ଚାପୁଡା ଖାଇବାକୁ ରେସ୍ତୋରାଁରେ ଭିଡ

ଜାପାନରେ ରହିଛି ଏଭଳି ଏକ ରେସ୍ତୋରାଁଯେଉଁଠାରେ ଲୋକମାନେ ଖାଦ୍ୟ ଖାଇବାକୁ ନୁହେଁ ବରଂ ଚାପୁଡା ଖାଇବାକୁ ଭିଡ ଯମାଇଥାଆନ୍ତି । ଜାପାନର ନାଗୋୟା ସହରରେ ଏହି ରେସ୍ତୋରାଁଟି ରହିଛି । ଏଠାରେ ଏହି ସ୍ପେସାଲ ମେନ୍ୟୁ ମିଳିଥାଏ…

ପୃଥିବୀର ଦ୍ୱିତୀୟ ଚନ୍ଦ୍ର

ନିକଟରେ ନାସାର ବୈଜ୍ଞାନିକମାନେ ପୃଥିବୀର ଦ୍ୱିତୀୟ ଚନ୍ଦ୍ରନେଇ ସୂଚନା ଦେଇଛନ୍ତି । ଆମେରିକୀୟ ଅନ୍ତରୀକ୍ଷ ଏଜେନ୍ସି ନାସା ଦେଇଥିବା ସୂଚନା ଅନୁସାରେ ଏହି ଚନ୍ଦ୍ର ମହାକାଶରେ ୨୦୮୩ ପର୍ଯ୍ୟନ୍ତ ରହିବ ବୋଲି ଜଣା ପଡିଛି ।…

ଟ୍ରୋଲର୍ସଙ୍କ ନଜରରେ ପ୍ରଭାସ

ନିକଟରେ ପ୍ରଭାସଙ୍କ ଜନ୍ମଦିନ ଅବସରରେ ଫିଲ୍ମ ସ୍ପିରିଟର ନିର୍ଦ୍ଦେଶକ ସନ୍ଦୀପଙ୍କ ପକ୍ଷରୁ ଏକ ଅଡିଓ ରିଲିଜ କରାଯାଇଛି, ଯାହାକୁ ନେଇ ବର୍ତ୍ତମାନ ଟ୍ରୋଲର୍ସଙ୍କ ଟାର୍ଗେଟକୁ ଆସିଛନ୍ତି ପ୍ରଭାସ । ମେକର୍ସଙ୍କ ପକ୍ଷରୁ…

୮୩ ବର୍ଷରେ ବଞ୍ଜି ଜମ୍ପ

ବୟସ କେବଳ ଏକ ସଂଖ୍ୟା ଏହି ଉକ୍ତିକୁସତ ବୋଲି ପ୍ରମାଣିତ କରିଛନ୍ତି ବ୍ରିଟିଶର ଜଣେ ୮୩ ବର୍ଷୀୟ ମହିଳା । ଆଲୋନା ବାଇକୋ ନାମକ ଏହି ମହିଳା ଜଣଙ୍କ ବଞ୍ଜି ଜମ୍ପରେ ରେକର୍ଡ କରିଛନ୍ତି । ଉତ୍ତରାଖଣ୍ଡର ରିଷିକେସରେ ସେ ୧୧୭…

ଆଜି ଜନ୍ମଦିନ, ଗୋଦାବରୀଶ ମିଶ୍ର

ଜଣେ ଓଡ଼ିଆ କବି, ଗାଳ୍ପିକ ଓ ନାଟ୍ୟକାର ଭାବେ ଗୋଦାବରୀଶ ମିଶ୍ରଙ୍କର ରହିଛି ଅନନ୍ୟ ପରିଚୟ । ସେ ଥିଲେ ଆଧୁନିକ ପଞ୍ଚସଖାଙ୍କ ମଧ୍ୟରୁ ଜଣେ । ପଣ୍ଡିତ ଗୋପବନ୍ଧୁ ଦାସଙ୍କଦ୍ୱାରା ପ୍ରତିଷ୍ଠିତ ସତ୍ୟବାଦୀ ବନବିଦ୍ୟାଳୟରେ…

ବଲିଉଡ ଅଭିନେତା ସତୀଶ ଶାହଙ୍କ ପରଲୋକ

ମୁମ୍ବାଇ : ଆଉ ନାହାନ୍ତି ବିଶିଷ୍ଟ ଅଭିନେତା ସତୀଶ ଶାହ । ଶନିବାର ୨.୩୦ ସମୟରେ ଚିକିତ୍ସାଧୀନ ଅବସ୍ଥାରେ ମୁମ୍ବାଇର ଘରୋଇ ହିନ୍ଦୁଜା ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା ।…

ମଟନ ନମକିନ୍‌

ସାମଗ୍ରୀ - ମଟନ, ପିଆଜ, ଲଙ୍କା, ରସୁଣ, ଅଦା, ଟମାଟୋ, ଗୋଲମରିଚ ଗୁଣ୍ଡ, ଲୁଣ । ପ୍ରଣାଳୀ - ପ୍ରଥମେ ଘିଅ କିମ୍ବା ତେଲ ଗରମ କରନ୍ତୁ । ଏଥିରେ ମଟନକୁ ପକାନ୍ତୁ । ଅଳ୍ପ ସମୟ ଭାଜିବା ପରେ ଏଥିରେ ଲୁଣ ଓ ଗୋଲମରିଚ ଗୁଣ୍ଡ…

ଶାହରୁଖ ବୋରିଂ ଅଭିନେତା !

ନିକଟରେ ବଲିଉଡର ବରିଷ୍ଠ ଅଭିନେତା ନାସରୁଦ୍ଦିନ ଶାହଙ୍କର ଏକ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଏହି ସାକ୍ଷାତକାରରେ ସେ ଶାହରୁଖ ଖାନଙ୍କୁ ବୋରିଂ ଅଭିନେତା ବୋଲି ସମ୍ଭୋଧନ କରୁଥିବା ଦେଖିବାକୁ ମିଳିଛି…

ପଶ୍ଚିମୋତ୍ତନାସନ

ଏହି ଆସନଟିକୁ ଦଣ୍ଡାସନରୁ କରିବା ଆରମ୍ଭ କରନ୍ତୁ । ଆଣ୍ଠୁ ଅଳ୍ପ ବଙ୍କା କରି ଗୋଡ ସିଧା ରଖନ୍ତୁ । ହାତକୁ ସିଧା କରି ଆଗଶରୀରକୁ ଭାଙ୍ଗନ୍ତୁ । ଶରୀର ଉପରି ଭାଗକୁ ତଳ ଭାଗ ଉପରେ ରଖନ୍ତୁ । ଏହାପରେ କହୁଣୀ ଭାଙ୍ଗିବା ସହିତ…

ନୂଆପଡାରେ କଂଗ୍ରେସକୁ ସମର୍ଥନ କରିବ ସିପିଆଇ (ଏମ୍)

ଭୁବନେଶ୍ଵର: ନୂଆପଡ଼ା ଉପନିର୍ବାଚନ ପାଇଁ ଅଣ୍ଟା ଭିଡ଼ିଛନ୍ତି ୩ ଦଳ । ନିର୍ବାଚନରେ କଂଗ୍ରେସକୁ ସମର୍ଥନ କରିବ ସିପିଆଇ (ଏମ୍) । ଏକ ସାମ୍ବାଦିକ ସମ୍ମିଳନୀ କରି ସିପିଆଇ (ଏମ୍) ଏହି ଘୋଷଣା କରିଛି । ସିପିଆଇ (ଏମ୍) ଦଳ…