ଭୁବନେଶ୍ୱର: ସେପ୍ଟେମ୍ବର ୯ : ଆଜି ରାଜ୍ୟରେ ନୂତନ ୬୫, ୦୩୭ ସ୍ୱାବ ଟେଷ୍ଟ ମଧ୍ୟରୁ ୭୭୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୧୧୭ ଜଣ ୧୮ ବର୍ଷ ବୟସରୁ କମ୍ ବର୍ଗର ରହିଛନ୍ତି । ଆଜିର ସଂକ୍ରମଣଙ୍କ ମଧ୍ୟରୁ ୪୪୮ ଜଣ କ୍ୱାରେଣ୍ଟିନରୁ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୩୨୩ ରହିଛି । ଏପର୍ଯ୍ୟନ୍ତ ରାଜ୍ୟରେ କରୋନାରେ ୧୦ ଲକ୍ଷ ୧୪ ହଜାର ୩୩୮ ଜଣ କରୋନାରେ ଆକ୍ରାନ୍ତ ହୋଇସାରିଲେଣି ।
ସେହିପରି ୨୪ ଘଣ୍ଟାରେ ୫୭୪ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଆଜିର ସୁସ୍ଥତାଙ୍କୁ ମିଶାଇ ଏବେ ରାଜ୍ୟରେ ମୋଟ ୯ ଲକ୍ଷ ୯୯ ହଜାର ୧୬୫ ଜଣ ସୁସ୍ଥ ହୋଇସାରିଲେଣି । ଏବେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୭, ୦୪୨ ରହିଛି ।
୨୪ ଘଣ୍ଟାରେ ରାଜ୍ୟରେ ୮ ଜଣ କରୋନା ସଂକ୍ରମିତଙ୍କ ମୃତୁ୍ୟ ହୋଇଛି । ଆଜିର ମୃତକଙ୍କୁ ମିଶାଇ ଏବେ ରାଜ୍ୟରେ ମୋଟ ୮, ୦୭୮ ଜଣଙ୍କର ମୃତୁ୍ୟ ହୋଇସାରିଲାଣି ।
Covid-19 Report For 8th September
New Positive Cases: 771
Of which 0-18 years: 117
In quarantine: 448
Local contacts: 323(Details of local contacts will be shared by concerned Dist Administration)
District Wise Cases:
1. Angul: 16
2. Balasore: 41
3. Bargarh: 3
4. Bhadrak: 15— I & PR Department, Odisha (@IPR_Odisha) September 9, 2021
5. Balangir: 2
6. Cuttack: 71
7. Deogarh: 5
8. Dhenkanal: 12
9. Ganjam: 4
10. Jagatsinghpur: 26
11. Jajpur: 34
12. Jharsuguda: 9
13. Kalahandi: 1
14. Kendrapada: 14
15. Keonjhar: 5
16. Khurda: 327
17. Koraput: 11
18. Malkangiri: 3
19. Mayurbhanj: 19
20. Nawarangpur: 3— I & PR Department, Odisha (@IPR_Odisha) September 9, 2021
21. Nayagarh: 11
22. Nuapada: 1
23. Puri: 21
24. Rayagada: 11
25. Sambalpur: 17
26. Sundargarh: 13
27. State Pool: 76New recoveries: 574
Cumulative tested: 18664074
Positive: 1014338
Recovered: 999165
Active cases: 7042— I & PR Department, Odisha (@IPR_Odisha) September 9, 2021

Comments are closed.