ମେଷ-କର୍ମକ୍ଷେତ୍ରରେ ନୂତନ ଅଫର୍ ପାଇବେ । ବ୍ୟବସାୟରେ ନୂତନ ପୁଞ୍ଜିନିବେବେଶ କର;ୁ । ମନ ଖୁସି ରହିବ । ମାନସିକସ୍ଥିତି ଏବଂ ପାରିବାରିକ ସ୍ଥିତି ଠିକ୍ ର ହିବ । ଆର୍ଥିକ କ୍ଷେତ୍ରରେ ଉନ୍ନତି କାରଣରୁ ମନ ଖୁସି ରହିବ ।
ପ୍ରତିକାର- ଶିବଙ୍କ ପୂଜାର୍ଚ୍ଚନା କର;ୁ ।
ବୃଷ- ମାନସିକଚାପ ବଢ଼ିିବ । କର୍ମକ୍ଷେତ୍ର ଓ ବ୍ୟବସାୟରେ ମାନସିକ ଚାପ କାରଣରୁ ଭୁଲ୍ କରିପାରନ୍ତି । ପାରିବାରିକ ସ୍ଥିତି ଭଲ ରହିବ । ପିଲାଙ୍କସହିତ ସମୟ ଅତିବାହିତ କରିବେ । ପିତାମାତାଙ୍କ ଅସୁସ୍ଥତା କାରଣରୁ ମାନସିକ ଚାପ ବଢ଼ିିବ । ମହିଳାଙ୍କ ପାଇଁ ସପ୍ତାହ ଚ୍ୟାଲେଞ୍ଜପୂର୍ଣ୍ଣ ରହିବ ।
ପ୍ରତିକାର- ନାଲିବସ୍ତ୍ର ପରିଧାନ କର;ୁ ।
ମିଥୁନ୍- ବ୍ୟବସାୟ ଓ କର୍ମକ୍ଷେତ୍ରରେ ଉନ୍ନତି ହେବ । ପିଲାଙ୍କଠାରୁ ଅସହଯୋଗ ମିଳିବ । ପାରିବାରିକ ଗଣ୍ଡଗୋଳ କାରଣରୁ ମାନସିକ ଦୁଃଶ୍ଚିନ୍ତା ଦେଇ ଗତିକରିବେ । ଯୁକ୍ତି-ତର୍କ ଓ ଗଣ୍ଡଗୋଳ ପରିସ୍ଥିତି ଭିତରକୁ ଯାଆ;ୁ ନାହିଁ ।
ପ୍ରତିକାର- ପ୍ରତିଦିନ ସୂର୍ଯ୍ୟ ପୂଜା କରିବାସହିତ ଆଦିତ୍ୟ ସ୍ତୋତ୍ର ପାଠ କର;ୁ ।
କର୍କଟ- ନୂତନ କାର୍ଯ୍ୟ କରିବାକୁ ଇଚ୍ଛାପ୍ରକାଶ କରିବେ । ଆଗାମୀ ବର୍ଷ ଖୁବ୍ ଉନ୍ନତି ହେବ । ଏହି ସପ୍ତାହରେ ଆର୍ଥିକ ଉନ୍ନତି ହେବ । ପାରିବାରିକ ସ୍ଥିତି ମଜଭୁତ ରହିବ । ଗୃହିଣୀମାନଙ୍କ ସମୟ ଭଲରେ କଟିବ ।
ପ୍ରତିକାର- ମା’ ଲକ୍ଷ୍ମୀଙ୍କୁ ଧଳା ଫୁଲ ଅର୍ପଣ କର;ୁ ।
ସିଂହ- ନୂତନ କର୍ମ, ନୂତନ ବ୍ୟବସାୟ, ବିବାହ ପ୍ରସ୍ତାବରେ ଲାଭ ମିଳିବ । ଭଲ ଚୁକ୍ତି ହେବାର ସମ୍ଭାବନା ରହିଛି । ବିଦେଶ ଗ୍ରସ୍ତ ହେବା ଯୋଗରହିଛି । ଗାଡ଼ିଚଲାଇବା ବେଳେ ଗୋଡ଼କୁ ସାବଧାନରେ ରଖ;ୁ । ଗୋଡ଼ ଖସିଯିବାର ସମ୍ଭାବନା ରହିଛି ।
ପ୍ରତିକାର- ଦକ୍ଷିଣକାଳୀଙ୍କ ପୂଜା କରିବା ସହିତ ତେଲଦୀପ ଅର୍ପଣ କର;ୁ ।
କନ୍ୟା- ପୂର୍ବରୁ ଥିବା ବିଷାଦ, ବିବାଦ, ଜଟିଳତାର ସମାଧାନ ହେବ । ଦୃଢ଼ ଇଚ୍ଛାଶକ୍ତି ସହିତ କାମ କରିବା ସହ ପରିଶ୍ରମ କରିବେ ।
ମାନସିକ ସ୍ଥିତି ଠିକ୍ ରହିବ । ନୂତନ ଜମି କିମ୍ବା ଯାନବାହନ କ୍ରୟ କରିବାର ଯୋଗ ରହିଛି ।
ପ୍ରତିକାର- ପ୍ରତିଦିନ ହନୁମାନ ଚାଳିିଶା ୩ ଥର ପାଠକର;ୁ ।
ତୁଳା- ଯୁକ୍ତି-ତର୍କ, ଗଣ୍ଡଗୋଳ ଭିତରକୁ ଯାଆ;ୁ ନାହିଁ । ପାରିବାରିକ ସ୍ଥିତି ମଜଭୁତ୍ ରହିବ । କର୍ମକ୍ଷେତ୍ର ମଜଭୁତ୍୍ ରହିବ । ବ୍ୟବସାୟରେ ଗ୍ରାହକ ସଂଖ୍ୟା କମିଯିବେ । ବ୍ୟବସାୟରେ ମାନ୍ଦା ଅବସ୍ଥା ଲାଗିରହିବ । ବ୍ୟବସାୟସ୍ଥଳରେ ନିୟମିତ ପୂଜାର୍ଚ୍ଚନା କର;ୁ । ଗୃହିଣୀଙ୍କ ସମୟ ଭଲରେ କଟିବ ।
ବିଛା- କର୍ମକ୍ଷେତ୍ର ଓ ବ୍ୟାବସାୟିକ କ୍ଷେତ୍ରରେ ଉନ୍ନତି ହେବ । ପାରିବାରିକ ବିଶୃଙ୍ଖଳା ହୋଇପାରେ । ମହିଳାମାନଙ୍କ ଦେହ ଅସୁସ୍ଥ ହୋଇପାରେ । ଛାତ୍ରଛାତ୍ରୀଙ୍କ ମନ ପାଠପଢାରେ ଆଦୌ ରହିବ ନାହିଁ । ପରୀକ୍ଷାରେ ଛୋଟମୋଟ ଭୁଲ୍ କରିପାରନ୍ତି ।
ପ୍ରତିକାର- ପ୍ରତିଦିନ ବିଷ୍ଣୁ ସହସ୍ର ନାମ ପାଠକର;ୁ ।
ଧନୁ- ପୂର୍ବରୁ ଥିବା ବିବାଦର ସମାଧାନ ହେବ । ନୂତନ ଆଶା ନେଇ ନୂଆ ଚାକିରି କିମ୍ବା ବ୍ୟବସାୟ ଆରମ୍ଭ କରିବେ । ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ୍ ହୁଅ;ୁ । କଫ, ଥଣ୍ଡାଜନିତ ରୋଗରେ ପୀଡ଼ିତ ହୋଇପାରନ୍ତି । ପୁରୁଣା ରୋଗ କାରଣରୁୁ କଷ୍ଟ ପାଇବେ ।
ପ୍ରତିକାର- ପାଖରେ ସବୁବେଳେ ହଳଦି ଆରୁମାଲ୍ ରଖ;ୁ ।
ମକର- କର୍ମକ୍ଷେତ୍ରରେ ଅପଦସ୍ଥ କିମ୍ବା ବ୍ୟବସାୟରେ ହାନୀ ହୋଇପାରେ । ଅଜଣା ଓ ଅପରିଚିତ ଲୋକଙ୍କଠାରୁ ଦୂରେଇ ରୁହ;ୁ । ସ୍ୱାସ୍ଥ୍ୟ ଭଲ ରହିବା ସହିତ ପାରିବାରିକ ସ୍ଥିତି ଭଲରେ କଟିବ । ପରିବାର ଲୋକଙ୍କ ସହିତ ସମୟ ଅତିବାହିତ କରିବେ । ଦୂରସ୍ଥାନକୁ ଯିବାର ପ୍ଲାନିଂ କରିପାରନ୍ତି । ଗୃହିଣୀମାନଙ୍କ ସମୟ କଷ୍ଟଦାୟକ ରହିବ । କର୍ମଜୀବୀ ଓ ବ୍ୟବସାୟୀଙ୍କ ସମୟ ମଧ୍ୟ କଷ୍ଟଦାୟକ ରହିଛି ।
ପ୍ରତିକାର- ଜଗନ୍ନାଥଙ୍କୁ ନୀଳ ଅପରାଜିତା ଫୁଲ ଅର୍ପଣ କର;ୁ ।
କୁମ୍ଭ- ଚ୍ୟାଲେଞ୍ଜ ସହିତ କାର୍ଯ୍ୟକଲେ ନିଶ୍ଚିତ ସଫଳତା ମିଳିବ । ବ୍ୟବସାୟ କିମ୍ବା କର୍ମକ୍ଷେତ୍ରରେ ଆଗକୁ ବଢ଼ିବେ ।
ପାରିବାରିକ ସ୍ଥିତି କାରଣରୁ ମାନସିକ ଚାପରେ ରହିବେ । ଜମିବାଡି କାରଣରୁ ଗଣ୍ଡଗୋଳ ଲାଗିରହିବ । ନୂତନ ଜମିବାଡ଼ି କ୍ରୟ କର;ୁ ନାହିଁ । ପିଲାଙ୍କ ସହିତସମୟ ଅତିବାହିତ କରନ୍ତୁ ।
ପ୍ରତିକାର-ଗଣେଙ୍କୁ ଦୁବ ଅର୍ପଣ କର;ୁ ।
ମୀନ- ପୂର୍ବରୁ ଅଟକି ଥିବା ଜମିଜମା ବିବାଦ ଓ ଆର୍ଥିକ ଅଭାବ ଦୂର ହେବ । ଆର୍ଥିକ କ୍ଷେତ୍ରରେ ବେଶ୍ ଲାଭ ମିଳିବ । ବ୍ୟାବସାୟିକ କ୍ଷେତ୍ରରେ ଉନ୍ନତି ମିଳିବ । କର୍ମକ୍ଷେତ୍ରରେ ଅସହଯୋଗ ମିଳିବ । ମହିଳାମାନେ ନୂତନ ଅଳଙ୍କାର, ଗୃହଉପକରଣ କ୍ରୟ କରିପାରନ୍ତି । ଜୀବନ ଖୁସିରେ ଅତିବାହିତ ହେବ ।
ପ୍ରତିକାର- ଗଣେଶଙ୍କୁ ଦୁବ ଅର୍ପଣ କର;ୁ ।

Comments are closed.