାରେ ତାର ଜ୍ୱଳନ୍ତ ଉଦାହାଣ ଦେଖିବାକୁ ମିଳିଛି ମାରାଦ୍ୱିପ ଅଞ୍ଚଳରେ। ମୋବାଇଲା ହେଲା କାଳ । ମୋବାଇଲ ଫାଟି…

ପୂର୍ବତନ ମୁଖ୍ୟ ନିର୍ବାଚନ କମିସନର ଟି.ଏନ୍. ଶେଷାନଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ସମୟଲାଇଭ,୧୧/୧୧: ଭାରତୀୟ ନିର୍ବାଚନ ପ୍ରକ୍ରିୟାରେ ବ୍ୟାପକ ସଂସ୍କାର ଆଣିଥିବା ନିର୍ବାଚନ କମିସନର ଟିଏନ ଶେଷାନଙ୍କ ପରଲୋକ ଖବର ଦୁଃଖଦାୟକ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଟ୍ୱିଟର ଆକାଉଣ୍ଟରେ ଲେଖିଛନ୍ତି। ଭାରତର…

ବଜାରକୁ ଆସିଲା ରେଡମି ନୋଟ ୮ର ନୂଆ ସିରିଜ

ସମୟଲାଇଭ,୧୧/୧୧:ସାଓପି ସ୍ପେନରେ ରେଡମି ନୋଟ ୮ର ନୂଆ ସିରିଜ ଏବେ ବଜାର ପ୍ରବେଣ କରିଛି ଯାହାର ନା ରହିଛି ରେଡମି ନୋଟ ୮ ଟି। ଏହାର ବିଶେଷତ୍ତ୍ୱ ହେଉଛି ଏଥିରେ ଏନ୍‌ଏଫ୍‌ସି ଫିଚର୍ ରହିଛି। ଗତମାସରେ ଭାରତରେ ନୋଟ ୮ଲଞ୍ଚ୍‌…

ବୁଲବୁଲ ଗଲାପରେ ରାଜ୍ୟରେ ଆରମ୍ଭ ହୋଇଛି ଶୀତ ଲହଡ଼ି

ସମୟଲାଇଭ,୧୧/୧୧:ବାତ୍ୟା ବୁଲବୁଲ ଗଲାପରେ ରାଜ୍ୟରେ ଆରମ୍ଭ ହୋଇଛି ଶୀତ ଲହଡି। ତାପମାତ୍ରା ସମାନ୍ୟ ହ୍ରାସ ପାଇବା ସହ କିଛି ସ୍ଥାନରେ ଶୀତ ଅନୁଭୂତ ହୋଇଛି। କିଛି ଜାଗାରେ ପାରଦ ୨ରୁ ୩ ଡିଗ୍ରି ହ୍ରାସ ପାଇଛି। ରାଜ୍ୟର ୩ ସହରରେ…

ମହାରାଷ୍ଟ୍ରରେ ଶିବସେନା ସରକାର ପାଇଁ ଏନସିପିର ଗ୍ରନ୍‍ ସିଗନାଲ ଅପେକ୍ଷା ଏବେ କଂଗ୍ରେସକୁ

ସମୟଲାଇଭ,୧୧/୧୧:ମହାରାଷ୍ଟ୍ରରେ ସରକାର ଗଢିବା ନେଇ ଦୀର୍ଘଦିନ ଧରି ଲାଗିରହିଥିବା ଘଟଣାରେ ନୂଆ ମୋଡ ଆସିଛି। ବିଜେପି ଶିବସେନା ମଧ୍ୟରେ ମେଣ୍ଟ ଛିଡୁନଥିବା ବେଳେ ଆଜି ଏନସିପି ପକ୍ଷରୁ ଶିବସେନାକୁ ସପୋର୍ଟ ନେଇ ଗ୍ରିନ ସିଗନାଲ…

ମୁହାଁମୁହିଁ ଧକ୍କା ହେଲା ଦୁଇଟି ଟ୍ରେନ ଅନେକ ଯାତ୍ରୀ ଆହତ

ସମୟଲାଇଭ,୧୧/୧୧: ବିପରିତ ଦିଗରୁ ଆସୁଥିବା ଦୁଇଟି ଟ୍ରେନର ଧକ୍କା ହୋଇଛି। ଆଜି ତେଲେଙ୍ଗାନାର କଚେଗୁଡା ଷ୍ଟେସନଠରେ ଦୁଇଟି ଟ୍ରେନ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାଟି ଏମଏମଟିଏସ୍ ଏବଂ ଇଣ୍ଟରସିଟି ଏକ୍ସପ୍ରେସ…

ନାଗପୁର ଟି-୨୦ରେ ଚହରଙ୍କ ବିଶ୍ୱ କିର୍ତ୍ତୀମାନ, ଭାଙ୍ଗିଲେ ମେଣ୍ଡିସଙ୍କ ରେକର୍ଡ

ସମୟଲାଇଭ,୧୧/୧୧: ଭାରତ ବାଂଲାଦେଶ ମଧ୍ୟରେ ଚାଲିଥିବା ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚରେ ଭାରତ ଚିତାକର୍ଷକ ଜିତିବା ସହ ଅନେକ ରେକର୍ଡ ନିଜ ନାଁରେ କରିଛି। ତିନିମ୍ୟାଚ ବିଶିଷ୍ଟ ଏହୀ ସିରିଜ୍‍ କୁ ୨-୧ ରେ ବିଜୟ ହୋଇଛି…

ନଭେମ୍ବର ୧୩ ତାରିଖରୁ ଆରମ୍ଭ ହେଉଛି ଚଳିତ ବର୍ଷର ଶୀତ ଅଧିବେଶନ

ସମୟଲାଇଭ,୧୧/୧୧: ଆସନ୍ତା ନଭେମ୍ବର୧୩ରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା ଶୀତକାଳୀନ ଅଧିବେଶନ। ଡିସେମ୍ବର୧୯ତାରିଖ ଯାଏ ଚାଲିବ ଏହି ଅଧିବେଶନ ଅଧିବେଶନ ଆରମ୍ଭରୁ ବିରୋଧି ସରକାରଙ୍କୁ ରାଜ୍ୟର ବିଭିନ୍ନ ସମସ୍ୟାକୁ ନେଇ ଘେରିବା…

ଟୁଥ୍‍ପେଷ୍ଟରେ ଦାନ୍ତ ଘଷିବା ସହ ଏହି ସବୁ କାମ କରିପାରିବେ

ସମୟ ଲାଇଭ,୧୧/୧୧: ଟୁଥ୍‍ପେଷ୍ଟ ରେ ଦାନ୍ତ ଘଷିବା କଥା ସମସ୍ତେ ଜାଣନ୍ତି। ତେବେ ଆପଣ ଜାଣନ୍ତି କି ଏହି ଟୁଥ୍‍ପେଷ୍ଟ ଆମ ଦାନ୍ତ ସଫା କରିବା ସହ ଅନ୍ୟ କାମରେ ମଧ୍ୟ ସାହାଯ୍ୟ କରିଥାଏ। ଦୈନନ୍ଦିନ ଜୀବନରେ ଆପଣ ବି ଟୁଥ୍‍ପେଷ୍ଟ…