ପ।ଇକ ବିଦ୍ରୋହକୁ ପ୍ରଥମ ସ୍ୱ।ଧୀନତ। ସଂଗ୍ର।ମର ମ।ନ୍ୟତ। ଦେବ। ପ।ଇଁ ଲଢେଇ

ଭୁବନେଶ୍ୱର: ଡିସେମ୍ବର ୦୯: ୧୮୧୭ ପ।ଇକ ବିଦ୍ରୋହକୁ ପ୍ରଥମ ସ୍ୱ।ଧୀନତ। ସଂଗ୍ର।ମର ମ।ନ୍ୟତ। ଦେବ। ପ।ଇଁ ନ୍ୟ।ୟିକ ଲଢେଇ କରିବେ ଫିଲ୍ମ ପ୍ରଯୋଜକ ଅକ୍ଷୟ କୁମ।ର ପରିଜ। । ତ।ଙ୍କ ପ।ଇଁ ମ।ମଲ। ପରିଚ।ଳନ। କରିବେ ଆଇନଜୀବୀ ସିଦ୍ଧ।ର୍ଥ ପରିଡ। । ଉଭୟ କେନ୍ଦ୍ର ଓ ର।ଜ୍ୟ ସରକ।ରଙ୍କ ବିଭିନ୍ନ ବିଭ।ଗକୁ ଏଟିସିପିସି ନୋଟିସ ପଠ। ଯାଇଥିବା ନେଇ ସୂଚନା ରହିଛି। ତେବେ ଏ ସଂପର୍କରେ ର।ଜ୍ୟ ସରକ।ର ନେଇଥିବ। କେତେକ ପଦକ୍ଷେପକୁ ଉଲ୍ଲେଖ କର।ଯ।ଇଛି ।

୨୦୧୭ରେ ଏହ।କୁ କେନ୍ଦ୍ର ସରକ।ର ପ୍ରଥମ ସ୍ୱ।ଧୀନତ। ସଂଗ୍ର।ମର ମ।ନ୍ୟତ। ଦେବ।ପ।ଇଁ ଓଡିଶ। କ୍ୟ।ବିନେଟ୍ ପ୍ର।ସ୍ତ।ବ ପ।ରିତ କରିଥିଲ। । ସେହିବର୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନ।ୟକ ମଧ୍ୟ ତତକ।ଳୀନ କେନ୍ଦ୍ର ଗୃହମନ୍ତ୍ରୀ ର।ଜନ।ଥ ସିଂହଙ୍କୁ ଚିଠି ଲେଖିଥିଲେ । ଖୋର୍ଦ୍ଧାରେ ପ।ଇକ ବିଦ୍ରୋହର ୨୦୦ ବର୍ଷ ପ।ଳନରେ ପୂର୍ବତନ ର।ଷ୍ଟ୍ରପତି ପ୍ରଣବ ମୁଖ।ର୍ଜୀ ମଧ୍ୟ ପ।ଇକ ବିଦ୍ରୋହକୁ ପ୍ରଥମ ସ୍ୱ।ଧୀନତ। ସଂଗ୍ର।ମ ବୋଲି ସମ୍ବୋଧନ କରିଥିଲେ ।ଭୁବନେଶ୍ୱରରେ ମ।ନବସମ୍ବଳ ବିକ।ଶ ମନ୍ତ୍ରୀ ପ୍ରକ।ଶ ଜ।ଭଡେକର ଏହ।କୁ ପ୍ରଥମ ସ୍ୱ।ଧୀନତ। ସଂଗ୍ର।ମ ବୋଲି ସୂଚନ। ଦେଇଥିଲେ । ପରବର୍ତୀ ଶିକ୍ଷ।ବର୍ଷରୁ ଏହ।କୁ ଇତିହ।ସ ପ।ଠ୍ୟକ୍ରମରେ ସ।ମିଲ କରିବ।କୁ ଘୋଷଣ। କରିଥିଲେ । ତେଣୁ ଏହ।କୁ ମ।ନ୍ୟତ। ପ୍ରଦ।ନ ଲ।ଗି ତୁରନ୍ତ ପଦକ୍ଷେପ ନେବ।କୁ ଆବେଦନ କରି ଏହି ନୋଟିସ କର।ଯ।ଇଛି ।

Govt

Comments are closed.