ଭୁବନେଶ୍ୱର: ସେପ୍ଟେମ୍ବର ୧୦ : ଆଜି ରାଜ୍ୟରେ ନୂତନ ୬୬, ୧୦୬ ସ୍ୱାବ ଟେଷ୍ଟ ମଧ୍ୟରୁ ୭୪୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୧୧୯ ଜଣ ୧୮ ବର୍ଷ ବୟସରୁ କମ୍ ବର୍ଗର ରହିଛନ୍ତି । ଆଜିର ସଂକ୍ରମଣଙ୍କ ମଧ୍ୟରୁ ୪୩୫ ଜଣ କ୍ୱାରେଣ୍ଟିନରୁ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୩୧୦ ରହିଛି । ଏପର୍ଯ୍ୟନ୍ତ ରାଜ୍ୟରେ କରୋନାରେ ୧୦ ଲକ୍ଷ ୧୫ ହଜାର ୮୩ ଜଣ କରୋନାରେ ଆକ୍ରାନ୍ତ ହୋଇସାରିଲେଣି ।
ସେହିପରି ୨୪ ଘଣ୍ଟାରେ ୬୯୪ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଆଜିର ସୁସ୍ଥତାଙ୍କୁ ମିଶାଇ ଏବେ ରାଜ୍ୟରେ ମୋଟ ୯ ଲକ୍ଷ ୯୯ ହଜାର ୮୫୯ ଜଣ ସୁସ୍ଥ ହୋଇସାରିଲେଣି । ଏବେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୭, ୮୭ ରହିଛି ।
୨୪ ଘଣ୍ଟାରେ ରାଜ୍ୟରେ ୬ ଜଣ କରୋନା ସଂକ୍ରମିତଙ୍କ ମୃତୁ୍ୟ ହୋଇଛି । ଆଜିର ମୃତକଙ୍କୁ ମିଶାଇ ଏବେ ରାଜ୍ୟରେ ମୋଟ ୮, ୦୮୪ ଜଣଙ୍କର ମୃତୁ୍ୟ ହୋଇସାରିଲାଣି ।
Covid-19 Report For 9th September
New Positive Cases: 745
Of which 0-18 years: 119
In quarantine: 435
Local contacts: 310(Details of local contacts will be shared by concerned Dist Administration)
District Wise Cases:
1. Angul: 10
2. Balasore: 32
3. Bargarh: 11
4. Bhadrak: 9— I & PR Department, Odisha (@IPR_Odisha) September 10, 2021
22. Rayagada: 2
23. Sambalpur: 10
24. Subarnapur: 1
25. Sundargarh: 24
26. State Pool: 72New recoveries: 694
Cumulative tested: 18730180
Positive: 1015083
Recovered: 999859
Active cases: 7087— I & PR Department, Odisha (@IPR_Odisha) September 10, 2021

Comments are closed.