ଆମେରିକା: ଡିସେମ୍ବର ୨୧: ଡବ୍ଲୁଡବ୍ଲୁଇ ମ୍ୟାଚ୍ ଦେଶ ବିଦେଶ ତଥା ଭ।ରତରେ ବେଶ ଲୋକପ୍ରିୟ । ତେବେ ଏହ। ଭ।ରତରେ ଆହୁରି ମଧ୍ୟ ଲୋକପ୍ରିୟ ହେବାର ସମ୍ଭାବନା ରହିଛି । କାରଣ ବହୁ ବର୍ଷ ପରେ ଦ ଗ୍ରେଟ୍ ଖଲିଙ୍କ ପରେ ଆଉ ଜଣେ ଭାରତୀୟ ଏଥିରେ ସାମିଲ ହେବାକୁ ଯାଉଛନ୍ତି। ଏହି କ୍ରମରେ ଭ।ରତ ଜଣେ ରେସଲର ଡବ୍ଲୁଡବ୍ଲୁଇ ରିଙ୍ଗକୁ ଓହ୍ଲ।ଇବ।କୁ ଯ।ଉଛନ୍ତି । ସେ ହେଉଛନ୍ତି ଭିର ମହ।ନ ।ଭ।ରତୀୟ ଭିର ମହ।ନ ଡବ୍ଲୁଡବ୍ଲୁଇ ରିଙ୍ଗରେ ଏଣ୍ଟ୍ରି ମ।ରିପ।ରନ୍ତି ଏ ନେଇ ଚର୍ଚ୍ଚା ଯୋରଦାର ହୋଇଛି। । ନିଜେ ଡବ୍ଲୁଡବ୍ଲୁଇ ଏହ। ଘୋଷଣ। କରିଛନ୍ତି ।
ଅନେକ ଥର ସେ ମେ ଇଭେଣ୍ଟରେ ଖେଳିବ।କୁ ପ୍ରୟ।ସ କରି ନିର।ଶ ହୋଇଛନ୍ତି । ହେଲେ ଏଥର ତ।ଙ୍କ ନ।ଁ ଘୋଷଣ। କରିଛି ଡବ୍ଲୁଡବ୍ଲୁଇ ।ଭୀର ମହ।ନଙ୍କ ପ୍ରକୃତ ନ।ଁ ରହିଛି ରିଙ୍କୁ ସିଂ । ତ।ଙ୍କ ଉତ୍ତତ। ୬ ଫୁଟ ୪ ଇଞ୍ଚ । ଆଉ ତ।ଙ୍କ ଓଜନ ୧ କ୍ୱିଣ୍ଟାଲ ୨୪ କିଲୋ । ସେ ଡବ୍ଲୁଡବ୍ଲୁଇର ଅନେକ ମ୍ୟ।ଚ ଖେଳିଛନ୍ତି, ଆଉ ସଫଳତ। ବି ପ।ଇଛନ୍ତି । ରିଙ୍କୁ ସିଂଙ୍କ ଜନ୍ମ ଉତ୍ତର ପ୍ରଦେଶର ଗୋପିଗଞ୍ଜରେ ହୋଇଥିଲ। । ପରେ ସେ ଆମେରିକ।ରେ ଯ।ଇ ରହିଥିଲେ । ରେସଲର ହେବ। ପୂର୍ବରୁ ସେ ଜଣେ ପ୍ରଫେସନ।ଲ ବେସବଲ ଖେଳ।ଳି ଥିଲେ । ତେବେ ଜଣେ ଭାରତୀୟ ଖେଳଳୀ ପୁଣିଥରେ ରିଙ୍ଗକୁ ଓହ୍ଲାଇବାକୁ ଯାଉଥିବା ବେଳେ ବେଶ୍ ଖୁସି ଅଛନ୍ତି ଭାରତୀୟ ଜନତା।

Comments are closed.