ଜେଲରୁ ବାହାରିଲେ ପୁଞ୍ଜିଲାଲ

ବଲାଙ୍ଗିର,୨୪/୧: ଜେଲରୁ ବାହାରିଲେ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଖଳନାୟକ ପୁଞ୍ଜିଲାଲ ମେହେର। ମାଆଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ପାଇଁ ବଲାଙ୍ଗିର ଜେଲରୁ ବାହାରିଲେ ୪ ଦିନ ପାଇଁ ବାହାରିଲେ ପୁଞ୍ଚିଲାଲ। ତେବେ ଜାମିନରେ ଶୁକ୍ରବାର ଠାରୁ ଜେଲରୁ ବାହାରିଥିବା ବେଳେ ମଙ୍ଗଳବାର ଦିନ ୧୧ଟା ମଧ୍ୟରେ ପୁଣି ଥରେ ହାଜର ହେବେ। ଗତ ବୁଧବାର ଦିନ ପୁଞ୍ଚିଲାଲଙ୍କୁ ସର୍ତ୍ତମୂଳକ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ ହାଇକୋର୍ଟ। ସେହିପରି ପୁଞ୍ଚିଲାଲଙ୍କୁ ଏହି ୪ଦିନର ଜାମିନରେ ତାଙ୍କ ପାଇଁ କେତୋଟି କଡା ସର୍ତ୍ତ ରଖା ଯାଇଥିଲା।

Launching Ceremony of “AYUSHMAN BHARAT

Comments are closed.