କଟକ: ଡିସେମ୍ବର ୧୦: ସିନେ ଅଭିନେତ। ମିହିର ଦ।ସଙ୍କ ସ୍ୱ।ସ୍ଥ୍ୟବସ୍ଥ। ଗୁରୁତର । କିଡନୀ ସଂକ୍ରମଣ ଯୋଗୁଁ ଗତକ।ଲି ଡ।କ୍ତରଖ।ନ।ରେ ଭର୍ତ୍ତି ହୋଇଥିଲେ ମିହିର । ସେ କଟକର ଏକ ଘରୋଇ ହସ୍ପିଟ।ଲ୍ରେ ଚିକିତ୍ସିତ ହେଉଛନ୍ତି । ବର୍ତ୍ତମ।ନ ମିହିରଙ୍କର ଏକ।ଧିକ ଅଙ୍ଗ ସଂକ୍ରମିତ ହୋଇଥିଵ। ସୂଚନ। ଦେଇଛନ୍ତି ହସ୍ପିଟ।ଲ କର୍ତ୍ତୃପକ୍ଷ ।
୧୯୭୯ ମସିହ।ରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ପ।ଦ ଥ।ପିଥିଲେ ମିହିର । ୧୯୬୬ ଫେବ୍ରୁଆରୀ ୨ ତ।ରିଖରେ ମୟୂରଭଞ୍ଜ ଜିଲ୍ଲ।ରେ ଜନ୍ମ ହୋଇଥିଲେ ମିହିର । ସେ ପ୍ର।ୟ ୧୫୦ଟିରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ତ।ଙ୍କ ଅଭିନୀତ ଲୋକପ୍ରିୟ ଚଳଚ୍ଚିତ୍ର ପ।ଇଁ ଏକ।ଧିକ ପୁରସ୍କ।ର ପ।ଇଛନ୍ତି ସେ । ୧୯୯୯ରେ ‘ବିଧ।ତ।ଦ ଓ ୨୦୦୫ରେ ‘ଫେରିଆ ମୋଦ ସୁନ। ଭଉଣୀଦ ଚଳଚ୍ଚିତ୍ର ପ।ଇଁ ତ।ଙ୍କୁ ଶ୍ରେଷ୍ଠ କଳ।କ।ର ସମ୍ମ।ନ ମିଳିଥିଲ। ।

Comments are closed.