Feature ମାନବ ନିର୍ମିତ ଜଙ୍ଗଲ Sep 18, 2021 ଛତିଶଗଡ଼: ସେପ୍ଟେମ୍ବର ୧୮: ପରିବେଶ ପାଇଁ ଜଙ୍ଗଲର ମୂଲ୍ୟ ଢେର ଅଧିକା । ହେଲେ ବର୍ତ୍ତମାନ ଜଙ୍ଗଲର ଅଭାବ ପୃଥିବୀର ସବୁ ସ୍ଥାନରେ ପରିଲକ୍ଷିତ ହେଉଛି । ଯେଉଁଥିପାଇଁ ବିଭିନ୍ନ ସଙ୍ଗଠନଙ୍କ ସହ ସରକାର ବିଭିନ୍ନ ପଦକ୍ଷେପ…