ପୃଥିବୀଠାରୁ ଚାରି ଗୁଣ ବଡ଼ ଗ୍ରହ ଠାବ କଲା ନାସା: ଥାଇପାରେ ଜୀବନ

ନୂଆଦିଲ୍ଲୀ ବେଳେ ବେଳେ ମନରେ ପ୍ରଶ୍ନ ଆସେ ଯେ ପୃଥିବୀ ବ୍ୟତୀତ ଦୁନିଆର ଆଉ କେଉଁଠି ଜୀବନ ଅଛି କି? ଏହି ପ୍ରଶ୍ନର ଉତ୍ତର ବୈଜ୍ଞାନିକଙ୍କ ପାଖରେ ନାହିଁ । ସେମାନଙ୍କ ପାଖରେ କେବଳ ଏ ସମ୍ବନ୍ଧିତ ଥିଓରୀ ଅଛି । କି;ୁ ଏବେ ପୃଥିବୀ ଭଳି ଏକ ଗ୍ରହର ସନ୍ଧାନ ହୋଇଥିବା ଦାବି କରିଛି ଆମେରିକା ମହାକାଶ ଏଜେନ୍ସି ବା ନାସା ।

ପୃଥିବୀଠାରୁ ଚାରି ଗୁଣ ବଡ଼ ଗ୍ରହ ଠାବ କଲା ନାସା: ଥାଇପାରେ ଜୀବନ

ବୈଜ୍ଞାନିକମାନେ ଏପରି ଏକ ଗ୍ରହର ସନ୍ଧାନ ପାଇଛନ୍ତି, ଯାହା ପୃଥିବୀ ଠାରୁ ଚାରିଗୁଣା ବଡ଼ ବୋଲି ନାସା ଦାବି କରିଛି । ଏହାକୁ ସୁପର ଆର୍ଥ କୁହାଯାଉଛି । ସୁପର ଆର୍ଥର ବୈଜ୍ଞାନିକ ନାଁ ରସ୍‌ ୫୦୮ବି ରଖାଯାଇଛି । ଏହି ଗ୍ରହକୁ ପୂରା ଏକ ବର୍ଷ ପୂରଣ କରିବାକୁ ମାତ୍ର ୧୦ ଦଶମିକ ୮ ଦିନ ସମୟ ଲାଗେ ।

ପୃଥିବୀଠାରୁ ଚାରି ଗୁଣ ବଡ଼ ଗ୍ରହ ଠାବ କଲା ନାସା: ଥାଇପାରେ ଜୀବନ

ଏହି ଏକ୍ସପୋପ୍ଲାନେଟକୁ ଏକ ନୂଆ ଇନଫ୍ରାରେଡ୍‌ ମନିଟରିଂ ଟେକନିକ୍‌ ବ୍ୟବହାର କରି ଆବିଷ୍କାର କରାଯାଇଛି । ଏହା ଆମଠାରୁ ୩୭ ଆଲୋକବର୍ଷ ଦୂରରେ ଅବସ୍ଥିତ ଛ ଏହା ସୌରମଣ୍ଡଳ ବାହାରେ ତାରାକୁ ପରିକ୍ରମା କରୁଥିବା ଦାବି କରିଛି ନାସ ।

Launching Ceremony of “AYUSHMAN BHARAT

Comments are closed.