Browsing Tag

West Africa

ବିବାହ ପାଇଁ ଚୋରାନ୍ତି ଅନ୍ୟ ପତ୍ନୀ

ଆଧୁନିକ ଯୁଗରେ ଆମେ ପଦାର୍ପଣ କରିଥିଲେ ମଧ୍ୟ ବହୁ ଜନଜାତି ରହିଛନ୍ତି, ଯେଉଁମାନେ ଶହ ଶହ ବର୍ଷର ପୁରୁଣା ପରମ୍ପରାକୁ ଏବେ ବି ଆପଣାଇ ରଖିଛନ୍ତି । ସେମାନଙ୍କ ମଧ୍ୟରୁ ପଶ୍ଚିମ ଆଫ୍ରିକାର େୱଡାବେ ଜନଜାତି ଭିନ୍ନ । ବହୁ ବର୍ଷର…

କଳା ଆକର୍ଷଣୀୟର କେନ୍ଦ୍ର ପାଲଟିଛି ଆଫ୍ରିକାର ଗ୍ରାମ ‘ଟିବେଲେ’

ଆଫ୍ରିକା: ଆଫ୍ରିକାର ପ୍ରତିଟି ଦେଶରେ ଭିନ୍ନ ଭିନ୍ନ ପରମ୍ପରା, ସଂସ୍କୃତି ଏବଂ ନିୟମ ରହିଛି, ଯାହା ଅନ୍ୟ ଦେଶଠାରୁ ସ୍ୱତନ୍ତ୍ର ଏବଂ ଅନନ୍ୟ ହୋଇଥାଏ । ହେଲେ ୫୪ଟି ଦେଶ ଥିବା ଏହି ମହାଦେଶରେ ଏପରି ଏକ ଦେଶ ରହିଛି ଯେଉଁଠି…

ବଣୁଆ ଶିମ୍ପାଞ୍ଜୀମାନଙ୍କଠାରେ କୁଷ୍ଠ ରୋଗ ଚିହ୍ନଟ

ଆଫ୍ରିକା: ପଶ୍ଚିମ ଆଫ୍ରିକାର ବଣୁଆ ଶିମ୍ପାଞ୍ଜୀମାନଙ୍କଠାରେ କୁଷ୍ଠ ରୋଗ ଚିହ୍ନଟ ହୋଇଛି । ଏହା ଦୁନିଆର ପ୍ରଥମ ଘଟଣା ବୋଲି ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି । ନିକଟରେ ବୈଜ୍ଞାନିକମାନେ ଆକ୍ରାନ୍ତ ଶିମ୍ପାଞ୍ଜୀଙ୍କର ଚିତ୍ର…