Browsing Tag

Maharashtra

ଗରବା ଖେଳୁ ଖେଳୁ ପୁଅର ମୃତ୍ୟୁ, ଖବର ଶୁଣି ବାପାଙ୍କର ପ୍ରାଣହାନୀ

ପାଲଘର: ଦୁର୍ଗାପୂଜା ସମୟରେ ଗୁଜୁରାତି ସମ୍ପ୍ରଦାୟର ଗରବା ନାଚ ବେଶ ପ୍ରସିଦ୍ଧ । ନବରାତ୍ରି ର ପ୍ରଥମ ଦିନରୁହିଁ ଆରମ୍ଭ ହୋଇଯାଇଥାଏ ଏହି ନାଚ I ତେବେ ଗରବା ନାଚ ସମୟରେ ଜଣେ ୩୫ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଛି I ପୁଅର ମୃତ…

ଯୌନ ଶୋଷଣର ଶିକାର ହୋଇଥିଲେ ରବୀନା

ଅଭିନେତ୍ରୀ ରବୀନା ଟଣ୍ଡନ ସୋସିଆଲ୍‌ ମିଡିଆରେ ପ୍ରାୟ ସମୟ ସକ୍ରିୟ ରହିଥାନ୍ତି । ଫିଲ୍ମ ଅପଡେଟ୍‌ ସହ ସେ ପ୍ରାୟ ସମୟରେ ସାମାଜିକ ପ୍ରସଙ୍ଗରେ ନିଜର ମତ ରଖିଥାନ୍ତି । ଏବେ ରବୀନା ନିଜ କିଶୋରୀ ବୟସର ସଂଘର୍ଷ ସମୟର କଥା…

ଜାତୀୟ କରାଟେ ପ୍ରତିଯୋଗିତାରେ ଓଡ଼ିଶା ଦ୍ୱିତୀୟ

ଭୁବନେଶ୍ୱର : ଜୁନ୍‌ ୨୧ : ମହାରାଷ୍ଟ୍ରର ପୁନେଠାରେ ଜାତୀୟ କରାଟେ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଓଡ଼ିଶା ୪ଟି ସ୍ୱର୍ଣ୍ଣ, ୬ଟି ରୌପ୍ୟ ଓ ୯ଟି ବ୍ରୋଞ୍ଜ ପଦକ ସହ ମୋଟ୍‌ ୧୯ଟି ପଦକ ଜିତି ଦ୍ୱିତୀୟ…

ଦିଲ୍ଲୀରେ ୪ ନୂଆ ଓମିକ୍ରନ ସଂକ୍ରମିତ ଚିହ୍ନଟ: ଦେଶରେ ଏବେ ୪୫ ସଂକ୍ରମିତ

ଦିଲ୍ଲୀ: ଡିସେମ୍ବର ୧୪: ଦକ୍ଷିଣ ଆଫ୍ରିକାରୁ ଆରମ୍ଭ ହୋଇଥିବା ଓମିକ୍ରନ ଏବେ ଧୀରେ ଧୀରେ ଏସିଆ ମହାଦେଶରେ ବ୍ୟାପିବାକୁ ଲାଗିଛି । ଗତକାଲି ମହାରାଷ୍ଟ୍ରରେ ଦୁଇଜଣ କରୋନା ସଂ୍ରକମିତ ଚିହ୍ନଟ ହୋଇଥିଲା ବେଳେ ଆଜି ଦିଲ୍ଲୀରେ ୪ଜଣ…

ଛୋଟ ବଡି ବିଲïରଙ୍କ ବିଶ୍ୱ ରେକର୍ଡ

ମହାରାଷ୍ଟ୍ର: ଉଚ୍ଚତା ମାତ୍ର ୩ ଫୁଟ୍‌ ୪ ଇଞ୍ଚ କିନ୍ତୁ ବିଶ୍ୱ ରେକର୍ଡର ଅଧିକାରୀ । ନିଜ ସ୍ୱପ୍ନକୁ ସତରେ ପରିଣତ କରି ଦେଖାଇଛନ୍ତି ଭାରତୀୟ ବଡି ବିଲïର ପ୍ରତୀକ ବିଟ୍ଟଲ ମୋହିତେ । ଦିନେ ଉଚ୍ଚତା ପାଇଁ ଲୋକଙ୍କଠାରୁ ପରିହାସ…

୭ କିଲୋ ସୋୟାବିନରେ ଗଣେଶ ମୂର୍ତ୍ତି

ମହାରାଷ୍ଟ୍ର: ସେପ୍‌ଟେମ୍ବର ୧୩: ମହାରାଷ୍ଟ୍ରର ୱାଶିମ ଜିଲ୍ଲାରେ କେତେଜଣ ଚାଷୀ ସୋୟାବିନ ଦାନରୁ ଭଗବାନ ଗଣେଶଙ୍କ ଭବ୍ୟ ମୂର୍ତ୍ତି ନିର୍ମାଣ କରିଛନ୍ତି । ଜିଲ୍ଲାର କାମରଗାଁର ଜୟ ଭବାନୀ-ଜୟ ଶିବାଜୀ ସାର୍ବଜନିକ ଗଣେଶ ମଣ୍ଡଳ…