ଭୁବନେଶ୍ୱର: ଜୁଲାଇ ୨୮: ଓଡ଼ିଶାରେ ୨୪ ଘଣ୍ଟା ରେ ୧୭୦୩ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହେଲେ I ୯୮୮ ଜଣ ସଙ୍ଗରୋଧ ରେ ଥିବା ଅବସ୍ଥା ରେ ଚିହ୍ନଟ ହେଇଛନ୍ତି ଏବଂ ବାକି ୭୧୫ ଟି ଲୋକାଲ କେଶ I
ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯,୭୨,୫୧୭ କୁ ବୃଦ୍ଧି ପାଇଛି I ସେଥିମଧ୍ୟରୁ ୯,୪୯,୩୫୦ ଜଣ ସୁସ୍ଥ ହେଇସାରିଛନ୍ତି ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ର ସୂଚନା ରୁ ଜଣାପଡିଛି I ଗତକାଲି କେବଳ ୧୯୬୯ ଜଣ ସୁସ୍ଥ ହେଇଥିଲେ I
ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ର ସୂଚନା ଅନୁଯାଇ, ୬୯ ଜଣଙ୍କର କରୋନା ରେ ମୃତ୍ୟୁ ହେଇଛି ଏବଂ ମୋଟ ମୃତ୍ୟୁ ସଂଖ୍ୟା ୫୭୦୩ କୁ ବୃଦ୍ଧି ପାଇଛି I
ଗତ ୨୪ ଘଂଟାରେ ୭୮,୭୪୦ ଜଣଙ୍କର ସ୍ୱାବ ଟେଷ୍ଟ କରାଯାଇଛି ଏବଂ ସେଥିରୁ ୧୭୦୩ ଜଣ ପଜିଟିଭ ଥିବା ନେଇ ଜଣାପଡିଛି I ଦୈନିକ ପଜିଟିଭିଟି ହାର ୨.୧୬ ପ୍ରତିଶତ ରହିଛି I
ସକ୍ରିୟ ରୋଗୀଙ୍କ ସଂଖ୍ୟା ମଧ୍ୟ କମିବାରେ ଲାଗିଛି I ଏହା ଏବେ ୧୭,୪୧୧ ଅଛି I
ଜିଲ୍ଲାଗୁଡିକ ମଧ୍ୟରେ ଖୋର୍ଦ୍ଧା ରେ ୩୮୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହେଇଥିବା ବେଳେ କଟକ ରେ ୨୪୦ ଏବଂ ପୁରୀ ରେ ୧୩୯ ଜଣ ସଂକ୍ରମିତ ହେଇଛନ୍ତି I ଅନ୍ୟ ସବୁ ଜିଲ୍ଲାରେ ଶହେ ରୁ କମ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I
Covid-19 Report For 27th July
New Positive Cases: 1703
In quarantine: 988
Local contacts: 715(Details of local contacts will be shared by concerned Dist Administration)
District Wise Cases:
1. Angul: 59
2. Balasore: 88
3. Bargarh: 6
4. Bhadrak: 70
5. Balangir: 3
6. Boudh: 4— I & PR Department, Odisha (@IPR_Odisha) July 28, 2021
7. Cuttack: 240
8. Deogarh: 9
9. Dhenkanal: 52
10. Gajapati: 3
11. Ganjam: 10
12. Jagatsinghpur: 51
13. Jajpur: 85
14. Jharsuguda: 5
15. Kalahandi: 12
16. Kandhamal: 8
17. Kendrapada: 149
18. Keonjhar: 28
19. Khurda: 386
20. Koraput: 5
21. Malkangiri: 4
22. Mayurbhanj: 62— I & PR Department, Odisha (@IPR_Odisha) July 28, 2021
23. Nawarangpur: 4
24. Nayagarh: 46
25. Nuapada: 3
26. Puri: 139
27. Rayagada: 33
28. Sambalpur: 15
29. Sonepur: 10
30. Sundargarh: 43
31. State Pool: 71New recoveries: 1969
Cumulative tested: 15797630
Positive: 972517
Recovered: 949350
Active cases: 17411— I & PR Department, Odisha (@IPR_Odisha) July 28, 2021

Comments are closed.