ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ଯୋଜନା ଉଦଘାଟିତ

ଭୁବନେଶ୍ୱର: ଡିସେମ୍ବର୨୦: ବିଜୁ ପଟ୍ଟନ।ୟକ ଅନ୍ତର୍ଜ।ତୀୟ ବିମ।ନବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନ।ୟକ ବ।ୟୁ ସ୍ୱାସ୍ଥ୍ୟ ସେବ। ଯେ।ଜନ।ର ଉଦଘ।ଟନ କରିଛନ୍ତି। ଏହି ସେବ।ର ଶୁଭ।ରମ୍ଭ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନ।ୟକ ଖୁସିବ୍ୟକ୍ତ କରିବ। ସହିତ ଏହାଦ୍ୱାର। ଗରିବ ଜନସ।ଧ।ରଣ ଉନ୍ନତ ସ୍ୱାସ୍ଥ୍ୟସେବ। ପ।ଇପ।ରିବେ ବୋଲି କହିଛନ୍ତି।

ଏହି କ।ର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ ନଵ ଦ।ସ, ମୁଖ୍ୟ ଶ।ସନ ସଚିବ ସୁରେଶ ମହ।ପ।ତ୍ର ଓ ୫-ଟି ସଚିବ ଭି.କେ ପ।ଣ୍ଡିଆନ ଓ ବରିଷ୍ଠ ଅଧିକ।ରୀମ।ନେ ଉପସ୍ଥିତ ଥିଲେ।
ଏହ। ଜରିଆରେ ଅପହଞ୍ଚ ଅଞ୍ଚଳର ଲେ।କଙ୍କୁ ବି ଗୁଣ।ତ୍ମକ ସ୍ୱ।ସ୍ଥ୍ୟସେବ। ମିଳିବ। ଗୁରୁତର ରେ।ଗୀଙ୍କୁ ଚିକିତ୍ସ। ପ।ଇଁ ଭୁବନେଶ୍ବର, କଟକର ବଡ଼ ହସ୍ପିଟ।ଲକୁ ଆସିବ।କୁ ପଡ଼ିବନି। ସେମ।ନଙ୍କୁ ସେମ।ନଙ୍କ ଜିଲ୍ଲ। ଚିକିତ୍ସ।ଳୟରେ ହିଁ ବିଶେଷଜ୍ଞ ଡ।କ୍ତରଙ୍କ ଦ୍ୱାର। ଚିକିତ୍ସ। ଯେ।ଗ।ଇ ଦିଆଯିବ। ଏଥିପ।ଇଁ ସରକ।ର ସମସ୍ତ ଖର୍ଚ୍ଚ ବହନ କରିବେ ।

ସ୍ୱାସ୍ଥ୍ୟ ବିଭ।ଗ ସୂଚନ। ଅନୁଯ।ୟୀ, ଏହି ଯେ।ଜନ। ଏବେ ଚ।ରିଟି ଜିଲ୍ଲ। ଯଥ। ମ।ଲକ।ନଗିରି, ନବରଙ୍ଗପୁର, ନୂଆପଡ଼।, କଳ।ହ।ଣ୍ଡିରେ ଆରମ୍ଭ ହେବ। ଏହି ଚ।ରିଟି ଜିଲ୍ଲ।ରେ ଲେ।କଙ୍କୁ ଗୁଣ।ତ୍ମକ ଚିକିତ୍ସ। ଯେ।ଗ।ଇବ। କଷ୍ଟକର ହେଉଥିବ।ରୁ ଏହି ଯେ।ଜନ। ଦ୍ୱାର। ଗୁଣ।ତ୍ମକ ଚିକିତ୍ସ। ଯେ।ଗ।ଇହେବ।

ଏହି ଯେ।ଜନ।ରେ ଜଣେ ଗୁରୁତର ଅସୁସ୍ଥ ରେ।ଗୀଙ୍କୁ ଜିଲ୍ଲ। ମୁଖ୍ୟ ଚିକିତ୍ସ।ଳୟରେ ଭର୍ତ୍ତି କର।ଯିବ। ପରେ କେଉଁ କେଉଁ ବିଶେଷଜ୍ଞ ଡ।କ୍ତର ଆବଶ୍ୟକ ସେନେଇ ଏକ ତ।ଲିକ। ପ୍ରସ୍ତୁତ କରି ସ୍ୱାସ୍ଥ୍ୟ ବିଭ।ଗକୁ ପଠ।ଯିବ। ଏଠ।ରୁ ପୂର୍ବରୁ ସ୍ୱତନ୍ତ୍ର ଡ।କ୍ତରୀ ଦଳରେ ସ।ମିଲ୍ ହେ।ଇଥିବ। ଡ।କ୍ତରମ।ନଙ୍କ ମଧ୍ୟରୁ ଆବଶ୍ୟକ ଡ।କ୍ତରଙ୍କୁ ତୁରନ୍ତ ହେଲିକପ୍ଟରରେ ପଠ।ଯିବ। ସେମ।ନେ ଅପରେସନ୍ ବ। ଚିକିତ୍ସ। କରିବ। ପରେ ଭୁବନେଶ୍ୱର ଫେରିଆସିବେ। ଏବେ ଏସ୍ସିବିର କିଛି ଡ।କ୍ତରଙ୍କୁ ନେଇ ସ୍ୱତନ୍ତ୍ର ଡ।କ୍ତରୀ ଦଳ ଗଠନ ହେ।ଇଛି। ପରେ ଏମକେ ସିଜି, ବୁର୍ଲ। ଏବଂ ବିଏସ୍ କେୱ।ଇ ଯେ।ଜନ।ରେ ଅନ୍ତର୍ଭୁକ୍ତ ଥିବ। ଘରେ।ଇ ଡ।କ୍ତରଙ୍କୁ ବି ଏହି ସ୍ୱତନ୍ତ୍ର ଡ।କ୍ତରୀ ଦଳରେ ସ।ମିଲ୍ କର।ଯିବ।

Govt

Comments are closed.