Browsing Tag

education

ଆଜିଠାରୁ ମାଟ୍ରିକ ସମେଟିଭ୍- ୦୧ ପରୀକ୍ଷା ଖାତା ଦେଖା ଆରମ୍ଭ

ଭୁବନେଶ୍ୱର : ଆଜିଠାରୁ ଆରମ୍ଭ ହେଲା ମାଟ୍ରିକ ସମେଟିଭ୍- ୦୧ ପରୀକ୍ଷା ଖାତା ଦେଖା I ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆୟୋଜିତ ମାଟ୍ରିକ, ମଧ୍ୟମା, ଓପନ ସ୍କୁଲ ସମେଟିଭ୍- ୦୧ ପରୀକ୍ଷା ଖାତା ମୂଲ୍ୟାୟନ କରାଯିବ । ମୋଟ ୫୬ଟି…

ମଦ୍ରାସାକୁ ମିଳିବନି ସ୍କଲାରସିପ୍‌: ୧ମରୁ ୮ମ ଶ୍ରେଣୀ ପିଲା ପାଉଥିବା ସ୍କଲାରସିପ୍‌ ବନ୍ଦ

ଦିଲ୍ଲୀ: ଉତ୍ତର ପ୍ରଦେଶ ମଦ୍ରାସାକୁ ମିଳୁଥିବା ସ୍କଲାରସିପ୍‌କୁ ନେଇ କେନ୍ଦ୍ର ସରକାର ଏକ ବଡ଼ ଘୋଷଣା କରିଛନ୍ତି । ମଦ୍ରାସାରେ ପଢ଼ୁଥିବା ୧ମ ଶ୍ରେଣୀରୁ ୮ମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ ଆଉ ସ୍କଲାରସିପ୍‌ ମିଳିବ ନାହିଁ ।…

ଆଜିଠୁ ମାଟ୍ରିକ ସମେଟିଭ-ଓ୍ୱାନ୍ ପରୀକ୍ଷା,ରାଜ୍ୟରେ ମୋଟ୍‌ ୫ ଲକ୍ଷ ୪୨ହଜାର ୮୦୭ ପରୀକ୍ଷାର୍ଥୀ

ଭୁବନେଶ୍ୱର : ଆଜି ଠାରୁ ଆରମ୍ଭ ହୋଇଛି ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ସମେଟିଭ-ଓ୍ୱାନ୍ ପରୀକ୍ଷା। ଦଶମ ଛାତ୍ରଛାତ୍ରୀଙ୍କ ପାଇଁ ବେଶ୍ ଗୁରୁତ୍ୱବହନ କରୁଥିବା ଏ ପରୀକ୍ଷାକୁ ସୁରୁଖୁରୁରେ କରିବା ପାଇଁ…

ସିଭିଲ୍‌ ଜଜ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ପରିବା ବିକାଳିଙ୍କ ଝିଅ

ନୂଆଦିଲ୍ଲୀ: ମଇ ୦୬: ମିଳିଲା ପରିଶ୍ରମର ଫଳ । ଚାରିଥର ଉଦ୍ୟମ ପରେ ମଧ୍ୟପ୍ରଦେଶ ଇନ୍ଦୋରର ବୁଲା ପରିବା ବିକ୍ରେତାଙ୍କ ଝିଅ ଅଙ୍କିତା ନାଗର ସିଭିଲ୍ ଜଜ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଗୁରୁବାର ସମ୍ବାଦ ସରବରାହ…

ଭୁନେଶଙ୍କ ନିଃସ୍ୱାର୍ଥ ଶିକ୍ଷାଦାନ

ଜୟପୁର: ଦାରିଦ୍ରତା କାରଣରୁ ଅନେକ ପିଲା ମୌଳିକ ଶିକ୍ଷାରୁ ବଞ୍ଚିତ ହୋଇଥାଆନ୍ତି । କେତେକ ପିଲା ଅଧାରୁ ପାଠ ଛାଡୁଥିବା ବେଳେ ଅନେକ ସ୍କୁଲ୍‌ ଯାଇପାରନ୍ତି ନାହିଁ । ସେମାନଙ୍କୁ ନିଜର ଗୁଜୁରାଣ ମେଣ୍ଟାଇବାକୁ ଭିକ ମାଗିବା…

ବିଶ୍ୱ ଶିକ୍ଷକ ଦିବସର ଅନୁଚିନ୍ତା

ଶିକ୍ଷା ବ୍ୟବସ୍ଥାର ମୁଖ୍ୟ ବିନ୍ଧାଣି ହେଉଛନ୍ତି ଶିକ୍ଷକ । ଏଣୁ ଶିକ୍ଷକମାନଙ୍କୁ କୁହାଯାଇଥାଏ ମଣିଷ ତିଆରି କାରଖାନାର କାରିଗର ଏବଂ ବିଦ୍ୟାଳୟକୁ କୁହାଯାଇଥାଏ ମଣିଷ ତିଆରି କାରଖାନା । ତେଣୁ ବିଶ୍ୱର ପ୍ରତ୍ୟେକ ଦେଶ ନିଜ…

ନଭେମ୍ବର ମାସ ଏନ୍‌ଡିଏ ପରୀକ୍ଷାରେ ସାମିଲ ହେବେ ମହିଳା

ଦିଲ୍ଲୀ: ସେପ୍‌ଟେମ୍ବର ୨୨: ଆସନ୍ତା ବର୍ଷ ନୁହେଁ ବରଂ ଚଳିତ ବର୍ଷରେ ମହିଳାମାନେ ଏନ୍‌ଡିଏ (ନ୍ୟାସନଲ ଡିଭେନ୍ସ ଏକାମଡେମୀ)ପରୀକ୍ଷା ଦେବେ ବୋଲି କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ କହିଛନ୍ତି । ଲିଙ୍ଗଗତ ସମାନତାକୁ ବର୍ଷକ…

ବାହାରିଲା ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷାଫଳ

ଭୁବନେଶ୍ୱର, ଜୁଲାଇ ୩୦: ଆଜି ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷାଫଳ ପ୍ରକାଶ ପାଇଛି । ପାସ୍‌ ହାର ୯୯.୩୭ ପ୍ରତିଶତ ରହିଛି । ପାସ୍‌ ହାରରେ ଛାତ୍ରୀମାନେ ଆଗୁଆ ରହିଛନ୍ତି । ଛାତ୍ରଙ୍କ ପାସ୍‌ ହାର ୯୯.୧୩ ପ୍ରତିଶତ ଥିବାବେଳେ…