ବର୍ଗର ପାଇଁ ନିୟମ

0

ନିକଟରେ ବର୍ଗର ପାଇଁ ଏକ ନିୟମ ଲାଗୁ କରାଯାଇଛି, ଯାହା ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ସୂଚନା ଅନୁସାରେୟୁରୋପିଆନୟୁନିଅନର ସଂସଦ ଭେଜ ଫୁଡ ମେନ୍ୟୁରୁ ବେଦି ବର୍ଗର ଓ ଟୋଫୁ ଷ୍ଟିକ ଭଳି ନାମକୁ ହଟାଇ ଦେଇଛି । ଏହାପରେ ବର୍ତ୍ତମାନ ବର୍ଗର କେବଳ ନନ୍‌ଭେଜ ଆଇଟମ ପାଲଟିଛି । ବର୍ଗରମାନେ ହିଁ ନନ୍‌ଭେଜ ବୋଲି ବର୍ତ୍ତମାନ ଧରାଯାଉଛି । ଏହି ସମସ୍ତ ଆଇଟମର ସାଦା ପ୍ରକାରକୁ ଏକ ଭିନ୍ନ ନାଁ ଦିଆଯିବ । ସୋସିଆଲ ମିଡିଆରେ ବର୍ତ୍ତମାନ ଘଟଣାଟି ଖୁବ ଭାଇରାଲ ହେବାରେ ଲାଗିଛି । ଏହାପଛରେ ସାଦା ଆମିଷ ଆଇଟମ ଭିତରେ କେବଳ ପାର୍ଥକ୍ୟ ଆଣିବା ଲକ୍ଷ ବୋଲି ସୂଚନା ଦିଆଯାଇଛି । କିନ୍ତୁ ଏହି ନିଷ୍ପତ୍ତିର କେବଳ ଫ୍ରାନ୍ସକୁ ଛାଡି ଅନ୍ୟୟୁରୋପୀୟ ଦେଶରେ ବିରୋଧ ହେଉଥିବା ଜଣା ପଡିଛି ।

Launching Ceremony of “AYUSHMAN BHARAT
Leave A Reply

Your email address will not be published.