ସୋସିଆଲ ମିଡିଆରେ ଅନେକ ସମୟରେ କିଛି ଭିଡିଓ ଭାଇରାଲ ହୋଇଥାଏ, ଯାହା ବେଶ୍ ଆଶ୍ଚର୍ଯ୍ୟ ଲାଗିଥାଏ । ସୋସିଆଲ ମିଡିଆରେ ଏକ ଇରାନୀ ହେୟାରଷ୍ଟାଇଲ୍ ଭାଇରାଲ ହେବାରେ ଲାଗିଛି । ଜଣେ ହେୟାରଷ୍ଟାଇଲିଷ୍ଟ ସୋସିଆଲ ମିଡିଆରେ ଏକ ହେୟାରଷ୍ଟାଇଲ୍ ଭାଇରାଲ ହେଉଛି । ଜଣେ ମଡେଲଙ୍କ ମୁଣ୍ଡରେ ହେୟାରଷ୍ଟାଇଲିଷ୍ଟ ଜଣଙ୍କ ଏକ ଚା କ୍ୟାଟିଲ୍ର ହେୟାର ଷ୍ଟାଇଲ୍ କରିଛନ୍ତି । ଭିଡିଓଟି ଦେଖିବାକୁ ଖୁବ ସୁନ୍ଦର ହୋଇଛି ଦେଖିବାକୁ । ଖୁବସୁନ୍ଦରଭାବେ ମଡେଲଙ୍କର କେଶକୁ ଏକ ଚା କ୍ୟାଟିଲ୍ରେ ପରିବର୍ତ୍ତନ କରୁଛନ୍ତି । କେବଳ ଏତିକି ନୁହେଁ ସେ ଏଥିରେ ଚା ରଖି କପକୁ ଢାଳି ପିଉଛନ୍ତି ମଧ୍ୟ ।
