ଆପ ଦଳରେ ଯୋଗ ଦେଇପାରନ୍ତି ଅଭିନେତା ସୋନୁ

ଦିଲ୍ଲୀ: ସେପ୍‌ଟେମ୍ବର ୨୪: ବଲିଉଡ୍‌ ଅଭିନେତା ସୋନୁ ସୁଧ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଦଳ ଆପରେ ଖୁବ୍‌ଶୀଘ୍ର ଯୋଗ ଦେଇପାରନ୍ତି । ଏନେଇ ଗତକାଲି ସୋନୁ ଦଳର ବରିଷ୍ଠ ନେତାଙ୍କ ସହ ମିଶି ଦିଲ୍ଲୀର ମୁଖ୍ୟ…

ଡଙ୍ଗରିଆ କନ୍ଧ ଜନଜାତିଙ୍କ ଦ୍ୱାରା ପ୍ରସ୍ତୁତ ‘କପଡ଼ାଗଣ୍ଡା ସାଲ୍‌’କୁ ମିଳିବ ଜିଆଇ ଟ୍ୟାଗ

ରାୟଗଡ଼ା, ସେପ୍‌ଟେମ୍ବର ୨୪ : ରାୟଗଡ଼ା ଜିଲ୍ଲା ନିୟମଗିରି ପାହାଡ଼ର ଡଙ୍ଗରିଆ କନ୍ଧ ଜନଜାତିଙ୍କ ଦ୍ୱାରା ପ୍ରସ୍ତୁତ କପଡ଼ାଗଣ୍ଡା ସାଲ୍‌ କୁ ମିଳିବ ଜିଆଇ ଟ୍ୟାଗ । ଏଥିପାଇଁ ନିୟମଗିରି ଡଙ୍ଗରିଆ କନ୍ଧ ୱିଭର୍ସ ଆସୋସିଏସନ ଓ…

୨୪ ଘଣ୍ଟାରେ ରାଜ୍ୟରେ ୫୩୯ କରୋନା ସଂକ୍ରମିତ ଏବଂ ୪୧୭ ସୁସ୍ଥ

ଭୁବନେଶ୍ୱର: ସେପ୍‌ଟେମ୍ବର ୨୪ : ଆଜି ରାଜ୍ୟରେ ୬୮, ୮୧୮ ସ୍ୱାବ ଟେଷ୍ଟ ମଧ୍ୟରୁ ୫୩୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୭୭ ଜଣ ୧୮ ବର୍ଷ ବୟସରୁ କମ୍‌ ବର୍ଗର ରହିଛନ୍ତି । ଆଜିର…

୨୪ ଘଣ୍ଟାରେ ଦେଶରେ ୩୧, ୩୮୨ କରୋନା ସଂକ୍ରମିତ ଓ ୩୧୮ ମୃତ

ଦିଲ୍ଲୀ: ସେପ୍‌ଟେମ୍ବର ୨୪ : ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୧, ୩୮୨ ରହିଛି । ସେହିପରି ୨୪ ଘଣ୍ଟା ମଧ୍ୟରେ ୩୨,୫୪୨ ଜଣ ସୁସ୍ଥ ହୋଇଛନ୍ତି । ତେବେ କେରଳରେ ସର୍ବାଧିକ ୧୯, ୬୮୨ ଜଣ ଆଜି ଚିହ୍ନଟ…

‘ପିଲୋ ଫାଇଟ୍‌’ ପ୍ରତିଯୋଗିତା

ଜାପାନ : ସେପ୍‌ଟେମ୍ବ ୨୩: ଆପଣ ନିଶ୍ଚୟ ଦେଖିଥିବେ ଯେ ପିଲାମାନେ ଶୋଇବା ସମୟରେ ତକିଆରେ ମାରପିଟ୍‌ ହୋଇ ମଜା ନେଇଥାନ୍ତି । କିଛି ବଡ଼ ଲୋକ ମଧ୍ୟ ଏହାକୁ ଉପଭୋଗ କରନ୍ତି । ଏହାର ଏକ ପ୍ରତିଯୋଗିତା ରହିଛି, ତାହା ମଧ୍ୟ…

ଅପେକ୍ଷାର ଅନ୍ତ

ମୁମ୍ବାଇ : ସେପ୍‌ଟେମ୍ବର ୨୩: ଟେଲିଭିଜନ ଜଗତର ପ୍ରସିଦ୍ଧ ଅଭିନେତ୍ରୀ ଶେ୍ୱତା ତିୱାରୀଙ୍କ ତନୟା ପଲକ ତିୱାରୀ ନିଜର ସୁନ୍ଦରତା ପାଇଁ ଜଣାଶୁଣା । ଫିଲ୍ମରେ ଡେବୁ୍ୟ ପୂର୍ବରୁ ହିଁ ପଲକ ଲୋକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ…

୮ ବର୍ଷ ବୟସରେ ୟୁରୋପର ଉଚ୍ଚତମ ଶୃଙ୍ଗ ଚଢ଼ି ରେକର୍ଡ

ଆନ୍ଧ୍ରପ୍ରଦେଶ: ସେପ୍‌ଟେମ୍ବାର ୨୩: ଆଠ ବର୍ଷ ବୟସରେ ପିଲାମାନେ ଖେଳକୂଦରେ ସମୟ ଅତିବାହିତ କରିଥାଆନ୍ତି । ହେଲେ ଆନ୍ଧ୍ରପ୍ରଦେଶର ଆଠ ବର୍ଷର ପିଲା ରଚିଛନ୍ତି ରେକର୍ଡ । ୮ବର୍ଷୀୟ ଗନ୍ଧମ ଭୂବନ ଜୟ ୟୁରୋପ ମହାଦୀପର ସବୁଠାରୁ…

ହୀରାକୁଦ ପଟୁ ବନ୍ୟା ବିପଦ ଟଳିଛି : ସର୍ବୋଚ୍ଚ ଯନ୍ତ୍ରୀ ଜଳ ସମ୍ପଦ ବିଭାଗ

ଭୁବନେଶ୍ୱର: ସେପ୍‌ଟେମ୍ବର ୨୩ : ଆସନ୍ନ ବନ୍ୟାକୁ ଆଖି ଆଗରେ ରଖି ହୀରାକୁଦର ଗେଟ ଗୁଡ଼ିକ ନିୟମ ମୁତାବକ ଖୋଲା ଯାଉଛି । ଜଳସ୍ତରକୁ ଦେଖି ଇଞ୍ଜିନିୟରମାନେ ଗାଇଡଲାଇନ ମୁତାବକ ଗେଟ୍‌ ଖୋଲୁଛନ୍ତି ଏବଂ ବନ୍ଦ କରୁଛନ୍ତି । କେବେ…

କ୍ରାଇମବ୍ରାଞ୍ଚର ଚଢାଉ, ଡାଇମଣ୍ଡ ଜବତ, ଅଧିକାରୀଙ୍କୁ ଆକ୍ରମଣ

ନୂଆପଡା, ସେପ୍‌ଟେମ୍ବର ୨୩ : ନୂଆପଡା ଜିଲ୍ଲା ବୋଡେନ ଥାନା ଅନ୍ତର୍ଗତ ବରଗାଁ ଗ୍ରାମର ଆକବର ମେହେରଙ୍କ ଘରେ ଦୀର୍ଘଦିନ ଧରି ଚାଲୁଥିବା ବାଘନଖ, ହାତୀଦାନ୍ତ, ହାତୀନଖ, ଡାଇମଣ୍ଡ, ପଥର ସମେତ ଅନ୍ୟାନ୍ୟ ବେଆଇନ ସାମଗ୍ରୀର…

ରାଜ୍ୟ ମୁଖ୍ୟ ସୂଚନା କମିଶନର ହେଲେ ଜଳଦ କୁମାର ତ୍ରିପାଠୀ

ଭୁବନେଶ୍ୱର : ସେପ୍‌ଟେମ୍ବର ୨୩: ତାମିଲନାଡୁର ପୂର୍ବତନ ପୋଲିସ ଡିଜି ତଥା ୧୯୮୫ ବ୍ୟାଚର ଅବସରପ୍ରାପ୍ତ ଆଇପିଏସ୍‌ ଜଳଦ କୁମାର ତ୍ରିପାଠୀ ରାଜ୍ୟର ମୁଖ୍ୟ ସୂଚନା କମିଶନର ହେଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ…