Browsing Tag

Karnataka

ଆଇଟିଏଫ୍‌ ତାଇକୋଣ୍ଡୋ: ଓଡ଼ିଶାକୁ ୩୦ ପଦକ

ଭୁବନେଶ୍ୱର : ଚଳିତ ମାସ ୧୯ରୁ ୨୧ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ତାଇକୋଣ୍ଡୋ ଆସୋସିଏସନ୍‌ ଅଫ୍‌ ଇଣ୍ଡିଆ ଆନୁ କୂଲ୍ୟରେ ୧୭ତମ ଦକ୍ଷିଣ-ପଶ୍ଚିମ କ୍ଷେତ୍ରୀୟ ତାଇକୋଣ୍ଡୋ ପ୍ରତିଯୋଗିତା କର୍ଣ୍ଣାଟକର ସାହାକାର ନଗର ଇନ୍‌ଡୋର…

ସ୍କୁଲରେ ରେଡିଓ ଷ୍ଟେସନ

ବିଦ୍ୟାଳୟ ଏଭଳି ଏକ ସ୍ଥାନ ଯେଉଁଠି ଛାତ୍ରଛାତ୍ରୀମାନେ ଜୀବନର ଅନେକ ଶିକ୍ଷା ପ୍ରାପ୍ତ କରନ୍ତି । ସେମାନେ ଏଠି କେବଳ ଯେ ପୁସ୍ତକରୁ ଶିଖନ୍ତି ତାହା ନୁହେଁ ଏଠାରେ ସେମାନଙ୍କର ବିଭିନ୍ନ କ୍ଷେତ୍ରରେ ଜ୍ଞାନ ବଢିଥାଏ । ତେଣୁ…

ଏକ କୋଟି ଶିବଲିଙ୍ଗ ବିଶିଷ୍ଠ ମନ୍ଦିର

ଦେଶ ବିଦେଶରେ ଏମିତି ଅନେକ ମନ୍ଦିର ଅଛି। ସବୁ ମନ୍ଦିରରେ ସେଠାକାର ଆରାଧ୍ୟ ଦେବତା ରହିଛନ୍ତି। ତେବେ ପ୍ରତ୍ୟେକ ଧର୍ମାବଲମ୍ବି ମାନଙ୍କ ଠାରୁ ବିଶେଷତଃ ଶୈବ ଧର୍ମାବଲମ୍ବିଙ୍କ ସଂଖ୍ୟା ଅଧିକ ଦେଖାଯାଇଥାନ୍ତି।ତେବେ ବିଶ୍ୱରେ…

ଦିଲ୍ଲୀରେ ୪ ନୂଆ ଓମିକ୍ରନ ସଂକ୍ରମିତ ଚିହ୍ନଟ: ଦେଶରେ ଏବେ ୪୫ ସଂକ୍ରମିତ

ଦିଲ୍ଲୀ: ଡିସେମ୍ବର ୧୪: ଦକ୍ଷିଣ ଆଫ୍ରିକାରୁ ଆରମ୍ଭ ହୋଇଥିବା ଓମିକ୍ରନ ଏବେ ଧୀରେ ଧୀରେ ଏସିଆ ମହାଦେଶରେ ବ୍ୟାପିବାକୁ ଲାଗିଛି । ଗତକାଲି ମହାରାଷ୍ଟ୍ରରେ ଦୁଇଜଣ କରୋନା ସଂ୍ରକମିତ ଚିହ୍ନଟ ହୋଇଥିଲା ବେଳେ ଆଜି ଦିଲ୍ଲୀରେ ୪ଜଣ…

ବାଙ୍ଗାଲୋର ବାଣ କାରଖାନାରେ ବିସ୍ପୋରଣ: ୨ ମୃତ

ବାଙ୍ଗାଲୋର: ସେପ୍‌ଟେମ୍ବର ୨୩: ଆଜି କର୍ଣ୍ଣାଟକର ରାଜଧାନୀ ବାଙ୍ଗାଲୋର ଏକ ବାଣ କାରଖାନାରେ ବିସ୍ପୋରଣ ଘଟିଛି । ଏଥିରେ ୨ ଜଣଙ୍କର ମୃତୁ୍ୟ ହେବା ସହିତ ବହୁ ଲୋକ ଆହତ ହୋଇଛନ୍ତି । ବିସ୍ପୋରଣ ଏତେ ବଡ଼ ଥିଲା ଯେ, କାରଖାନା…

ଗୁଜୁରାଟରେ ଭୂମିକମ୍ପ, କ୍ଷୟକ୍ଷତିର ସୂଚନା ନାହିଁ

ଭୁବନେଶ୍ୱର: ଅଗଷ୍ଟ୨୧: ଆଜି ଅପରାହ୍ନ ୧୨.୦୮ ସମୟରେ ଗୁଜୁରାଟର କଚ୍ଛ ଜିଲ୍ଲାରେ ଭୂମିକମ୍ପ ହୋଇଛି । ରିକଫର ସ୍କେଲ୍‌ ଅନୁସାରେ ୪.୧ ମାଗ୍ନିଚୁ୍ୟଡ୍‌ ପ୍ରଭାବ ରହିଥିଲା ବୋଲି ଗାନ୍ଧିନଗର ଇନ୍‌ଷ୍ଟିଚୁ୍ୟଟ ଅଫ୍‌ ସେସମୋଲୋଜି…