ବର୍ମିଂହାମ : ଭାରୋତ୍ତୋଳନରେ ଭାରତୀୟଙ୍କ ପଦକ ଚମକ ଜାରି ରହିଛି । ପୁରୁଷ ୯୬ କିଗ୍ରା ଓଜନ ବର୍ଗରେ ଭାରତୀୟ ତାରକା ବିକାଶ ଠାକୁର ରୌପ୍ୟ ପଦକ ସଫଳତା ହାସଲ କରିଛନ୍ତି ।
ବିକାଶଙ୍କ ପଦକ ସଫଳତା ସହ ଭାରତ ମୋଟ ୧୨ଟି ପଦକ ଜିତିଛି ।
କମନ୍େୱଲ୍ଥ ଗେମ୍ସ ବା ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୫ମ ଦିନରେ ଭାରତ୍ତୋଳନରେ ବିକାଶ ,ଭାରତୀୟ ମହିଳା ଲନ୍ ବୋଲ୍ସ ଦଳ ଏବଂ ପୁରୁଷ ଟେବୁଲ୍ ଟେନିସ୍ ଖେଳ ହୋଇଥିଲା ।
Comments are closed.