ବଡ଼ ଭାଇ ପ୍ରଧାନମନ୍ତ୍ରୀ ଓ ସାନଭାଇ ରାଷ୍ଟ୍ରପତି, ପାରିବାରିକ ଶାସନର ନୂଆ ଅଧ୍ୟାୟ

ସମୟ ଲାଇଭ୍‍,୨୨/୧୧: ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ମହିନ୍ଦା ରାଜପକ୍ଷେ। ନିକଟରେ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଥିବା ଗୋଟବାୟା ରାଜପକ୍ଷେ ବଡ଼ଭାଇ ମହିନ୍ଦାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଶ୍ରୀଲଙ୍କା ଗୃହଯୁଦ୍ଧ ସମୟରେ ବିବାଦରେ ରହିଥିବା ସଚିବ ଗୋଟବାୟା ରାଷ୍ଟ୍ରପତି ଓ ଭାଇ ମହିନ୍ଦା ପ୍ରଧାନମନ୍ତ୍ରୀ ପଦରେ ରହିବା ଘଟରା ଶ୍ରୀଲଙ୍କାରେ ପାରିବାରିକ ଶାସନର ନୂଆ ଅଧ୍ୟାୟର ଆରମ୍ଭ କରିଛି।
ସୂଚନା ଥାଉ କି, ମହିନ୍ଦା ୨୦୦୫ରୁ ୨୦୧୫ ପର୍ଯ୍ୟନ୍ତ ଶ୍ରୀଲଙ୍କାର ରାଷ୍ଟ୍ରପତି ଭାର ସମ୍ଭାଳିଥିଲେ।

Launching Ceremony of “AYUSHMAN BHARAT

Comments are closed.