ବାସ୍ତୁ ଅନୁସାରେ ଘର ସିଡି

ବାସ୍ତୁ ଅନୁସାରେ ଘର, କାର୍ଯ୍ୟାଳୟ କିମ୍ବା ଅନ୍ୟ କୌଣସି ବି ସ୍ଥାନର ନିର୍ମାଣ ପାଇଁ କିଛି ନା କିଛି ନିୟମ ରହିଛି । ଘରେ କିଛି ବି ନିର୍ମାଣ ସମୟରେ ଦିଗ ପ୍ରତି ଧ୍ୟାନ ଦିଅ;ୁ । ସେହିଭଳି ଘରର ସିଡି ତିଆରିରେ ମଧ୍ୟ ବାସ୍ତୁର ନିୟମ ରହିଛି । ଯଦି ଘରର ସିଡି ସଠିକ୍‌ ସ୍ଥାନରେ ନଥାଏ ତେବେ ବ୍ୟବସାୟରେ କ୍ଷତି, ଆର୍ଥିକ ଅନାଟନ, ଉନ୍ନତିରେ ବାଧା ସୃଷ୍ଟି ହେବ । ଭୁଲ ଦିଗରେ ସିଡିର ନିର୍ମାଣର କୁ ପ୍ରଭାବ ଘରର ମୁଖିଆ ଉପରେ ପଡିଥାଏ । ଯଦି ଏହାକୁ ଠିକ୍‌ ଭାବରେ ନିର୍ମାଣ କରାଯାଏ ତେବେ ଘରର ସୁଖ ଶାନ୍ତି ସହ ସମୃଦ୍ଧି ଆସିବ । ସିଡିର ନିର୍ମାଣ ସର୍ବଦା ଦକ୍ଷିଣ କିମ୍ବା ପଶଫିମ ଦିଗରେ କର;ୁ । ତେବେ ଏହାର ନିର୍ମାଣ କେବେ ବି ଉତ୍ତର ପୂର୍ବ ଦିଗରେ କର;ୁ ନାହିଁ । ଏହି ଦିଗରେ ସିଡି ନିର୍ମାଣ କଲେ ବାସ୍ତୁ ଦୋଷ ଲାଗିଥାଏ । ଯାହା ଆପଣଙ୍କୁ ହଇରାଣରେ ପକାଇଥାଏ । ସିଡି ପାହାଚ ଭିତରେ ୯ଇଞ୍ଚର ବ୍ୟବଧାନ ଶୁଭଙ୍କର ।

Comments are closed.