ୱେଲିଂଟନ୍: ଡିସେମ୍ବର ୩୧: ନ୍ୟୁଜିଲ।ଣ୍ଡର ବ୍ୟ।ଟ୍ସମ୍ୟ।ନ୍ ରସ୍ ଟେଲର ଅନ୍ତର୍ଜ।ତୀୟ କ୍ରିକେଟରୁ ଅବସର ଘୋଷଣ। କରିଛନ୍ତି । ବ।ଂଲ।ଦେଶ ବିପକ୍ଷରେ ଟେଷ୍ଟରୁ ଏବଂ ଅଷ୍ଟ୍ରେଲିଆ ଓ ନେଦରଲ।ଣ୍ଡ୍ସ ବିପକ୍ଷରେ ଦିନିକିଆ ସିରିଜ ଖେଳି ଅନ୍ତର୍ଜ।ତୀୟ କ୍ରିକେଟରୁ ସନ୍ନ୍ୟ।ସ ନେବେ ବୋଲି ଟେଲର ସ୍ପଷ୍ଟ କରିଛନ୍ତି ।
ଟେଲର ଟ୍ୱିଟ କରି ଲେଖିଛନ୍ତି, ମୁଁ ଘୋଷଣ। କରୁଛି ଯେ, ଆସନ୍ତ। ଘରୋଇ ସିରିଜ ଖେଳି ଅନ୍ତର୍ଜ।ତୀୟ କ୍ରିକେଟରୁ ଅବସର ନେବି । ଦୀର୍ଘ ୧୭ବର୍ଷ ଧରି ମୋତେ ସମର୍ଥନ କରିଥିବ।ରୁ ସମସ୍ତଙ୍କୁ ସ।ଧୁବ।ଦ ଜଣ।ଉଛି । ୨୩୪ନଂରେ ଦେଶର ପ୍ରତିନିଧିତ୍ୱ କରିବ। ଗର୍ବର ବିଷୟ ।
୩୭ ବର୍ଷୀୟ ଟେଲର ଅନ୍ତର୍ଜ।ତୀୟ କ୍ରିକେଟରେ ଅନେକ ରେକର୍ଡ଼ କରିଛନ୍ତି । ସେ ବିଶ୍ୱର ପ୍ରଥମ ଖେଳ।ଳି ଭ।ବେ ୩ଟି ଯ।କ ଫର୍ମରେ ୧୦୦ରୁ ଊଦ୍ଧ୍ୱର୍ ମ୍ୟ।ଚ୍ ଖେଳିଛନ୍ତି । ଇତିମଧ୍ୟରେ ସେ ୪୪୫ଟି ଅନ୍ତର୍ଜ।ତୀୟ ମ୍ୟ।ଚ୍ ଖେଳି ୧୮.୦୭୪ରନ୍ ସଂଗ୍ରହ କରି ସ।ରିଛନ୍ତି । ୨୦୧୫ ଘରୋଇ ଅଷ୍ଟ୍ରେଲିଆ ବିପକ୍ଷ ପର୍ଥ ଟେଷ୍ଟରେ ସେ ଭ୍ରମଣକ।ରୀ ଖେଳ।ଳି ଭ।ବେ ସର୍ବ।ଧିକ ୨୯୦ରନ୍ ରେକର୍ଡ଼ ସ୍ଥ।ପନ କରିଥିଲେ । ତେବେ ତାଙ୍କର ଏପରି ନିଷ୍ପତ୍ତି ଶୁଣି ସମସ୍ତ କ୍ରିକେଟ୍ ପ୍ରେମୀ ତଙ୍କୁ ପ୍ରଶଂସା କରିଛିନ୍ତି।

Comments are closed.