ଆରପାରିରେ ସୁଗ୍ରୀବ ! ଜିଲ୍ଲା By Samaya Live On Apr 9, 2020 Share ସମୟ ଲାଇଭ,9/4: ବହୁ ଚର୍ଚ୍ଚିତ ମେଗା ଟେଲିଭିଜନ ଧାରାବାହିକ ରାମାୟଣରେ ସୁଗ୍ରୀବ ଭୂମିକାରେ ଅଭିନୟ କରିଥିବା ଅଭିନେତା ଶ୍ୟାମ ସୁନ୍ଦରଙ୍କର ପରଲୋକ ଘଟିଛି। ଶ୍ୟାମସୁନ୍ଦରଙ୍କ ନିଧନ ଖବର ପ୍ରଚାରିତ ହେବା ପରେ ଅଭିନୟ ଜଗତରେ ଶୋକର ଛାୟା ଖେଳିଯାଇଛି। Share
Comments are closed.