ରାଜ୍ୟରେ ୫୧ ଲକ୍ଷ ୫୨୯୦ ଜଣ ଚାଷୀ ପାଇଛନ୍ତି କାଳିଆ ଟଙ୍କା : ଅରୁଣ ସାହୁ

ସମୟ ଲାଇଭ,୧୩/୧୧:ବିଧାନସଭାର ଶୀତକାଳୀନ ଅଧିବେସନ ଆରମ୍ଭ ହୋଇଯାଇଛି। ସରକାରଙ୍କ କାଳିଆ ଯୋଜୋନାରେ ରାଜ୍ୟରେ ୫୧ ଲକ୍ଷ ୫୨୯୦ ଜଣ ଚାଷୀ ପାଇଛନ୍ତି କାଳିଆ ଟଙ୍କା। ଏହି ସୂଚନା ଦେଇଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ। ବିଧାୟକ…

ଅଯୋଗ୍ୟ ବିଧାୟକଙ୍କୁ ସୁପ୍ରିମକୋର୍ଟଙ୍କ ଆଶ୍ୱସ୍ତି କର୍ଣ୍ଣାଟକରେ ଲଢିପାରିବେ ଉପନିର୍ବାଚନ

ସମୟ ଲାଇଭ,୧୩/୧୧: ସୁପ୍ରିମକୋର୍ଟରେ ଆଜି ଅଯୋଗ୍ୟ ବିବେଚିତ ହୋଇଥିବା ୧୭ ଜଣ ବିଧାୟକଙ୍କର ହୋଇଛି ଶୁଣାଣୀ। ବାଚଷ୍ପତିଙ୍କ ଦ୍ୱାରା ଅଯୋଗ୍ୟ ଘୋଷିତ ହୋଇଥିବା ବିଧାୟକ ମାନଙ୍କୁ ସୁପ୍ରମକୋର୍ଟରୁ ମିଳିଛି ବଡ ଆଶ୍ୱସ୍ତି। ଅଯୋଗ୍ୟ…

ବାଲିଯାତ୍ରାକୁ ଜାତୀୟ ମହୋତ୍ସବ ମାନ୍ୟତା ପାଇଁ କେନ୍ଦ୍ର ସଂସ୍କୃତି ଓ ପର୍ୟ୍ୟଟନ ବିଭାଗକୁ ଚିଠି ଲେଖିôଲେ…

ସମୟ ଲାଇଭ,୧୩/୧୧:ଓଡିଶା ନୌବାଣିଜ୍ୟ କାରବାରର ପ୍ରତୀକ ହେଉଛି ବାଲିଯାତ୍ରା । କଟକର ଐତିହାସିକ ବାଲିଯାତ୍ରାକୁ ବିଶ୍ୱସ୍ତରୀୟ କରିବା ପାଇଁ କେନ୍ଦ୍ର ସଂସ୍କୃତି ଓ ପର୍ୟ୍ୟଟନ ବିଭାଗକୁ ଚିଠି ଲେଖି ଛନ୍ତି ମୁଖ୍ୟମନ୍ତ୍ରୀ ନବୀନ…

୫୨ ବର୍ଷରେ ପାଦଦେଲେ ଜୁହି

ସମୟ ଲାଇଭ୍‍,୧୩/୧୧: ୧୯୬୭ ମସିହା ନଭେମ୍ବର ୧୩ ତାରିଖରେ ପଞ୍ଜାବର ଲୁଧିୟାନାରେ ଜନ୍ମଗ୍ରହଣ କରିଥିବା ଜୁହି ଚାୱଲା ୫୨ବର୍ଷ ବୟସରେ ପାଦ ଦେଇଛନ୍ତି। ଜୁହିଙ୍କ ମାତା ଜଣେ ପଞ୍ଜାବୀ ହୋଇଥିଲାବେଳେ ତାଙ୍କ ପିତା ଗୁଜୁରାଟୀ…

ବିଏସ୍‍ଏନ୍‍ଏଲ୍‍ ପାଇଁ ସୃଷ୍ଟି ହୋଇପାରେ କର୍ମଚାରୀ ସମସ୍ୟା

ସମୟ ଲାଇଭ,୧୩/୧୧:  କର୍ମଚାରୀଙ୍କ ଦରମା ବ୍ୟୟ ରାଶିରେ ହ୍ରାସ ଆଣିବା ସହିତ କମ୍ପାନୀର କ୍ଷତି ରୋକିବାକୁ ବିଏସ୍‍ଏନଏଲ କର୍ତ୍ତୃପକ୍ଷ ସ୍ୱେଚ୍ଛାକୃତ ଅବସର ଯୋଜନାକୁ ଗୁରୁତ୍ୱ ଦେଇଥିବାବେଳେ ଏଥିପ୍ରତି ବହୁ ସଂଖ୍ୟକ କର୍ମଚାରୀ…

ଗୁଣି ସନ୍ଦେହ ପୁଣି ଗଢିଲା ମୁଣ୍ଡ ,କଟାମୁଣ୍ଡ ନେଇ ହତ୍ୟାକାରୀ ଫେରାର

ସମୟ ଲାଇଭ୍‍,୧୩/୧୧:  ଗଜପତି ଜିଲ୍ଲା ମୋହନା ଥାନା ମେରାମଲ୍ଲି ପଞ୍ଚାୟତର ମେରାମା ସୈରାସାହିରେ ଅଭାବନୀୟ ଘଟଣା । ଗୁଣିଆ ସନ୍ଦେହରେ ଜଣେ ବୃଦ୍ଧ କୁ ଅତି ନିର୍ମମ ଭାବେ ହତ୍ୟା କରି ମୁଣ୍ଡକୁ କାଟି ନେଇଯାଇଛନ୍ତି…

ଦୌଡ଼ିଲେ ରହିବେ ଫିଟ୍‍!

ସମୟ ଲାଇଭ୍‍,୧୩/୧୧:  ଆମେ ଦେିନଦିନ ଜୀବନରେ ଫିଟ୍‍ ଓ ସୁସ୍ଥ ରହିବା ପାଇଁ ପ୍ରତ୍ୟେକ ଦିନ ବ୍ୟାୟାମ କରିଥାଉ। ଯଦି ଆପଣ ବ୍ୟାୟାମ କରୁଛନ୍ତି ତେବେ ଦୌଡିବାକୁ ଭୁଲନ୍ତୁ ନାହିଁ। ପ୍ରତିଦିନ ଦୌଡିବା ଦ୍ୱାରା ବ୍ୟକ୍ତିର ଆୟୁଷ…