ଆଖିବୁଜିଲେ ଯୋଗୀ ଆଦିତ୍ୟନାଥଙ୍କ ପିତା

ସମୟ ଲାଇଭ,୨୦/୪: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପିତା ଆନନ୍ଦ ସିଂହଙ୍କ ଦେହାନ୍ତ ହୋଇଛି। ଚିକିତ୍ସାଧୀନ ଅବସ୍ଥାରେ ଦିଲ୍ଲୀ ଏମ୍ସରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କ ୮୯ ବର୍ଷ ବୟସ ହୋଇଥିଲା।
ସେ ଅନେକଦିନ ଧରି ଅସୁସ୍ଥଥିବାବେଳେ ଆଜି ୧୦ଟା ୪୪ ମିନିଟରେ ତାଙ୍କର ଦେହାନ୍ତ ହୋଇଛି।

Govt

Comments are closed.