Browsing Tag

Odisha News

ଓଡ଼ିଶାରେ ଦୈନିକ ସଂକ୍ରମଣ ହାର ହ୍ରାସ ପାଉଛି: ୨୪ ଘଂଟାରେ ୧୭୦୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଜୁଲାଇ ୨୮: ଓଡ଼ିଶାରେ ୨୪ ଘଣ୍ଟା ରେ ୧୭୦୩ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହେଲେ I ୯୮୮ ଜଣ ସଙ୍ଗରୋଧ ରେ ଥିବା ଅବସ୍ଥା ରେ ଚିହ୍ନଟ ହେଇଛନ୍ତି ଏବଂ ବାକି ୭୧୫ ଟି ଲୋକାଲ କେଶ I ଏହାକୁ ମିଶାଇ ରାଜ୍ୟରେ ମୋଟ…

ଭୁବନେଶ୍ୱର ର ମାଷ୍ଟରକ୍ୟାଣ୍ଟିନ ଛକ ରୁ ଘୋଡା ପ୍ରତିମୂର୍ତ୍ତିକୁ ସ୍ଥାନାନ୍ତର କରାଯିବନି

ଭୁବନେଶ୍ୱର: ଜୁଲାଇ ୨୭: ଭୁବନେଶ୍ୱର ର ମାଷ୍ଟରକ୍ୟାଣ୍ଟିନ ଛକ ରେ ଥିବା ଆଇକନିକ ଘୋଡା ପ୍ରତିମୂର୍ତ୍ତିକୁ ସ୍ଥାନାନ୍ତର କରିବା ନେଇ ହେଇଥିବା ନିଷ୍ପତ୍ତି କୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର I…

ଓଡ଼ିଶାରେ ୨୪ ଘଂଟାରେ ୧୮୩୩ ନୂଆ କରୋନା ପଜିଟିଭ ଚିହ୍ନଟ; ବୌଦ ଓ ନୂଆପଡା ରେ ନୂଆ କେଶ ନାହିଁ

ଭୁବନେଶ୍ୱର: ଜୁଲାଇ ୨୫: ଓଡ଼ିଶାରେ ୨୪ ଘଂଟାରେ ୧୮୩୩ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହେଇଛନ୍ତି I ଏଥିସହ ରାଜ୍ୟରେ କରୋନା ଆକ୍ରାନ୍ତ ଙ୍କ ମୋଟ ସଂଖ୍ୟା ୯,୬୭,୫୪୮ କୁ ବୃଦ୍ଧି ପାଇଛି I ସେହିପରି, ୨୪ ଘଂଟାରେ ୧୮୬୫ ଜଣ…

ପାରଦର୍ଶୀ ପୋର୍ଟାଲରେ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ଲଟେରୀ ମାଧ୍ୟମରେ ଚୟନ

ଭୁବନେଶ୍ୱର : ଜୁଲାଇ ୨୧: ସାମାଜିକ ଓ ଅର୍ଥନୈତିକ ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କର ବିଭିନ୍ନ ବେସରକାରୀ ବିଦ୍ୟାଳୟରେ ନାମଲେଖାପାଇଁ ଓଡ଼ିଶା ସରକାରଙ୍କ ତରଫରୁ ପାରଦର୍ଶୀ ପୋର୍ଟାଲ ମାଧ୍ୟମରେ ଆବେଦନ ଆହ୍ୱାନ…

ଘରୋଇ ବସ୍‌ ଚଳାଚଳ ସ୍ୱାଭାବିକ ହେଲା

ରାଜ୍ୟ ସରକାର ତାଲାବନ୍ଦ ନିୟମ କୋହଳ କରିବା ସହିତ ଘରୋଇ ବସ୍‌ ଚଳାଚଳ ପାଇଁ ଅନୁମତି ପ୍ରଦାନ କରିଛନ୍ତି । ରାଜ୍ୟରେ ପ୍ରାୟ ୧୬ ହଜାର ବସ୍‌ ଚଳାଚଳ କରୁଥିଲାବେଳେ ଆଜି ପ୍ରଥମ ପର୍ଯ୍ୟାୟରେ ୨ ହଜାର ବସ୍‌ ଚଳାଚଳ ଆରମ୍ଭ ହୋଇଛି ।…

ଆଜିଠୁ ଚାଲିଲା ମୋ ବସ୍‌ ସେବା

ଭୁବନେଶ୍ୱର: ଜୁଲାଇ ୧୯: କରୋନା ଯୋଗୁ ସାମୟିକ ଭାବେ ବନ୍ଦ ରହିଥିବା ରାଜ୍ୟ ସରକାରଙ୍କ ମୋ ବସ ସେବା ଆଜିଠାରୁ ପୁଣି ଆରମ୍ଭ ହୋଇଛି । ରାଜ୍ୟ ରାଜଧାନୀରେ ଲୋକମାନଙ୍କୁ ପରିବହନ ସେବା ଯୋଗାଉଥିବା ମୋ ବସ ସେବାର ଆଜି ପ୍ରାଥମିକ…

ଆଜି ରାଜ୍ୟରେ ୧୬୪୮ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଜୁଲାଇ ୧୯: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୬୪୮ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୯୫୫ ଜଣ ଚିହ୍ନଟ ହୋଇଥିଲାବେଳେ ଲୋକାଲ କେସ୍‌ ୬୯୩ ରହିଛି । ଆଜିର ସଂକ୍ରମିତଙ୍କ ସହ…

ଓଡ଼ିଶାରେ ୨୦ ହଜାର ଆଣ୍ଟିଜେନ୍‌ ଟେଷ୍ଟ କିଟ୍

ଭୁବନେଶ୍ୱର : ଜୁଲାଇ ୦୯: ଓଡ଼ିଶାରେ ପହଞ୍ଚିଲା ଆଉ ୨୦ ହଜାର ରାପିଡ୍‌ ଆଣ୍ଟିଜେନ୍‌ ଟେଷ୍ଟ କିଟ୍‌ । କଟକ ଏସ୍‌ସିବିକୁ ୧୫୦୦, କ୍ୟାନସର ହସ୍ପିଟାଲକୁ ୫୦୦ କିଟ୍‌ ପଠାଯାଇଛି । ଗଞ୍ଜାମ ଜିଲ୍ଲାକୁ ୩ ୦୦୦, ଗଜପତି ଜିଲ୍ଲାକୁ ୫୦୦…

ରାଜ୍ୟରେ ଗୋଟିଏ ଦିନରେ ୨୮୨ କରୋନା ସଂକ୍ରମିତ ଚିହ୍ନଟ; ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୭୫୨ କୁ ବୃଦ୍ଧି

ଭୁବନେଶ୍ୱର: ଜୁନ ୨୪: ଗତ ୨୪ ଘଂଟାରେ ରାଜ୍ୟରେ ୨୮୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ଗଜପତି ଜିଲ୍ଲାରୁ ସର୍ବାଧିକ ୭୬ ଜଣ ଚିହ୍ନଟ ହେଇଥିବାବେଳେ, ଗଂଜାମ ରୁ ୭୫ ଜଣ, ଖୋର୍ଦ୍ଧା ରୁ ୨୬ ଜଣ, ଝାରସୁଗୁଡା ରୁ ୨୩…

ରାତି ପାହିଲେ ଘୋଷଯାତ୍ରା;ପୁରୀ ଜିଲ୍ଲା ସଟ୍‌ଡାଉନ୍

ଭୁବନେଶ୍ୱର (ସବୁ୍ୟ): ଜୁନ ୨୨:ରାତି ପାହିଲେ ଘୋଷଯାତ୍ରା । ଏଥିପାଇଁ ସମଗ୍ର ପୁରୀ ଜିଲ୍ଲାକୁ ସଟ୍‌ଡାଉନ ଘୋଷଣା କରାଯାଇଛି । ସୋମବାର ରାତି ୯ଟାରୁ ଏହି ନିୟମ ଲାଗୁ ହୋଇ ବୁଧବାର ଅର୍ଥାତ ୨୪ ତାରିଖ ଅପରାହ୍ନ ୨ଟା ଯାଏଁ ବଳବତର…