ପିଆଜ ପରେ ବଢ଼ୁଛି ପେଟ୍ରୋଲ ଦର

ସମୟ ଲାଇଭ୍‍,୯/୧୨: ଦେଶରେ ପିଆଜର ବର୍ଦ୍ଧିତ ମୂଲ୍ୟ ଲୋକଙ୍କ ଚିନ୍ତାର କାରଣ ପାଲଟିଥିବାବେଳେ ପେଟ୍ରୋଳ ଦାମ୍‍ ମଧ୍ୟ ବୃଦ୍ଧି ପାଇଛି। ରାଜଧାନୀ ଦିଳ୍ଲୀରେ ପେଟ୍ରୋଳ ଦାମ ୭୦ ଟଙ୍କା ଛୁଇଁଥିଲା ବେଳେ ଡ଼ିଜେଲର ଦାମ ୬୬.୦୪ ପଇସା ରହିଛି। ଅନ୍ତରାଷ୍ଟ୍ରୀୟ ବଜାରରେ ପେଟ୍ରୋଲ ଡ଼ିଜେଲର ମୂଲ୍ୟ ବୃଦ୍ଧି ପାଇଥିବାରୁ ଦିନକୁ ଦିନ ଇନ୍ଧନ ତୈଳ ମୂଲ୍ୟ ବଢ଼ୁଥିବା କୁହାଯାଉଛି।

Launching Ceremony of “AYUSHMAN BHARAT

Comments are closed.