ଅଜବ ରେକର୍ଡ

ଅନେକ ସମୟରେ ଏଭଳି ରେକର୍ଡ ଗିନିଜ ବୁକ୍‌ରେ ସାମିଲ ହୁଏ ଯାହା ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥାଏ । ସେହିଭଳି ଏକ ରେକର୍ଡ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବିଏତନାମର ଜଣେ ବ୍ୟକ୍ତି ଲୁୟୁ କୋଙ୍ଗ ହୁଏନ ୩୪ ବର୍ଷ ଯାଏଁ ନିଜର ନଖ କାଟି ନାହାନ୍ତି, ଯେଉଁଥିପାଇଁ ତାଙ୍କ ନାଁ ଗିନିଜ ରେକର୍ଡରେ ସାମିଲ ହୋଇଛି । ତାଙ୍କ ହାତରେ ନଖର ଲମ୍ବ ୫୯୫.୪୫ ସେଣ୍ଟିମିଟର ଅର୍ଥାତ ୧୯ ଫୁଟ ୬ ଇଞ୍ଚ ରହିଛି, ଯାହା ଗୋଟିଏ ଜିରାଫ ଠାରୁ ମଧ୍ୟ ଉଚ୍ଚା । ସେ ନଖ କାଟିବାକୁ କେବେ ବି ଚାହାନ୍ତି ନାହିଁ ବୋଲି ନିଜ ମତରେ କହିଛନ୍ତି । ତାଙ୍କୁ ଗିନିଜ ରେକର୍ଡରେ ସାମିଲ କରିବାପରେ ସେ ଖୁବ ଖୁସି ଅଛନ୍ତି ।

Launching Ceremony of “AYUSHMAN BHARAT

Comments are closed.