ଅତ୍ୟଧିକ ଡ଼େଙ୍ଗାବ୍ୟକ୍ତିଙ୍କୁ କ୍ୟାନସର୍‍ ଆଶଙ୍କା ଅଧିକ!

ସମୟ ଲାଇଭ୍‍,୧୨/୧୧: କ୍ୟାନସର ହେବାର ଅନେକ କାରଣ ରହିଛି। ତେବେ ଅତ୍ୟଧିକ ଡ଼େଙ୍ଗା ବ୍ୟକ୍ତିଙ୍କୁ କ୍ୟାନସର ହେବାର ଆଶଙ୍କା ବେଶି ରହିଥାଏ। ଏହି ବ୍ୟକ୍ତିଙ୍କୁ ପାନକ୍ରିୟାଜ୍‍,ଷ୍ଟୋମାକ୍‍ ଏବଂ ମାଉଥ୍‍ କ୍ୟାନ୍‍ସର୍‍ ହୋଇଥାଏ…

ତୈଳ ଓ ଗ୍ୟାସ କ୍ଷେତ୍ରରେ ୧୦୦ ବିଲିୟନ ବିନିଯୋଗ କରିବ ଭାରତ :କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସମୟ ଲାଇଭ,୧୨/୧୧:ଆସନ୍ତା ୨୦୨୪ ମସିହା ସୁଦ୍ଧା ଭାରତ ତୈଳ ଓ ଗ୍ୟାସ ବିିନିଯୋଗ କ୍ଷେତ୍ରରେ ୧୦୦ ବିଲିୟନ ବିନିଯୋଗ କରିବ ବୋଲି ୟୁଏଇ ଗସ୍ତରେ ଯାଇଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଏଥିସହ ଉର୍ଜ୍ଜା…

ବଢିଲା ବିଧାନସଭାର ସୁରକ୍ଷା

ସମୟ ଲାଇଭ,୧୨/୧୧:ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ଶୀତକାଳୀନ ଅଧିବେଶନ। ଚଳଚଞ୍ଚଳ ହେବ ରାଜଧାନୀ ଓ ବିଧାନସଭା ଉଠିବ ପଡିବ। ତେଣୁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରିବା ପାଇଁ ପୋଲିସ ଏବେ ତତ୍ପର।…

ଗାଁରେ ଘର କରିଲେ ନେବାକୁ ପଡିବ ସରକାରଙ୍କ ଅନୁମତି

ସମୟ ଲାଇଭ,୧୨/୧୧:ରାଜ୍ୟ ନଗର ଉନ୍ନୟନ ବିଭାଗର ନୂଆ ନିଷ୍ପତି ଏଣିକି ଆଉ ଗାଁରେ ଆଉ ମନଇଛା କରିପାରିବେନଦି ଘର। ଗାଁରେ ଘର କରିଲେ ନେବାକୂ ପଡିବ ସରକାରଙ୍କ ଅନୁମତି। ନିଜ ନାଁରେ ଥିôବା ଜାଗାରେ ମନଇଛା ଆଉ ସୁଉଚ୍ଚ ଘର…

ହସପିଟାଲରେ ଲତା ମଙ୍ଗେସକର

ସମୟ ଲାଇଭ୍‍,୧୨/୧୧: କୋକିଳକଣ୍ଠି ଲତା ମଙ୍ଗେସକର୍‍ଙ୍କୁ ଗତକାଲି ରାତିରେ ହସପିଟାଲରେ ଭର୍ତ୍ତି କରାଯାଇଛି। ତେବେ ସଂକ୍ରମଣଜନିତ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯିବାକୁ ଳତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ତାଙ୍କ…

ନାଉଗାଁର ନିଆରା ବୋଇତ ବନ୍ଦାଣ ଉତ୍ସବ

ସମୟ ଲାଇଭ୍‍,୧୨/୧୧: କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ସାରା ଓଡ଼ିଶା ଉତ୍ସବମୁଖର ହୋଇଉଠିଛି। ତେବେ ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ନାଉଗାଁ ସାଂସ୍କୃତିକ ପରିଷଦ ତରଫରୁ ବୋଇତ ବନ୍ଦାଣ ଉତ୍ସବ ଏବଂ ନାଉଗାଁ ମହୋତ୍ସବ ପାଳିତ…

ହୁହୁ ହୋଇ ଜଳିଗଲା ୩ଟି ଦୋକାନ,୫ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ଛାରଖାର

ସମୟ ଲାଇଭ୍‍,୧୨/୧୧: ବାରିପଦା ସହରର ଟ୍ରାଫିକ ଛକ ନିକଟରେ ଥିବା ତିନୋଟି ଟେଲୟରିଂ ଦୋକାନରେ ଗତକାଲି ବିଲମ୍ବିତ ରାତିରେ କୌଣସି କାରଣରୁ ନିଆଁ ଲାଗିଯିବରୁ ଦୋକାନଗୁଡିକ ଜଳିପୋଡି ଛାରଖାର ହୋଇଯାଇଛି । ମନସୁର ଖାନ, ମେହେମଦ…

ଆସନ୍ତା କାଲି ଠାରୁ ବିଧାନସଭା ଶୀତ ଅଧିବେଶନ

ସମୟ ଲାଇଭ୍‍,୧୨/୧୦: ଆସନ୍ତା କାଲିଠାରୁ ନୂଆ ସରକାରଙ୍କ ଶୀତକାଳୀନ ଅଧିବେଶନ ଆରମ୍ଭ ହେବ। ଏହି ଶୀତ ଅଧିବେଶନରେ ମୋଟ ୩୦ଟି କାର୍ଯ୍ୟଦିବସ ରହିଛି। ଏଥିମଧ୍ୟରୁ ୨୧ଟି ସରକାରୀ କାର୍ଯ୍ୟ ଦିବସ ଓ ୫ଟି ବେସରକାରୀ କାର୍ଯ୍ୟଦିବସ…