Feature ମଇଁଷି ନାମରେ ଥାନାରେ ଏତଲା ! Nov 16, 2021 ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ଏକ ଅଜବ ଘଟଣା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଜଣେ କୃଷକ ତାଙ୍କ ମଇଁଷି ନାମରେ ଥାନାରେ ଏତଲା ଦେଇଛନ୍ତି । କଥାଟି ବିଶ୍ୱାସଯୋଗ୍ୟ ନହେଲେ ମଧ୍ୟ ସତ । ମଧ୍ୟପ୍ରଦେଶର ଜଣେ…